News
lipub
samparksetu

ପାରିମାଳର ଶ୍ରୀମୂଳା ଗାଁ ରେ ୫୦ଟିକିଆ ହାତୀ ପଲ ଦ୍ଵାରା ବ୍ୟାପକ କ୍ଷୟକ୍ଷତି

କାମାକ୍ଷାନଗର ରେଞ୍ଜ ଅଁଳାବେରେଣୀ ବନଖଣ୍ଡ ଅଧିନ ପାରିମାଳ ଅଞ୍ଚଳରେ ତିନି ଦିନ ହେଲା ୫୦ ଟିକିଆ ହାତୀ ପଲ ଉପଦ୍ରବ କରୁଛନ୍ତି। ହାତୀ ଘଉଡ଼ାଇବାକୁ ଥିବା ସ୍କ୍ୱାର୍ଡ ଜଗି ରହିଥିବା ସ୍ଥଳେ ମଧ୍ୟ କୁହୁଡି ଯୋଗୁଁ ତଡିବା ସମ୍ଭବ ହେଉନାହିଁ। ଆଜି ପାହାନ୍ତିଆ ସମୟରେ ଏହି ହାତୀ ପଲ ଦ୍ଵାରା

ଖଣ୍ଡା ଚୋଟରେ ହାତ ରୁ ଅଲଗା ହେଲା ପାପୁଲି !

ଗଁଦିଆ ଥାନା ଅନ୍ତର୍ଗତ ମଠତେନ୍ତୁଳିଆ ଗ୍ରାପ ର ସୁରପ୍ରତାପ ରାଜକିଶୋରପୁର ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଛି । ଉକ୍ତ ଗ୍ରାମର ରାମ କୃଷ୍ଣ ପଣ୍ଡା ଙ୍କର ପୁଅ ଗଣେଶ୍ୱର ପଣ୍ଡା (୩୫)ନିଜ ଘରେ ବସିଥିବା ବେଳେ,ସେହି ଗ୍ରାମର ନୀଳମଣି ବେହେରା (କାଳିଆ )ଗୁରୁବାର ସନ୍ଧ୍ୟା ସମୟରେ ଏକ ଧାରୁଆ

ଜିଆରଏସଙ୍କ ନାଁରେ ଅଭିଯୋଗ ଆଣିଲେ ସରପଞ୍ଚ

ପରଜଙ୍ଗ ବ୍ଳକ ଜୟପରାକାଟେଣୀ ପଞ୍ଚାୟତର ଜିଆରଏସ ଙ୍କ ନାମରେ ପୁଣି ଅଭିଯୋଗ ହୋଇଛି । ଏଥର ଅଭିଯୋଗ କରିଛନ୍ତି ସ୍ଥାନୀୟ ସେପଞ୍ଚ ରୋଜାଲିନ କାଣ୍ଡି । ସେ କହିଛନ୍ତି ଯେ , ପଞ୍ଚାୟତରେ ହେଉଥିବା କାର୍ଯ୍ୟ ତାଙ୍କ ବିନା ଅନୁମତିରେ କରାଯାଉଛି । ଖାସ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ

କୃଷ୍ଣପୁର କେନାଲରୁ ଷଣ୍ଢ ଉଦ୍ଧାର

ରେଙ୍ଗାଳି ବାମ ମୁଖ୍ୟ କେନାଲର ପଏଣ୍ଟ ଜିରୋକୁ ସଂଯୋଗ କରୁଥିବା ଡମଶାଳ କେନାଲରେ ଗୋଟିଏ ଷଣ୍ଢ ଖସିପଡିଥିଲା । କେନାଲର ଗଭୀରତା ଅଧିକ ଥିବାରୁ ଷଣ୍ଢକୁ ଉଦ୍ଧାର କରାଯାଇ ପାରିନଥିଲା । କିନ୍ତୁ କୃଷ୍ଣପୁର ଗ୍ରାମର ତୁଳସୀ ମହାନ୍ତ ସହାସର ସହ ଷଣ୍ଢକୁ ଚତୁରତାର ସହ ବାନ୍ଧି ଦେଇଥିଲେ । ନଚେତ

ଶ୍ରୀ ଶ୍ରୀ ବାବା ଶନିଶ୍ଚରାୟ ମହାଗ୍ରହ ମନ୍ଦିର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ

ପରଜଙ୍ଗ ବ୍ଲକ ଅନ୍ତର୍ଗତ ଜଟିଆ ଗ୍ରାମର ଉପର ସାହି ପାଟରଗଡା ଠାରେ ଓଁ ଶ୍ରୀ ଶ୍ରୀ ବାବା ଶନିଶ୍ଚରାୟ ମହାଗ୍ରହ ମନ୍ଦିର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏହି ଉତ୍ସବର ଆୟୋଜିତ ପୂଜା ରେ ସମସ୍ତ ବିଧିବଦ୍ଧ ଭାବେ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା । ଗ୍ରାମର ମହିଳା ମାନେ

