ସ୍କୁଲ ମିଶ୍ରଣକୁ ବିରୋଧ , ଜିଲ୍ଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ
ସ୍କୁଲ ମିଶ୍ରଣ କୁ ନେଇ ଅସନ୍ତୋଷ ପୁଣି ମୁଣ୍ଡ ଟେକିଛି । ଢେଙ୍କାନାଳ ସଦର ବ୍ଳକ୍ ମଧୁସାହୁ ପାଟଣା ସ୍ଥିତ ରାଜୁଆପାଟଣା ଗ୍ରାମରେ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ ନେଇ ଗ୍ରାମବାସୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ଦେଢ଼ବର୍ଷ ତଳେ ଶିକ୍ଷା ବିଭାଗ ଏହାକୁ!-->!-->!-->…
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଜେପିର ଚିଠି ପ୍ରେରଣ
ବିଜେପି ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଦୀପକ କୁମାର ଗୋଛାୟତ ଙ୍କ ନେତୃତ୍ୱରେ ରାଜ୍ୟରେ ମହିଳା ଓ ଶିଶୁ ଅସୁରକ୍ଷିତ, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଚିଠି ପଠାଯାଇଛି । ପରଜଙ୍ଗ ବ୍ଲକ ମୁଖ୍ୟ ଡାକ ଘର ର ପୋଷ୍ଟ ବାକ୍ସ ରେ ମୁଖ୍ୟମନ୍ତ୍ରୀ ନବୀନ!-->…
ମନୋବଳ ଆଗରେ ହାର୍ ମାନିଛି ବାର୍ଦ୍ଧକ୍ୟ
ଧୁଡୁଧଡୁଡୁ ଚମ ଅଧା ଲୁଆଁ ଅଣ୍ଟା ତା ସାଙ୍ଗକୁ ବାର୍ଦ୍ଧକ୍ୟ ସ୍ୱର ବୟସ ଆସି ପ୍ରାୟ ୭୪ କିଏ ଘରେ ରହି ଜୀବନ ବିତାଏ ତ କିଏ ହାତପତେଇ ପେଟ ପୋସେ ହେଲେ ଏଭଳି ରହିଛନ୍ତି କିଛି ବ୍ୟକ୍ତି ଯିଏକି ଏଭଳି ବୟସରେ ମଧ୍ୟ ନିଜ ପେଟ ନିଜେ ପୋଷିବାକୁ ପସନ୍ଦ କରିଥାନ୍ତି ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି!-->!-->!-->…
କାର୍ଯ୍ୟକ୍ଷମ ହେଉନି ମହାବିଦ୍ୟାଳୟ ହଷ୍ଟେଲ ; ହଇରାଣ ହେଉଛନ୍ତି ଛାତ୍ରଛାତ୍ରୀ
ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଭୁବନ ବ୍ଲକର "ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ" ର ଅବ୍ୟବସ୍ଥା କହିଲେ ନସରେ। ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଢେଙ୍କାନାଳ ଜିଲ୍ଲା ଭୁବନ ସ୍ଥିତ "ବାଜିରାଉତ ସ୍ମୃତି ମହା ବିଦ୍ୟାଳୟ" ରେ!-->…
ଧାନମଣ୍ଡି ନ ଖୋଲିବା ନେଇ ଚିନ୍ତାରେ ଭୁବନ କୃଷକ ସମାଜ
