ଆଇଆଇଏମସି ଢେଙ୍କାନାଳର ସମସ୍ୟା କୁ ନେଇ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ପୁରାତନ ଛାତ୍ରଛାତ୍ରୀ
ଭାରତୀୟ ଜନ ସଂଞ୍ଚାର ସଂସ୍ଥାନ (ଆଇଆଇଏମସି), ଢେଙ୍କାନାଳର ଏବେ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି । ଏନେଇ ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଓ କ୍ରିଡା ମନ୍ତ୍ରୀ ଅନୁରାଗ ଠାକୁର ଏବଂ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର!-->…
ପୋଖରୀ ରେ ବୁଡି ବୃଦ୍ଧ ମୃତ
ହିନ୍ଦୋଳ ଉପଖଣ୍ଡ ରାସୋଳ ଗ୍ରାମ ତଳ ସାହି ର ଜଣେ ବୃଦ୍ଧ ଆଜି ପୋଖରୀ ରେ ବୁଡି ମୃତ୍ୟୁ ବରଣ କରିଥିବାର ଜଣା ଜଣାପଡ଼ିଛି।
ସୂଚନା ଅନୁଯାୟୀ , ଆର୍ତ୍ତତ୍ରାଣ ସାହୁ (୮୦) ଆଜି ସକାଳେ ଘର ପାଖ ଖଜୁରୀ ବନ୍ଧକୁ ଗାଧୋଇ ବା ପାଇଁ ଯାଇଥିଲେ। ଗାଧଉ ଥିବା ବେଳେ ସେ ପାଣିରେ ବୁଡି ଯାଇଥିଲେ। ତାଙ୍କର!-->!-->!-->…
ଟ୍ରକ ଦୁର୍ଘଟଣା କୋର୍ଟ କର୍ମଚାରୀଙ୍କ ମୃତ୍ୟୁ
କାମାକ୍ଷାନଗର ଥାନା ଅନ୍ତର୍ଗତ ୫୩ନଂ ଜାତୀୟ ରାଜପଥର ବାଲିଗୋରଡ଼ ଗାଁ ନିକଟରେ ଏକ ଟ୍ରକ ଦୁର୍ଘଟଣାରର ଜନୈକ କୋର୍ଟ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ବାଳିଗୋରଡ଼ ଗାଁର ଛବିଳ ସ୍ୱାଇଁ (୫୩) ।
ସୂଚନା ଅନୁଯାୟୀ , ଛବିଳ ନିଜ ସାଇକେଲ ଯୋଗେ କାମାକ୍ଷାନଗର ସାପ୍ତାହିକ ହାଟରୁ ପରିବା!-->!-->!-->…
ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ
ଢେଙ୍କାନାଳ ଜିଲ୍ଲାର ଓଡାପଡା ବ୍ଲକ ଖଡଗପ୍ରସାଦ ଗ୍ରାମରେ ଅନିଲ ସାମଲ ଙ୍କ କ୍ରସର ରେ ଜଣେ ବୃଦ୍ଧ ଜଗୁଆଳି ଭାବରେ କାର୍ଯ୍ୟ କରୁଥିଲେ ।ସେ ନିଜ ସାଇକେଲ ଯୋଗେ କ୍ରସର କୁ ଯାଉଥିଲେ ,ଖଡଗପ୍ରସାଦ ନିକଟରେ କିଛି ହାତୀପଲ ରାସ୍ତା ପାର ହୋଉଥିବା ବେଳେ ବୃଦ୍ଧଙ୍କୁ ଆକ୍ରମଣ କରିଥିଲେ ।
ତେବେ!-->!-->!-->…
ଗାନ୍ଧୀ ଜୟନ୍ତୀରେ ଆଦର୍ଶ ଛାତ୍ରଛାତ୍ରୀଙ୍କୁ ଶିକ୍ଷୟିତ୍ରୀଙ୍କ ମାଡ ;ଗେଟରେ ତାଲାପକାଇ ଛାତ୍ରଛାତ୍ରୀଙ୍କ…
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ସିମିନଇ ପଞ୍ଚାୟତ ଅଙ୍କରାନ୍ତିପୁର ଠାରେ ଥିବା ଆଦର୍ଶ ବିଦ୍ୟାଳୟ ବିଜ୍ଞାନ ଶିକ୍ଷୟିତ୍ରୀ ଗାନ୍ଧୀ ଜୟନ୍ତୀରେ ଛାତ୍ରଛାତ୍ରୀଙ୍କୁ ମାଡ ମାରିବାକୁ ନେଇ ତିବ୍ର ଅସନ୍ତୋଷ ଦେଖାଦେଇଛି । ଶିକ୍ଷୟିତ୍ରୀଙ୍କ ଅଶାଳୀନ ବ୍ୟବହାର ଏବଂ ମେରୀରାୟ ଶାସନକୁ!-->…
ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ନେଇ ଢେଙ୍କାନାଳ ସ୍ୱାଭିମାନ…
