News
lipub
samparksetu
Browsing Category

ଢେଙ୍କାନାଳ ଖବର

ହାତୀ ଆକ୍ରମଣ ଜଣେ ଗୁରୁତର

ଦୈନନ୍ଦିନ ଭଳି ଆଜି ମଧ୍ୟ ହାତୀ ଉପଦ୍ରଵରେ ପ୍ରସିଦ୍ଧ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ହାତୀ ଆକ୍ରମଣରେ ପୁଣିଜଣେ ଗୁରୁତର ଆହତ ହୋଇଛନ୍ତିl ଖବରରୁ ପ୍ରକାଶ ଯେ , ହିନ୍ଦୋଳ ବ୍ଲକ ଅନ୍ତର୍ଗତ ନୂଆବଗ ପଂଚାୟତ ନୂଆବଗ ଗ୍ରାମର ସ୍ବର୍ଗତ ଗନ୍ଧର୍ବ ସାହୁଙ୍କ ପୁଅ ମୁରଲୀ

ଶାସୁଘର ବିରୋଧରେ ବଧୁ ହତ୍ୟା ଅଭିଯୋଗ

ଭୁବନ ଥାନା ଅନ୍ତର୍ଗତ ଏକତାଳୀ ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଗ୍ରାମରେ ଦୁଇବର୍ଷ ତଳେ ବିବାହ କରିଥିବା ସେହି ଗ୍ରାମର ପିନୁ ବେହେରାଙ୍କୁ ଶାଶୁଘର ଲୋକ ତକିଆରେ ଚାପି ମାରି ଦେଇଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗରୁ ପ୍ରକାଶ ଶାଶୁଘରେ କୌଣସି କାରଣକୁ ନେଇ

ରାତି ୧୨ ମଧ୍ୟରେ ଶେଷ ହେବ ଲକ୍ଷ୍ମୀପୂଜା ଭସାଣ ,ସାମିଲ ହେବେ ୨୫ ମେଢ

ଢେଙ୍କାନାଳ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜା ଭସାଣ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଣପର୍ବ ଗଜଲକ୍ଷ୍ମୀ ପୂଜା ଶାନ୍ତି ଶୃଙ୍ଖଳା ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ

ରୁଙ୍ଗଟା ମାଇନ୍ସ କର୍ମଚାରୀ ଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଅନ୍ତଗର୍ତ ଝାଡବନ୍ଧ ସ୍ଥିତ ରୁଙ୍ଗଟା ଷ୍ଟିଲରେ କାର୍ଯ୍ୟରତ କର୍ମଚାରୀଙ୍କର ମୃତ୍ୟୁ ଘଟିଛି । ରୁଙ୍ଗଟା ମାଇନ୍ସରେ କାର୍ଯ୍ୟରତ କମର୍ସିଆଲ ବିଭାଗର ଅମିୟ କୁମାର ବେହେରା ଗତକାଲି ବ-ି ସିଫ୍ଟ ଥିବାବେଳେ ହଠାତ ତାଙ୍କ ଛାତିରେ ଯନ୍ତ୍ରଣା ହେବା ସହିତ ତଳେ

ସଡ଼କ ଦୁର୍ଘଟଣାରେ ୨ ମୃତ ,ଜଣେ ଗୁରୁତର

ଢେଙ୍କାନାଳ ଜିଲ୍ଲା ସଦର ଥାନା ତାମଣ୍ଡା ସିମିଳି ପାଟଣା ନିକଟରେ ଏକ ଟାଟା ୟୁଭି ଗାଡି ଭାରସାମ୍ୟ ହରାଇ ଦୁର୍ଘଟଣା ଗସ୍ତ ହେବାରୁ ଦୁଇ ଜଣ ଯବୁକ ଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ କଟକ ସ୍ଥାନାନ୍ତରିତ ହୋଇଥୁବାର ଜଣାପଡିଛି । କାଣ୍ଡବିନ୍ଧା ଗ୍ରାମର ଶିବ

