News
lipub
samparksetu

ଓଡ଼ିଶାର ଏ ଲଢେଇରେ ସାମିଲ୍ ହେବାକୁ ଅନୁରୋଧ

ଯୁବ ବନ୍ଧୁମାନଙ୍କ ସକ୍ରିୟ ସହଯୋଗ ଓ ନିଜ ନିଜ ସ୍ତରରେ ସେବା ମନୋଭାବ ନେଇ କାମ କରି ଉଜ୍ଜ୍ଵଳ ଦୃଷ୍ଟାନ୍ତ ସୃଷ୍ଟି କରିବା ବର୍ତ୍ତମାନର ଆହ୍ଵାନ ଓ ଆବଶ୍ୟକତା । ସଚେତନତା, ସହଭାଗୀତା ଓ କ୍ରିୟାଶୀଳତା କୁ ଆଧାର କରି ସାଧ୍ୟ ମତେ ସହାୟତାର ହାତ ବଢ଼ାଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ

୨ଟି ଗ୍ରାମକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ

ଢେଙ୍କାନାଳ ଜିଲ୍ଲା ରେ କରୋନା ଗ୍ରାଫ ବଢୁ ଥିବାରୁ ଜିଲ୍ଳା ପ୍ରଶାସନ ଜିଲ୍ଲ।ର ୨ଟି ଗ୍ରାମକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ପରଜଙ୍ଗ ବ୍ଲକ ସରାଙ୍ଗ ଗ୍ରାମରେ ଗତ ୨୨ତାରିଖରେ ଶତାଧିକ ଲୋକଙ୍କର କୋଭିଡ଼ି ଟେଷ୍ଟ କରାଯାଇଥିଲା । ଯାହାକି ଗତକାଲି ୩୫ ଜଣଙ୍କ ଠାରେ କୋଭିଡ୍୧୯

୩୦୦ଲିଟର ମହୁଲି ସହ ଗାଡି ଜବତ,ଜଣେ ଗିରଫ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧିନ ରେଙ୍ଗାଳୀ ବାମ କେନାଲ ର କୁଳେଇ ଗ୍ରାମ ପାଖରୁ ବିପୁଳ ପରିମାଣର ଦେଶୀ ରନ୍ଧା ମଦ ବୋଝେଇ ଏକ ଟାଟା ମ୍ୟାଜିକ ସହ ଜଣେ ମଦ ମାଫିଆ ତାଳଚେର ଅଞ୍ଚଳର ଭ୍ରମର ସେଠ କୁ ଗିରଫ କରାଯାଇଛି। ସେ ଏହି ଚୋରା ଦେଶି ରନ୍ଧା ମଦ କୁ ପରଜଙ୍ଗ

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୩ ଗୁରୁତର !

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କେରେଜୋଳି ପଞ୍ଚାୟତ ଅନ୍ତର୍ଗତ କଲଦା ଗାଁରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୩ଜଣ ସଦସ୍ୟ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ମାନେ କଲଦା ଗାଁର ପଙ୍କଜ ମହାନ୍ତ(୪୫) ,ସ୍ତ୍ରୀ ଗୌରୀ

ସମ୍ଭାବ୍ୟ ବାତ୍ୟା ‘ୟସ’ ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା , ତଳି ଅଞ୍ଚଳ ପରିଦର୍ଶନ କଲେ ଉପଜିଲ୍ଲାପାଳ

ବର୍ତମାନ ସମ୍ଭାବ୍ୟ ବାତ୍ୟା ୟସ ପାଇଁ ଆଜି ଢେଙ୍କାନାଳ ଉପଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ଙ୍କ ନେତୃତ୍ୱରେ ଏକ ଟିମ ଉକ୍ତ ବାତ୍ୟାରେ ପ୍ରଭାବିତ ହେବାରେ ଅନୁମାନ କରାଯାଉଥିବା ଗଁଦିଆ ବ୍ଲକ ର ବିଭିନ୍ନ ସ୍ଥାନ ବୁଲି ଥିଲେ ଉକ୍ତ ଟିମରେ ବିଡିଓ ନେତ୍ରାନନ୍ଦ ମଲ୍ଲିକ ତହସିଲଦାର ଆଶିଷ ରଞ୍ଜନ ସାହୁ

