News
WhatsApp Image 2023-10-04 at 17.25.00
samparksetu
Browsing Category

ପ୍ରଭାବ

ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ସଦେଇବେରେଣୀ କଳାକୃତି ଗ୍ରାମ !

ସଦର ବ୍ଳକ୍ ଅନ୍ତର୍ଗତ ସପ୍ତଶଯ୍ୟା ଗ୍ରାମପଞ୍ଚାୟତ ର ନବଜୀବନପୁର ଠାରେ ନିର୍ମିତ ସଦେଇବେରଣୀ କଳାକୃତି ଗ୍ରାମକୁ ଶୀଘ୍ର କାର୍ଯ୍ୟକ୍ଷମ କରାଯାଇ ଡୋକ୍ର। କଳାକୃତି କୁ ଆଗେଇ ନେବାକୁ ପ୍ରୟାସ କରାଯିବ । ଏଥି ନିମନ୍ତେ ଆଜି ଅପରାହ୍ନ ରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ

ଅଙ୍ଗନବାଡ଼ି କେନ୍ଦ୍ରରୁ ପୃଷ୍ଟିକର ଖାଦ୍ୟ ନମିଳିବା ଘଟଣା ; ତଦନ୍ତ କଲେ ଡିଏସଏସଓ

ଦୀର୍ଘମାସ ହେଲା ପୃଷ୍ଟିକର ଖାଦ୍ୟ ପାଇନଥିବା ପ୍ରତିବାଦରେ ଅଙ୍ଗନବାଡି କେନ୍ଦ୍ର ଅର୍ନ୍ତଗତ ହିତାଧିକାରୀ ମାନେସୋମବାର ଦିନ ସିଡିପିଓ କାର୍ଯ୍ୟାଳୟ ଘେରାଉ କରିଥିଲେ । ଏ ନେଇ ଢେଙ୍କାନାଳ ଅପଡେଟ ରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ସାମଜିକ ସୁରକ୍ଷା ଅଧିକାରୀ ଜ୍ୟୋତି ରାୟ ତଦନ୍ତ କରିବାକୁ

ନାଲୁ ମାଙ୍କ ଗୁହାରୀ ଶୁଣିଲେ ସରକାର ,ଶ୍ରମ ଅଧିକାରୀ ଙ୍କ ହସ୍ତକ୍ଷେପ ପରେ ଓଡ଼ିଶା ଆସିଲେ ନାଲୁ

ତେଲେଙ୍ଗାନାରେ ମରଣ ସହ ଲଢେଇ କରୁଥିବା ସୁରପ୍ରତାପପୁର ଗ୍ରାମର ଡ୍ରାଇଭର ନାଲୁ ମହାନ୍ତିଙ୍କୁ ତେଲେଙ୍ଗାନାରୁ ଢେଙ୍କାନାଳ ଶ୍ରମ ଅଧିକାରୀ ଙ୍କ ସହଯୋଗରେ କଟକକୁ ଅଣାଇ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ସୁଚନା ମୁତାବକ ତେଲେଙ୍ଗାନା ରାଜ୍ୟ ମେହେବୁବ ନଗରରେ ନିର୍ମାଣାଧିନ

ଖବର ବାଜିଲା ରାସ୍ତା ଫିଟିଲା, ଖବର ପ୍ରସାରଣ ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଲେ କର୍ତ୍ତୃପକ୍ଷ

ନା ଥିଲା ପକ୍କା ରାସ୍ତା ନା ଡ୍ରେନ ବ୍ୟବସ୍ଥା, ବର୍ଷା ହେଲେ ରାସ୍ତାଉପରେ ଚାଲୁଥିଲା ପାଣି । କାଦୁଅ ହେତୁ ଯାତାୟାତ ପ୍ରାୟ ଠପ୍ ହୋଇପଡିଥିଲା । ଅନ୍ୟପଟେ ବେଳେବଳେ ଘର ଅଗଣା ଭିତରେ ପଶୁଥିଲା ପାଣି । ଏଭଳି ଅଭିଯୋଗ ଆଣିଥିଲେ ଢେଙ୍କାନାଳ ପୌରପାଳିକା ଅନ୍ତର୍ଗତ ୧ ନମ୍ବର ୱାର୍ଡ ର

ପ୍ରଶାସନ ପକ୍ଷରୁ ଜଗବନ୍ଧୁ ଙ୍କୁ ମିଳିଲା ଟ୍ରାଇସାଇକେଲ

ଦୁର୍ଘଟଣାରେ ନିଜର ଗୋଡ଼ ହରାଇଥିବା ଅସହାୟ ଜଗବନ୍ଧୁ ଭାଙ୍ଗି ପଡିଥିବା ଖବର ପ୍ରସାରଣ ପରେ ସ୍ଥାନୀୟ ଅଞ୍ଚଳର ଯୁବକମାନେ ତାଙ୍କ ପାଇଁ ସହାୟତା ଯୋଗାଇବା ପରେ ପ୍ରଶାସନ ପକ୍ଷରୁ ତାଙ୍କୁ ଏକ ଟ୍ରାଇସାଇକେଲ ଯୋଗାଇ ଦିଆଯାଇଛି । ସୂଚନା ଥାଉ କି, ଏସମ୍ପର୍କରେ ଆମକୁ ଜଣାଇବା ପରେ ଖବର ପ୍ରକାଶ

ଜଗା ପାଇଁ ସହାୟତା ପାଇଁ ହାତ ବଢାଇଲେ ଯୁବଗୋଷ୍ଠୀ!

