ଭାରତୀୟ ଡାକ କର୍ମଚାରୀ ସଂଘ ଢେଙ୍କାନାଳ ମଣ୍ଡଳ ଶାଖା ପକ୍ଷରୁ ମିଳିତ କର୍ମଶାଳା ଅନୁଷ୍ଠିତ
ଅଖିଳ ଭାରତୀୟ ଡାକ କର୍ମଚାରୀ ସଂଘ ଢେଙ୍କାନାଳ ମଣ୍ଡଳ ଶାଖା ପକ୍ଷରୁ ଏକ ଦୁଇଦିନିଆ ମିଳିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। ଏହି ମିଳିତ କର୍ମଶାଳାରେ ତୃତୀୟ ଶ୍ରେଣୀ ଡାକ କର୍ମଚାରୀ ସଂଘର ସଭାପତି ଶ୍ରୀ ଚନ୍ଦ୍ର ଶେଖର ସିଂ, ସମ୍ପାଦକ ଶ୍ରୀ ଉପେନ୍ଦ୍ର ସାହୁ, ସମ୍ପାଦକ ଶ୍ରୀ ଅଭିଳାଷ!-->…
ବାଲିବୋ ପଞ୍ଚାୟତ ରେ ବିଜେଡ଼ି ର ମିଶ୍ରଣ ପର୍ବ
ଭୁବନ ବ୍ଲକ ବାଲିବୋ ପଞ୍ଚାୟତ ରେ ବିଜେଡ଼ି ର ମିଶ୍ରଣ ପର୍ବ । ଭୁବନ ବିଜ୍ଞପିତ ଅଂଚଳ ପରିଷଦ ର ବାଜିରାଉତ କଲେଜ ଛକ ରୁ ଜନସନ ବର୍ଦ୍ଧନଙ୍କ ନେତୃତ୍ବରେ ତିନିଶହ ରୁ ଉର୍ଦ୍ଧ କର୍ମୀ ମୋଟରସାଇକେଲ ରାଲି ରେ ବାଉଁଶକଣ , ଅନନ୍ତପୁର, କାନଖାଇ ଗ୍ରାମ ଦେଇ ବାଲିବୋ ଗ୍ରାମ ନୁଆସାହି ନିକଟରେ!-->…
ଆଶା କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ; ଅଭିଯୁକ୍ତ ଗିରଫ
ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି ଅଧୀନ କାଳୁରିଆ ପଞ୍ଚାୟତ ଠାକୁରପାଳ ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ଆଶା କର୍ମୀଙ୍କୁ ମରଣ।ନ୍ତକ ଆକ୍ରମଣ ହୋଇଚି । ଏହି ଘଟଣାରେ ଅଭିଯୁକ୍ତ କୁ ପୋଲିସ କୋର୍ଟ ଚାଲାଣ କରିଛି ।
ପୋଲିସ ସୂତ୍ରରୁ ପ୍ରକାଶ ଯେ , ଉକ୍ତ ଗ୍ରାମର ଧର୍ମାନନ୍ଦ ସ୍ୱାଇଁ ଓ ଆମ୍ବୁଜ!-->!-->!-->…
କିନ୍ନରଙ୍କ ଠାରୁ ସୁନା ଅଳଙ୍କାର ଲୁଟ କରି ମାଡ଼ ମାରି ଗିରଫ ହେଲେ ପୋଲିସ କନେଷ୍ଟବଳ ଓ ପୂର୍ବତନ ସରପଞ୍ଚ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଗଡ଼ପଳାଶୁଣି ଗାଁ ନିକଟରେ ଏଭଳି ଘଟଣା ଘଟିଥିବାର ପରଜଙ୍ଗ ଥାନାରେ ମାମଲା ରୁଜୁ ହୋଇଛି। ଅଭିଯୋଗ ଆଧାରରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ମଧ୍ୟରେ କନେଷ୍ଟବଳ ଚାକିରୀ କରୁଥିବା ପରଜଙ୍ଗ ଥାନା ଖାଲପାଳ ଗାଁର ମାନସ ରଞ୍ଜନ ନାଏକ ଏବଂ ପିତିରି!-->…
କାପୁଡିଆ ସାମୁଖ୍ୟର ପ୍ରସ୍ତୁତି ବୈଠକ
ଢେଙ୍କାନାଳ ଜିଲ୍ଲର ବିଭିନ୍ନ ବ୍ଲକ ଓ ଏନ.ଏ.ସିରେ ବସବାସ କରୁଥିବା କପଡିଆ କାପିୁଡିଆ ସମାଜର ବ୍ୟକ୍ତିବିଶେଷଙ୍କ ଜିଲ୍ଲା ସମ୍ମିଳନୀ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ୱାର୍ଡ ନମ୍ବର୧୩ ବେହେରାସାହିସ୍ଥିତ କାପୁଡିଆସାମାଜ ସଭାଘର ଠାରେ ସଭାପତି ବାସୁଦେବ ବେହେରାଙ୍କ ଅଧକ୍ଷତାରେ!-->…
