News
lipub
samparksetu
Browsing Category

ଫୁରସତ

ମାତୃଭାଷା

✍️ ସୁଶ୍ରୀ ସଙ୍ଗୀତା ସେଠୀ ଓଡ଼ିଆ କହିବାକୁ କରୁ ତୁ କୁଣ୍ଠା ବୋଧ ଆଜି କାହିଁକି ଏ ରୋଷ ତୋର ମାତୃଭାଷା ପ୍ରତି ? ଓଡ଼ିଆ ହେଇ ତୁ ଯେ

ତୁ ଏକା ମୋର ନିଜର

ଶୁଆ କହେ ଶାରୀ ଦେଖିଛୁ କି କହ,ଅମାବାସ୍ୟା ରେ ତୁ ଜହ୍ନ ?ହସିଦେଇ ଶାରୀ କହିଲା କି କଥା,ପାଗଳ ହେଲା କି ମନ। ଅମାବାସ୍ୟା ରାତି ଘୋର ଅନ୍ଧକାରକଉଠୁ ଉଇଁବ ଚାନ୍ଦ,କଳା ରାତି ସେତ ସବୁଠି ଅନ୍ଧାରଶୁଭେ ପେଚା ନାନୀ କାନ୍ଦ। ତୋ ବିନା ଜୀବନ ଅମାବାସ୍ୟା ମୋରପାଖେ ଆସି କହେ ଶୁଆ,ହସି ଦେଇ

ଉତ୍କଳ ମଣି ନାମେ ହେଲ ଖ୍ୟାତ

ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମେତୁମେ ହୋଇଥିଲ ଜାତଉତ୍କଳ ଜନଙ୍କ ସେବା ପାଇଁଉତ୍କଳ ମଣି ନାମେ ହେଲ ଖ୍ୟାତ।ସେଦିନ ଶୁଭିଲା ଦୁଆରେ ତୁମ୍ଭରକାହାର ଆରତ ନାଦଖାଇବା ପତରୁ ଉଠିଯାଇ ତୁମେଠିଆ ହୋଇଗଲ ଆଗ। ଦୁଃଖୀ ଲୋକଟିଏ ଦେଖିଦେଲେତୁମ ଆଖିରୁ ଝରଇ ଲୁହଭୋକିଲା ଲୋକର ଶୁଖିଲା ମୁହଁ କୁଦେଖି

କେଉଁଠି ଥୋଇବି ଅତୀତକୁ ମୋର ?

ଜୀବନେ ମୋହର କେତେ ଝଡ଼ ଝଞ୍ଜାଅତିବାହିତ ହୋଇଛି,କେଉଁଠି ଥୋଇବି ଅତୀତକୁ ମୋରନୀରବେ ବସି ଭାବୁଛି ? ସତେକି ସମୟ କାଳ ସାଜିଥିଲାନିର୍ଦ୍ଦୋଷେ ଦଣ୍ଡିତ କଲା,କାହିଁକି ଏମିତି ହୋଇଲା ମୋ ସାଥେଭବିଷ୍ୟତ ନଷ୍ଟ ହେଲା ? ନିର୍ଦ୍ଦୋଷେ ଭୋଗିଲି ରାଜ ମାନଦଣ୍ଡକଳଙ୍କ ଲାଗିଲା ନାମେ,କାହାର କି ଦୋଷ

ପ୍ରଥମାଷ୍ଟମୀ ଭାବନା

ମାସ ମଧ୍ୟେ ସାର ମାସ ମାର୍ଗଶୀରଗୀତାରେ ଅମୃତ ବାଣୀକୃଷ୍ଣପକ୍ଷେ ସ୍ଥିତି ଆଦ୍ୟ ପ୍ରଥମୀଟିପବିତ୍ର ପ୍ରଥମାଷ୍ଟମୀ ।୧। ଜ୍ୟେଷ୍ଠ ଶ୍ରେଷ୍ଠ ପାଇଁ ସମର୍ପିତ ଏଇପ୍ରଥମକୁ ଶ୍ରେଷ୍ଠ ମାନିପ୍ରଥମର ସୁଖ ସଂସାରେ ଅଧିକଅନୁଭବେ ସର୍ବେ ଜାଣି ।୨। ପ୍ରତି ଗୃହେ ଗୃହେ ତାଙ୍କ ପୂଜା ହୁଏନବ ବସ୍ତ୍ରେ

ଶରୀର

ଦୁଇ ଶହ ଛଅ ହାଡର ସମୂହଏହି ମାନବ ଶରୀରରକ୍ତ ମାଂସ ଶିରା ଧମନୀରେ ପରାଜୀବନ ହସେ ଆମର lବିଚିତ୍ର ଏ ସୃଷ୍ଟି ଧନ୍ୟ ସେହି ସ୍ରଷ୍ଟାରଚିଛି ସଂସାର ତାରରହେ ନାହିଁ କେହି ଚିର ଦିନ ପାଇଁମରି ଯାଏ ଏ ଶରୀର l ଆଖି କାନ ମୁଣ୍ଡ ନାସା ପେଟ ତୁଣ୍ଡଗୋଡ଼ ହାତ ସବୁ ରହିକି ସୁନ୍ଦର ଦିଶେ ମଣିଷର

ତୁମ ଅପେକ୍ଷାରେ

ଆସିବାର ଅଛି ଯଦି ସମୟରେ ଆସବିଳମ୍ବ କରିବ ନାହିଁ,ଗୁଧୂଳି ବେଳାରେ ସଞ୍ଜ ନଇଁଗଲେଦେଖି ମୁଁ ପାରିବି ନାହିଁ। କଥା ଦେଇଥିଲ ମଥା ମୋର ଛୁଇଁସଅଳ ଆସିବ ଆଜି,ଦୁହେଁ ମିଶି ଆମେ କରିବା ଆଳାପପାଗଳ ପ୍ରେମୀକ ସାଜି। ଶୀତଳ ସମୀର ଶରୀରକୁ ମୋରଛୁଉଁଥାଏ ଯେତେଥର,ତୁମ କଥା ଭାବି ମନ ମୋର ହୁଏବିଚଳିତ

“ନଦୀ”

କଳ କଳ ନାଦେ ସୁନ୍ଦର ସବଦେନାଚି ନାଚି ଚାଲେ ସିଏଅଙ୍କା ବଙ୍କା ତାର ଦେଖି କଳେବରମନଟି ଆନନ୍ଦ ଦିଏ lଶୁଭ୍ର ଜଳ ଧରା ବହି ଯାଏ ପରାସାଗରେ ମିଶିବା ପାଇଁନଦୀ ନାମ ତାର ସଭିଙ୍କ ଆଦରଅଟେ ସେ ମଙ୍ଗଳମଇ l ଚାଷ କାମ ହୁଏ ଜଳ ସେ ଯୋଗାଏବିଦ୍ୟୁତ ଉତ୍ପନ୍ନ କରେକଳ କାରଖାନା ଗଢି ଉଠେ ସିନାନଦୀ ଥିଲେ
error: Content is protected !!