ବାପାକୁ ନିର୍ମମ ଭାବେ ହତ୍ୟା କଲା ପୁଅ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ କରଗୋଳ ପଞ୍ଚାୟତ ର ଡ଼ଙ୍ଗାପାଳ ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ । ପୁଅର ଟାଙ୍ଗିଆ ଚୋଟ ରେ ବାପର ମୃତ୍ୟୁ, ବାପକୁ ନିର୍ମମ ଭାବେ ହତ୍ୟାକରି ନିଜ ସାନ ଭଉଣୀକୁ ମଧ୍ୟ ଆକ୍ରମଣ କରିଥିବା ବେଳେ ଭଉଣୀ ମଧ୍ୟ ଗୁରୁତ୍ତର ଭାବେ ଆହତ ହୋଇଥିବାର

ଢେଙ୍କାନାଳ ଜିଲ୍ଲାରେ ୩୫୧ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ୩୫୧ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ, ୩୨୩ ଜଣ ଘରୋଇ ସଂଙ୍ଗରୋଧରୁ ଓ ୨୮ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଗଁଦିଆ ବ୍ଲକରୁ ୬୮, ହିନ୍ଦୋଳ ବ୍ଲକରୁ ୫୯ ଓ ଏନଏସିରୁ ୧୮, ଓଡ଼ାପଡ଼ା ବ୍ଲକରୁ ୫୮, ଭୁବନ ବ୍ଲକରୁ

ଅନ୍ଧାର ରାତି ର ସାଥି

"ଅନ୍ଧାର ମାଡି ଆସିଲାଣି ତୁ ବାରିପଟ ପିଣ୍ଡାଟାରେ କାହିଁକି ଏମିତି ମୁକୁଳା କେଶ ରେ ବସି ରହିଛୁ,ତତେ କଣ ଦିଶୁନାହିଁ ଚାରିଦିଗ ଅନ୍ଧାର ହୋଇଗଲାଣି , ଏ ମଞ୍ଜୁ,ମଞ୍ଜୁ ତୁ କଣ କଲୁଣି ହେଇ ଗଲୁଣି" ଶେଷରେ ବିରକ୍ତ ହୋଇ ଆଉ କିଛି ନ କହି ମଞ୍ଜୁ ର ମା ଚାଲି ଯାଇଥିଲେ ଗୁହାଳ ଘର ଆଡକୁ ।ହେଲେ

ବାତ୍ୟା “ୟସ” ପାଇଁ ଢେଙ୍କାନାଳ ଅଗ୍ନିଶମ ସେବା ଦ୍ୱାରା ପୂର୍ବ ପ୍ରସ୍ତୁତି

ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ସାଇକ୍ଲୋନିକ ଷ୍ଟର୍ମ "ୟସ" ଆସନ୍ତା ୨୬ ତାରିଖ ଦିନ ଲ୍ୟାଣ୍ଡ ଫଲ ହେବାକୁ ଥିବା ସମୟରେ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ପୂର୍ବପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସେହିଭଳି ଭାବେ ଢେଙ୍କାନାଲ ଜିଲ୍ଳାର ଅଗ୍ନିଶମ ସେବା ବାହିନୀ ତରଫରୁ ମଧ୍ୟ ଅନେକ ପଦକ୍ଷେପ

ଖବର ପ୍ରସାରଣ ପରେ କାର୍ଯ୍ୟକ୍ଷମ ହେଲା ବହୁ ଦିନରୁ ଅଚଳ ପଡିଥିବା ନଳକୂପ

ଢେଙ୍କାନାଳ ଜିଲ୍ଲା ବଣସିଂହ ପଞ୍ଚାୟତ ଅନ୍ତର୍ଗତ ଛଡାସିଂହ ଗ୍ରାମରେ ପାନୀୟ ଜଳ ଘୋର ଅଭାବ ଦେଖାଦେଇଥିଲା । ଗ୍ରାମର ମଝିରେ ଥିବା ଏକ ନଳକୂପ ଯାହା ଉପରେ ପ୍ରାୟ ୩୦ ପରିବାର ନିର୍ଭର କରନ୍ତି , ତାହା ୨୦ ଦିନ ହେବ ଅଚଳ ହୋଇ ପଡିରହିଥିଲା ,ଜେଇ ଏବଂ ସରପଞ୍ଚ ଙ୍କୁ ଅନେକ ଥର ଅଭିଯୋଗ କଲେ
error: Content is protected !!