ମହିଳା କଲେଜରେ ତିନିଦିନିଆ ଯୁବ ରେଡକ୍ରସ ଶିବିର
ଢେଙ୍କାନାଳ ଜିଲ୍ଲା ଭୁବନ ମହିଳା ମହାବିଦ୍ୟାଳୟ ପରିଷରରେ ତିନି ଦିନିଆ ଯୁବ ରେଡକ୍ରସ ଶିବିର ଅନୁଷ୍ଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧକ୍ଷ ଦିଲ୍ଲିପ କୁମାର ଦାସଙ୍କ ଅଦକ୍ଷତାରେ ଅନୁଷ୍ଟିତ ଶପଥ ପାଠ ଉତ୍ସବରେ ୫ଟି ମହାବିଦ୍ୟାଳୟର ବିଦ୍ୟାର୍ଥୀ ମାନେ ଯୋଗ ଦେଇଛନ୍ତି ।
ଭୁବନ ବାଜିରାଉତ!-->!-->!-->…
ଯମୁନାକୋଟରେ ମେଗା ସ୍ୱାସ୍ଥ୍ୟ ଶିବିର
ଲିଭରପେସେ ଫାଉନଣ୍ଡେସନ ସଂସ୍ଥା ଦ୍ୱାରା ଭୁବନ ବ୍ଲକ ଯମୁନାକୋଟ ଠାରେ ନିଶୁଲ୍କ ମେଗା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପୂର୍ବତନ ସରପଚଂ ନଟବର ସାହୁଙ୍କ ସକ୍ରିୟ ସହଯୋଗ କ୍ରମେ ସ୍ଥାନୀୟ ଉପ୍ରା ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି ସ୍ୱାସ୍ଥ୍ୟ ସେବା ଶିବିର । ଏହି!-->…
ମାଳପୁରାରେ ମେଗା ଜଳ ପ୍ରକ୍ଲପ ଶିଳାନ୍ୟାସ
ଢେଙ୍କାନାଳ ଜିଲ୍ଲାର ଦୁଇଟି ବ୍ଲକର ୩୩ଟି ଗ୍ରାମପଚାଂୟତକୁ ଘରେଘରେ ପାନୀୟ ଜଳ ଯୋଗାଣ ନିମନ୍ତେ ୧୨୦ କୋଟି ଟଙ୍କାବ୍ୟୟରେ ମାର୍ଥାପୁର ପଚାଂୟତର ମାଳପୁରା ଗ୍ରାମ ଠାରେ ମେଗା ଜଳ ପ୍ରକ୍ଲପ ର ଶୁଭ ଶିଲାନ୍ୟାସ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧକ୍ଷ ଧର୍ମାନନ୍ଦ ବରାଳଙ୍କ ଅଧକ୍ଷତାରେ ଅନୁଷ୍ଠିର!-->…
ଦେଶର ପ୍ରଥମ ଷ୍ଟିଲ୍ କମ୍ପାନୀ ଭାବରେ ଟାଟା ଷ୍ଟିଲ୍ ବିଏସ୍ଏଲ୍ ପକ୍ଷରୁ ସିମେ୍ ପ୍ରସ୍ତୁତି ପାଇଁ ବାଂଲାଦେଶକୁ ଏଲ୍ଡି…
ଢେଙ୍କାନାଳ ଜିଲ୍ଲା ସ୍ଥିତ ଟାଟା ଷ୍ଟିଲ୍ ବିଏସ୍ଏଲ୍ ପକ୍ଷରୁ ଧାମରା ବନ୍ଦର ଦେଇ ବାଂଲାଦେଶକ ବଜାରକୁ ୯ ହଜାର ଟନ୍ (କେଟି)ର ଏଲ୍ଡି ସ୍ଲାଗ୍ ରପ୍ତାନୀ କରାଯାଇଛି । ପ୍ରଥମ ଥର ପାଇଁ ଭାରତରୁ ବାଂଲାଦେଶକୁ ଏଲ୍ଡି ସ୍ଲାଗ୍ ରପ୍ତାନୀର ଏହି ପ୍ରୟାସ ଯୋଗୁଁ କମ୍ପାନୀ ଏକ ନୂତନ ମାଇଲଖୁ ହାସଲ!-->…
ସର୍ବଭାରତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା ରେ ସ୍ୱାଧୀନ ଙ୍କ ସଫଳତା
ଶିକ୍ଷାରେ ନାମଲେଖା ନିମନ୍ତେ ଅନୁଷ୍ଠିତ ହୋଇଥିବା ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା NEET -୨୦୨୧ ରେ କୃତିତ୍ୱ ହାସଲ କରି ୭୨୦ ରୁ ୬୭୪ ମାର୍କ ରଖି ଜିଲ୍ଲା ପାଇଁ ଗର୍ଵ ଆଣିଛନ୍ତି ଢେଙ୍କାନାଳ ମାଟିର ପୁଅ ସ୍ୱାଧୀନ ପରିଡା ।
ଓଡ଼ାପଡ଼ା ବ୍ଲକ୍ ଅନ୍ତର୍ଗତ ସଦାଶିବପୁର ଗ୍ରାମପଞ୍ଚାୟତ!-->!-->!-->!-->!-->…