ଏଟିଏମ୍ କାଟି ଲକ୍ଷାଧିକ ଟଙ୍କା ଲୁଟ

ବିଳମ୍ବିତ ରାତିରେ ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳି ଷ୍ଟେଟବ୍ୟାଙ୍କ ଏ ଟି ଏମ୍ ର ଦୁଇଟି ମେସିନ କାଟି ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଜଣାପଡିଛି। ଏହି ଲୁଟ୍ ର ଖଵର ପାଇ ମୋଟଙ୍ଗା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହିତ ଆଖପାଖ ରେ ଲାଗିଥିବା ସିସିଟିଭି ଫୁଟେଜ କୁ

ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ପାଇଁ ଜାରି ହେଲା ଟ୍ରାଫିକ୍ କଟକଣା

ଧରାପୃଷ୍ଠକୁ ବିରାଜିଛନ୍ତି ମା' ଲକ୍ଷ୍ମୀ, ଆଜିଠାରୁ ଆରମ୍ଭ ହୋଇଛି ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା। ୩୮ଟି ପୂଜା ମଣ୍ଡପରେ ପୂଜା ପାଇବେ ମା' ଲକ୍ଷ୍ମୀ ।ଏଥିପାଇଁ ପାଇଁ ଢେଙ୍କାନାଳ ପୁଲିସ ପକ୍ଷରୁ ଜାରି ହୋଇଛି ଟ୍ରାଫିକ୍ କଟକଣା । ପୂଜା ପାଇଁ ଟ୍ରାଫିକ୍ କଟକଣା ଜାରି ହୋଇଥିବା ନେଇ

ପଲ୍ଲିଶ୍ରୀ ମେଳା ରେ ଭାଗ ନେବେ ରାଜ୍ୟ ବାହାର ବ୍ୟବସାୟୀ,୯ ଦିନ ଧରି ଚାଲିବ ମେଳା

ଗଜଲକ୍ଷ୍ମୀଙ୍କ ପୂଜା ଅବସରରେ ଢେଙ୍କାନାଳ ସ୍ଥିତ ମହିଷାପାଟ ପଲ୍ଲିଶ୍ରୀ ମେଳା ପଡିଆରେ ୧୭ ଅକ୍ଟୋବର ରୁ ୨୫ ଅକ୍ଟୋବର ପର୍ଯ୍ୟନ୍ତ ୯ଦିନ ଧରି ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହେବ l ଏହି ମେଳାରେ ଏହି ବର୍ଷ ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳ ଯଥା - ଆସାମ, ବିହାର, ଗୁଜୁରାଟ,

ଶିକ୍ଷକ ଅଭାବକୁ ନେଇ ବିଦ୍ୟାଳୟ ଫାଟକ ସମ୍ମୁଖରେ ତାଲା ପକାଇଲେ

ବିଦ୍ୟାଳୟ ଫାଟକ ସମ୍ମୁଖରେ ତାଲା ପକାଇଲେ ପରିଚାଳନା କମିଟି ଓ ଅବିଭାବକ। ବିଦ୍ୟାଳୟ ବାହାରେ ବସି ରହିଲେ ଛାତ୍ରଛାତ୍ରୀ। ଏପରି ଘଟଣା ଘଟିଛି ଭୁବନ ବ୍ଲକ ଅନ୍ତର୍ଗତ ମୃଦଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟରେ। ଘଟଣାରୁ ପ୍ରକାଶ ବିଦ୍ୟାଳୟକୁ 5t ରେ ସଂଯୋଗ କରାଯାଇ ରୁପାନ୍ତିକରଣ କରାଯାଇଛି। ହେଲେ

ବାଉଁଶକଣ ରେ ବୋମାମାଡ ଘଟଣାରେ ଜଣେ ଗିରଫ

ଭୁବନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୩ ର ବାଉଁଶକଣ ଠାରେ ଚଳିତ ବର୍ଷ ମାର୍ଚ୍ଚ ୩୦ରେ ବୋମା ମାଡ଼ ହୋଇଥିଲା। ଜିରିଡାମାଳି ଗ୍ରାମ ର ଗୋପାଳକୃଷ୍ଣ ଦାସ ଙ୍କ ପୁଅ ବଳରାମ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାଳିଆପାଣି ଶନିବାର ସାପ୍ତାହିକ ହାଟ ରେ ସାମଗ୍ରୀ ଯୋଗାଇ କାମାକ୍ଷାନଗର ଫେରୁଥିବା
error: Content is protected !!