ଭୁବନ ଏନ ଏ ସି ଓ ବ୍ଲକରେ ଧାନମଣ୍ଡି ଖୋଲା ନହେବା ଫଳରେ ଚାଷିକୂଳ ଆଶା ଆଶଙ୍କାରେ ଥିବାର ଜଣାଯାଇଛି । କେବେ ଖୋଲିବ ମଣ୍ଡି ସେ ନେଇ ଭୁବନ କୃଷକ ସମାଜ ପକ୍ଷରୁ ସନ୍ଦେହ ପ୍ରକାଶ ପାଇଛି । ଚାଷୀର ବର୍ଷକର କଷ୍ଟ ଅର୍ଜିତ ଧାନ ଫସଲ ବର୍ଷା ଯୋଗୁ କ୍ଷତି ହୋଇଛି । ଯାହା ବଞ୍ଚି ଯାଇଛି ତାହା କିପରି!-->…
ବର୍ଷା ଜଳ ସଂରକ୍ଷଣ ଓ ତାର ସଦୁପଯୋଗ ନିମନ୍ତେ କାର୍ଯ୍ୟକ୍ରମ
ନେହେରୁ ଯୁବ କେନ୍ଦ୍ର ଢେଙ୍କାନାଳ ଜିଲ୍ଲା ଆନୁକୁଲ୍ୟରେ ସ୍ୱଚ୍ଛ।ସେବୀ ଅନୁଷ୍ଠାନ ଶୋଭା ର ସହଯୋଗ ରେ ବର୍ଷା ଜଳ ସଂରକ୍ଷଣ ଓ ତାର ସଦୁପଯୋଗ ସଂପର୍କିତ ଅଭିଯାନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି ।
ଏହି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଜିଲ୍ଲା ଗ୍ରାମ୍ଯ ଉନ୍ନୟନ ସଂସ୍ଥାର ଜିଲ୍ଲା!-->!-->!-->…
ଅହମ୍ମଦିଆ ଯୁବ ସଙ୍ଗଠନର ନବ ବର୍ଷରେ ସଫେଇ ଅଭିଯାନ
ସାମ୍ପ୍ରଦାୟିକ ବିଭେଦତାକୁ ନେଇ ଅଶାନ୍ତି ହେଉଛି ବିଶ୍ୱ। ଘଟୁଛି ହିଂସାକାଣ୍ଡ। ଅନେକ ସମୟରେ ପରିସ୍ଥିତି ଅଣାୟତ୍ତ ହୋଇପଡୁଛି। ହେଲେ ଏଭଳି ଅନେକ ସଙ୍ଗଠନ ମାନବିକତା, ଭାଇଚାରା, ସଦ୍ଭାବନା ସୃଷ୍ଟି କରି ସାଜିଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ। ଏହି କ୍ଷେତ୍ରରେ ଆଗକୁ ପାଦ ବଢାଇଛନ୍ତି!-->…
ଧାନମଣ୍ଡି ଖୋଲିବା ନେଇ ଆଶଙ୍କାରେ ଚାଷୀକୂଳ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକରେ ଧାନମଣ୍ଡି ଖୋଲା ନହେବା ଫଳରେ ଚାଷିକୂଳ ଆଶା ଓ ଆଶଙ୍କାରେ ଥିବାର ଜଣାଯାଏ ନିଜର ବର୍ଷକର କଷ୍ଟ ଅର୍ଜିତ ଧନଫସଲ କୁ କିପରି ଭାବରେ ବିକ୍ରି କରିବ ତାହାକୁ ନେଇ ଚିନ୍ତାରେ ଚାଷୀ ଚଳିତ ବର୍ଷ ଉକ୍ତ ବ୍ଲକରେ୧୫ଟି ମଣ୍ଡି ଖୋଲା ଯାଇଛି ,ହେଲେ ଧାନ କେବେ ମିଲର!-->…
ମହୁମାଛି ଆକ୍ରମଣରେ ତହସିଲ କର୍ମଚାରୀ ମୃତ
ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଓ୍ବାର୍ଡ-୧ ର ଲତାବିଲ ସାହି ର ପ୍ରଦୀପ ଦାସ ଙ୍କ ମହୁମାଛି ଆକ୍ରମଣରେ ମୃତ୍ୟୁ ଘଟିଛି ।
ସୂଚନା ଅନୁଯାୟୀ ଭୁବନ ତହସିଲରୁ ଅବସର ନେଇଥିବା କର୍ମଚାରୀ ପ୍ରଦିପ ଦାଶ ବଜାର କାମ ସାରି ସାଇକେଲ ଯୋଗେ ନିଜ ଘରକୁ ଫେରୁଥିବା ସମୟରେ ମହୁମାଛି ଆକ୍ରମଣ!-->!-->!-->!-->!-->!-->!-->…