ଦୁର୍ଘଟଣାରେ ନିଜର ଗୋଡ଼ ହରାଇଥିବା ଅସହାୟ ଜଗବନ୍ଧୁ ଭାଙ୍ଗି ପଡିଥିବା ଖବର ପ୍ରସାରଣ ପରେ ସ୍ଥାନୀୟ ଅଞ୍ଚଳର ଯୁବକମାନେ ତାଙ୍କ ପାଇଁ ସହାୟତା ଯୋଗାଡ଼ କରିଛନ୍ତି। ସୂଚନା ଥାଉ କି, ଏସମ୍ପର୍କରେ ଆମକୁ ଜଣାଇବା ପରେ ଖବର ପ୍ରକାଶ କରିଥିଲୁ। କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ଗାଁର ଜଗବନ୍ଧୁ

ଖବର ପ୍ରସାରଣ ପରେ ୭ଟି ଜନଜାତି ପରିବାର ଙ୍କୁ ମିଳିଲା ରାସନ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ଦେଓଗାଁ ପଞ୍ଚାୟତର ମହୁଲଖୋଳି ଗ୍ରାମରେ କୁଡିଆ କରି ରହୁଥିବା ୭ ଟି ଜନଜାତି ପରିବାର ଙ୍କୁ ପ୍ରଶାସନ ଖାଦ୍ୟ ସୁରକ୍ଷା ଯୋଜନା ରେ ରାସନ ଯୋଗାଇ ଦେଇଛନ୍ତି । ସୂଚନା ଯୋଗ୍ୟକି , ରାମ ପଧାନ ଓ ତାଙ୍କ ତିନି ପୁଅଙ୍କ ପରିବାର।ଖଜୁରୀ ପାଲୁଅ ରେ ଝାଡୁ ତିଆରି

ନାବାଳକ କାନ୍ଧ ରେ ଦୁଇ ଭଉଣୀଙ୍କ ଭାର ଘଟଣା ; ଅସହାୟ ଙ୍କୁ ସହାୟତାର ହାତ ବଢ଼ାଇଲେ ସ୍ବେଛାସେବୀ

ଭୁବନ ବ୍ଲକ ମାର୍ଥାପୁର ପଞ୍ଚାୟତ ର ମାର୍ଥାପୁର ଗ୍ରାମ ର ବଳରାମ ସେଠିଙ୍କ ୩ ନାବାଳକ ସନ୍ତାନ ଙ୍କ ଅସହାୟତା ସମ୍ପର୍କ ରେ ଢେଙ୍କାନାଳ ଅପଡେଟ୍ ରେ ପ୍ରକାଶିତ ପରେ ସ୍ବେଛାସେବୀ ଅନୁଷ୍ଠାନ ତକ୍ଷଶିଳା, ଐରା, ତୃପ୍ତି ପାଠାଗାର, ଭୁବନ ଉଚ୍ଚ ବିଦ୍ୟାଳୟ ୧୯୯୦ ବ୍ୟାଚ ର ବିଦ୍ୟାର୍ଥୀ

ଖବର ପ୍ରସାରଣ ପରେ ଦିବ୍ୟାଙ୍ଗଙ୍କୁ କର୍ତ୍ତୃପକ୍ଷ ପ୍ରଦାନ କଲେ ଟ୍ରାଇସାଇକେଲ

ଢେଙ୍କାନାଳ କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ପଞ୍ଚାୟତ ଧୋବାବାହାଳି ଗାଁ ର ନିରାକାର ସାହୁ, ବୟସ ୬୭ ବର୍ଷ । ଦୀର୍ଘ ଦଶ ବର୍ଷ ହେବ ଦୁରାରୋଗ୍ୟ ଯୋଗୁଁ ସିଧା ହୋଇ ଠିଆ ହେବା ପାଇଁ ଅକ୍ଷମ ଥିବାବେଳେ ତାଙ୍କୁ ଶତକଡା ୯୦ ପ୍ରତିଶତ ଦିବ୍ଯାଙ୍ଗ ବୋଲି ପ୍ରମାଣ ପତ୍ର ମିଳିଛି । ଘରେ ତିନି

ଶିଶୁ ଉଦ୍ୟାନ ନିମନ୍ତେ ଉଦ୍ଦିଷ୍ଟ ଜମିରେ ବେଆଇନ ନିର୍ମାଣ ନେଇ ଜାତୀୟ ଶିଶୁ ଅଧିକାର ଆୟୋଗ କୁ ଅବଗତ କଲେ ସୁପ୍ରିମକୋର୍ଟ…

ଢେଙ୍କାନାଳ ପୋୖରପାଳିକା ୩ ନମ୍ବର ୱାର୍ଡ ଅନ୍ତର୍ଗତ ଏକ ଜମି ଶିଶୁ ଉଦ୍ୟାନ ନିମନ୍ତେ ଉଦ୍ଦିଷ୍ଟ ଥିବା ବେଳେ ସେଠାରେ ବେଆଇନ ନିର୍ମାଣ କୁ ନେଇ ଜାତୀୟ ଶିଶୁ ଅଧିକାର ଆୟୋଗ କୁ ଅବଗତ କରିଛନ୍ତି ସୁପ୍ରିମକୋର୍ଟ ର ବରିଷ୍ଠ ଓକିଲ ତଥା ମାନବାଧିକାର ଓ ଶିଶୁ ଅଧିକାର କର୍ମୀ ରାଧାକାନ୍ତ
error: Content is protected !!