ଗଁଦିଆ ବ୍ଲକର ଶ୍ରୀରାମଚନ୍ଦ୍ରପୁର ଠାରେ ଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ନେଇ ଆଜି ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଫାଟକ ଠାରେ ଢେଙ୍କାନାଳ ସ୍ୱାଭିମାନ ସୁରକ୍ଷା ମଞ୍ଚ ପକ୍ଷରୁ ଗଣଧାରଣା ଓ ଅନଶନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମଞ୍ଚର ଆବାହକ ତଥା!-->…
ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ୧୧୫ ୟୁନିଟ ରକ୍ତ ସଂଗ୍ରହ
ଆଜି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଵଦାଳୋ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀପ୍ରିୟା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ପୁରାତନ ଛାତ୍ରସଂଘର ଆନୁକୂଲ୍ୟରେ ଚଳିତ ବର୍ଷ ପଞ୍ଚମଥର ପାଇଁ ଏକ ସ୍ଵେଛାକୃତ ରକ୍ତଦାନ ଶିବିରର ଆୟୋଜନ ହୋଇଥିଲା!-->…
ଦେଓଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ମରୁଡି , ଫାର୍ମାସିଷ୍ଟ ଙ୍କ ଭରସାରେ ରୋଗୀ
ଗଁଦିଆ ବ୍ଲକର ଦେଓଗାଁ ଠାରେ ଅଛି ବିଶ୍ୱ ଶ୍ରୀଶ୍ରୀ ଚନ୍ଦ୍ରଶେଖର ଙ୍କର କପିଳାସ ଧର୍ମୀୟ ପୀଠ ଏହାର ପାଦଦେଶରେ ଅବସ୍ଥିତ ଦେଓଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉକ୍ତ ପୀଠ ଏକ ଧର୍ମୀୟ ତଥା ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଛି ପ୍ରତିଦିନ ଉକ୍ତ କ୍ଷେତ୍ରକୁ ବାବାଙ୍କର ଦର୍ଶନ ନିମନ୍ତେ ଜିଲ୍ଲା!-->…
ଚାନ୍ଦା ପାଇଁ ବେକ କାଟିଲେ ଦୁର୍ବୃତ୍ତ !
ପାର୍ବଣ ଋତୁରେ ଅଶାନ୍ତ ହୋଇଛି ସୁରପ୍ରତାପପୁର । ଖୁଦୁରୁକୁଣୀ ଓଷା କୁ ବହୁ ଆଡ଼ମ୍ବରରେ ପାଳନକରିବାକୁ ସୁରପ୍ରତାପପୁର ରେ ଚାନ୍ଦା ମାଗି ବିଫଳ ହେବାରୁ ଜଣେ ଯୁବକ ଙ୍କ ବେକ କାଟି ଦେଲେ ଦୁର୍ବୃତ୍ତ ।
ସୂଚନା ଅନୁଯାୟୀ , ଗାଁ ର ଯୁବ କମିଟି ପକ୍ଷରୁ ମିନା ବଜାର ଆୟୋଜନ କରାଯାଇଛି । କମିଟି!-->!-->!-->…
ଵଦାଳୋରେ ରକ୍ତଦାନ ପାଇଁ ପୂର୍ବପ୍ରସ୍ତୁତି ବୈଠକ
ଆଜି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ବଦାଳୋ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀପ୍ରିୟା ଉଚ୍ଚ ବିଦ୍ୟାଳୟର ପରିସରରେ ବିଦ୍ୟାଳୟର ପୁରାତନ ଛାତ୍ର ସଂଘ ଆସନ୍ତା ଅକ୍ଟୋବର ମାସ ଦୁଇ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ଏକ ସ୍ଵେଛାକୃତ ରକ୍ତ ଦାନ ଶିବିରର ଆୟୋଜନ କରିବାକୁ ଯାଉଛନ୍ତି ।
!-->!-->!-->…