News
lipub
samparksetu
Browsing Category

ଫୁରସତ

ସବୁଠୁ ସୁନ୍ଦର

ଆକାଶ କେତେ ସୁନ୍ଦର ଦିଶେତା ଦେହେ ଯେବେ ତାରା ଟି ହସେ... ଟିକିଟିକି ହେଇ ସେ ପୁଟନ୍ତି..ମିଟିମିଟି କରି ଚାହଁ ଥାଆନ୍ତି! ଆକାଶେ ହେବେ ଜହ୍ନ ଉଏଁରେ କଇଁ ଭଲପାଏ ତାକୁ କେତେରେ!ଜହ୍ନକୁସମସ୍ତେ ଡାକନ୍ତି ମାମୁଁସଭିଏଁ ଚିହଁନ୍ତି ପିଲାଟି ଦିନୁ!

ଜୟ ଜଗନ୍ନାଥ

ଯେତେ ଦୁଃଖ ଦିଅ ତୁହିରେ "କାଳିଆ" ରହିଥିବି ତୋର ସଙ୍ଗେଭାବର ଠାକୁର ମୋ ପାଇଁ ପଥର ସୁନା ସଂସାର ମୋ ଭାଙ୍ଗେ।(୧)ଯେଉଁ ଦିନ ତୋତେ ଦେଖିଲି

ଫେରିଆ ସମୟ

ରେ ସମୟ ନ ହୋଇ ଅଝଟିଆଆଉ ଥରେ ଆ ଫେରିଜୀବନକୁ ମୋର ସଜାଡ଼ି ନେବିରେତୋ ଅନୁସାରେ ଧରି l ସଂସାର ର ବୋଝ ମୁଣ୍ଡେଇଲି ସିନାନିଜକୁ ଗଲି ତ ଭୁଲିହସ ଟିକେ ଫୁଟୁ ସଭିଁଙ୍କ ଓଠରେସମସ୍ତଙ୍କୁ ଆବୁରିଲି l ମୋ ଚାରିପଟେ ଘଟଣା କ୍ରମରେକଣ ସବୁ ଘଟୁଥିଲାବୁଝିବାକୁ ଟିକେ ତର ବି ନଥିଲା(ଯାହା) କାଳ

ଋତୁଚକ୍ରର ଚତୁର୍ଥ ସ୍ତବକ

ଋତୁ ଚକ୍ରର ଚତୁର୍ଥ ସ୍ତବକହେମନ୍ତ ଆସିଛି ଧୀରେବଜାଇ ଝାଞ୍ଜ ବଜାଇ ମୃଦଙ୍ଗହରି ନାମ କୀର୍ତ୍ତନରେ ll ଆଦ୍ୟ କାର୍ତ୍ତିକରେ ଧର୍ମ ଏ ମାସରେଉଛୁଳି ଉଠୁଛି ଧରାଭରା ସବୁଜିମା ଲହଡ଼ି ଭାଙ୍ଗୁଛିହସେ ଧାନ୍ୟ କ୍ଷେତ ପରା ll ଘାସ ପତରରେ କାକର ବିନ୍ଦୁରେମୁକୁତାର ସମ ଶୋହେନରମ ଖରାର ଆସ୍ତରଣ

ଶୀତର ସକାଳ ଜୀବନ ମହ୍ଲାର

ଶୀତର ସକାଳ ଜୀବନ ମହ୍ଲାରପ୍ରସ୍ଫୁଟିତ ଯେବେ ହୁଏ,ସୁଲୁସୁଲୁ ବାଆ କାକର ସାଥିରେମନ ଆନନ୍ଦିତ ରହେ। ଶୀତ ସକାଳର ପହିଲି କିରଣଯେବେ ବିଚ୍ଛୁରିତ ହୁଏ,ଘାସର ଅଗରେ ଜଳବିନ୍ଦୁ କଣାମୋତିପରି ଦେଖାଯାଏ । ଶୀତ ସକାଳରେ ବିଛଣା ଜାବୁଡ଼ିଅଳସ କେ ଭାଙ୍ଗୁଥାଏ,ବୁଢ଼ୀ ମାଉସୀଟି ସଅଳ ଉଠିଣନିଜ କାମେ

ପହଞ୍ଚିଛି ଶୀତ

ଭଗ୍ନ ଅଥବା ଚାକଚକ୍ୟ ମନ୍ଦିରଆଉ ତା' ଭିତରେ ଥିବା ପ୍ରସ୍ତର ମୂର୍ତ୍ତି ,ଦେବତା ମଧ୍ୟ ଶୀତରେ ଘୋଡେଇ ହୋଇଥିବେସଦ୍ୟଫୁଟା ସୁଗନ୍ଧ ଫୁଲ ଗୁଡିକୁ ।କାକରରେ ଭିଜିବାକୁ ଡରିଥିବ ଝିଣ୍ଟିକାଭୋକ ବିକଳରେ ଆମ ଗୁହାଳ ପାଖକଂକ୍ରିଟରେ ଶୋଇଥିବ ସେ ଗେମେଣା ଷଣ୍ଢ ।ଖବର ଆସିବ ଅମକ ବୁଢ଼ୀ ଚାଲିଗଲାଅମୁକ ଜଣକ

ଗୁପ୍ତ ସମ୍ପର୍କ

ବିଚିତ୍ରତା ପୂର୍ଣ୍ଣ ସାରା ମୁଲକ ତଭାବି ଘୁରି ବୁଲେ ମଥାବୋପା ଅଜା ଆମ ଚଉଦ ପୁରୁଷକାନେ ପଡିନାଇ କଥା ।ଉତ୍କଳ ପବିତ୍ର ମାଟିରେ ମ୍ଳେଛଙ୍କବଢ଼ିଲାଣି ଉତୁ ପାତଅଜବ ସମ୍ପର୍କ ବଢୁଛି ସମାଜେପାପୀ ହୋଇଲେଣି ଜାତ । ମାଉସୀ ଜଗୁଛି ପୁତୁରା ଆଶାରେଝିଅକୁ ଛାଡ଼ୁନି ବାପକଳା କଳଙ୍କର କାଳିମା

ସ୍ମୃତି ତୁମେ ପାଉଁଶ ତଳର ନିଆଁ

ତୁମ ସ୍ମୃତି ମୋର ଜୀବନର ସାଥୀସଦା ରହିଅଛି ପାଖେ,ଜୀବନରେ ଯେତେ ବାଧାବିଘ୍ନ ଆସୁତୁମେ ରହିଥିବ ସାଥେ ।ସ୍ମୃତି ଯେବେ ତୁମ ମନେ ପଡ଼ି ଯାଏନିଆଁ ତ ଲାଗଇ ମନେ,ସେ ନିଆଁ ର ଜ୍ଵାଳା ଶାନ୍ତ ପଡ଼ିଯାଏତୁମକୁ ଦେଖି ସପନେ । ପାଉଁଶ ତଳ ତାତିଲା ନିଆଁ ତମେଲିଭିବନି ମୋ ଜୀବନେ,ସଦା ରହିଥିବ
error: Content is protected !!