ଅବକାରୀ ବିଭାଗ ଦ୍ଵାରା ୧୪ କେଜି ଗଞ୍ଜେଇ ଜବତ

ଢେଙ୍କାନାଳ ଜିଲ୍ଲା ଅବକାରୀ ବିଭାଗ ଦ୍ଵାରା ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ୨ଜଣ ଗିରଫ ହୋଇଛନ୍ତି ।ହରିପୁର ଅଞ୍ଚଳର ଜିତେନ୍ଦ୍ର କୁମାର ସ୍ୱାଇଁ (୩୧) ଏବଂ ଆନନ୍ଦ କୁମାର ସାହୁ (୪୮) ୨ଜଣ ଗଞ୍ଜେଇ ନେଇ ଯାଉଥିବା ବେଳେ ଅବକାରୀ ବିଭାଗ ହାତରେ ଧରା ପଡିଛନ୍ତି । ଜିତେନ୍ଦ୍ର ଠାରୁ

ଗାଈ ଧାନ ଫସଲ ଖାଇବାକୁ ବିରୋଧ କରିବାରୁ , ପଡ଼ୋଶୀ ଙ୍କ ଠେଙ୍ଗା ମାଡ଼ରେ ବୃଦ୍ଧ ମୃତ

ଢେଙ୍କାନାଳ ସଦର ଥାନା ତରଭା ଫାଣ୍ଡି ଅଧୀନରେ ଥିବା ବଡ଼ ନାଗେନା ଗ୍ରାମରେ ହତ୍ୟାକାଣ୍ଡ ଘଟିଛି । ଗାଈ ଧାନ ଫସଲ ଖାଇବାକୁ ବିରୋଧ କରିବାରୁ ହତ୍ୟାକାଣ୍ଡ ହୋଇଥିବାର ସୂଚନା ।ଠେଙ୍ଗା ମାଡ଼ରେ ଉକ୍ତ ଗ୍ରାମର ମୂରଲୀ ପାଣିଙ୍କ (୬୨)ଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ , ମୂରଲୀ ପାଣି

ସିଙ୍ଗା ଗ୍ରାମରେ ଅଘଟଣ, ବିଦ୍ୟୁତ ଆଘାତରେ ପ୍ରାଣ ହାରିଲେ ଯୁବକ

ବାପା ଆଗରେ ପଡିରହିଛି ପୁଅର ମୃତ ଦେହ । ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କୃପାରୁନି ବୃଦ୍ଧ ବାପା । କେତେବେଳେ ମୁଣ୍ଡ ଆଉଁସି ଦେଉଛି ତ କେତେବଳେ ଦେହକୁ ବାଡେଇ ବାପରେ ଉଠୁ ବୋଲି ଡାକୁଛି ଏଭଳି ଏକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ରାଇତଳା ଗ୍ରାମପଞ୍ଚାୟତ

ହିନ୍ଦୋଳ ବ୍ଲକରେ ଭରସା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଐତିହାସିକ ପଦକ୍ଷେପ "ଭରସା" କାର୍ଯ୍ୟକ୍ରମ ଯେଉଁଥିରେ ରହିଯାଉଥିବା କିଛି ବୃଦ୍ଧ ବୃଦ୍ଧା, ବିକଳାଙ୍ଗ, ବିଧବା ଓ ଅବିବାହିତା ମହିଳା ହିତାଧିକାରୀ ମାନଙ୍କୁ ଚିହ୍ନଟ କରି ଭତ୍ତା ଦିଆ ଯାଇପାରିବ। ଆଜି ହିନ୍ଦୋଳ ବ୍ଲକରେ ଆୟୋଜିତ ଏହି

ନଦୀକୁ ଡେଇଁଲା ଅଦର୍ଶ ବିଦ୍ୟାଳୟ ଛାତ୍ର,କାରଣ ଅସ୍ପଷ୍ଟ

ଢେଙ୍କାନାଳ କଙ୍କଡାହାଡ଼ ଥାନା କନ୍ଧରା ଓଡିଶା ଅଦର୍ଶ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ର ରାମିଆଳ ନଦୀକୁ ଡେଇଁ ଥିବାର ସୂଚନା ମିଳିଛି । ସୂଚନା ଅନୁଯାୟୀ , ଆଜି ଅପରାହ୍ନ ୨ଟା ୩୦ ବେଳକୁ ବିଦ୍ୟାଳୟର ଷଷ୍ଠ ଶ୍ରେଣୀରେ ଛାତ୍ର ଦୀପକ ଗୋଛ।ୟତ (୧୨) କୌଣସି କାରଣ ପାଇଁ ରାମିଆଳ ନୁଆଁ ସେତୁ
error: Content is protected !!