News
lipub
samparksetu
Browsing Category

ଫୁରସତ

“ସାର୍ଥକ ଚେଷ୍ଟା”

ଅନୁଗୁଳ-ପୁରୀ-ଅନୁଗୁଳ ରେଳ ଗାଡି ଟି ନିୟମିତ ଯାତ୍ରା କରୁଥିବା ତଥା କାର୍ଯ୍ଯ ଅନ୍ବେଷଣ ରେ ଯାଉଥିବା ଯାତ୍ରୀମାନଙ୍କର ଜୀବନ ରେଖା।ସମ୍ପର୍କୀୟମାନଙ୍କର ଘରକୁ ବୁଲିଯିବା ବା କାଳିଆ ତଥା ଲିଙ୍ଗରାଜ ଙ୍କୁ ଖୁବ କମ ଖର୍ଚ୍ଚ ରେ ଦର୍ଶନ କରିବା ପାଇଁ ଏହି ଟ୍ରେନ ଟି ଏକ ଅପରିହାର୍ଯ୍ଯ ମାଧ୍ୟମ

ରାକ୍ଷୀ ପୂର୍ଣ୍ଣିମା

ଭଉଣୀ ମାନଙ୍କୁ ରାକ୍ଷୀ ପୂର୍ଣ୍ଣିମା ର ଅଭିନନ୍ଦନ, ଭାଇ ମାନଙ୍କୁ ମୋର ହୃଦ ସମ୍ମାନ । ରାକ୍ଷୀ ପୂର୍ଣ୍ଣିମା ହେଉ ଖୁସିର ଦିନ, ରାକ୍ଷୀ ବାନ୍ଧି ଦେଇ କର ଶପଥ ମାନ । ପାଖ ଛାଡ଼ିବନି କେବେ ଦୁଃଖ ଦୁର୍ଦ୍ଦଶା ରେ, ସଦା ସାଥ

ଝରା ଶ୍ରାବଣ ରେ ଚାଷୀର ମନ

ବାଦଲ ସଜେଇ ମାଦଳ ବଜେଇ ଭିଜି ଭିଜିକାନି ଉଡେଇହସୁଛି ଧରଣୀ ଆସିଛି ଶ୍ରାବଣୀଛ ଗୁଣ ଆନନ୍ଦ ନେଇ... ବରଷା ଛିଟା ରେ ମାଦକତା ଭରିନାଚୁଛି ସବୁଜ ବନଚାଷୀର ହୃଦୟ ଆନନ୍ଦେ ଅଧିରନାଚୁଛି ତ ତାର ମନ,, ମେଘ ଘଡଘଡି ବିଜୁଳି ଚମକବାଦଲ ଫଟେଇ ବର୍ଷାଫୁଙ୍ଗୁଳା ଦେହ ରେ କ୍ଷେତ ଧାରେ

ମାଆ କାଳିଜାଇ

ହିରା ପରି ଚିକ୍ ଚିକ୍ ସାରା ଶରୀରଗୈାରବର୍ଣ୍ଣ ଶରୀର ଅତି ମନୋରମପଦ୍ମ ପାଖୁଡ଼ା ପରି ଢଳ ଢଳ ନୟନ ଯୁଗଳଶରୀର ରେ ରେଶମୀ ଶାଢ଼ୀ ଅଳଙ୍କାର ରେ ଶରୀର ମଣ୍ଡିତପଦ୍ମ ଫୁଲ ସମ ଦୁଇପାଦ ଯୁଗଳଚିଲିକାର ନୀଳ ଲୋହିତ ପାଣି ଯେ ପବିତ୍ରମାଆଙ୍କର ପଦ ସ୍ପର୍ଶରେଚତୁଃପାଶ୍ବ ଚିଲିକାର ପାଣିଘେରପାହାଡ଼

ଶାଶୁ ମାଆ

ତୁମ ମୁହଁର ସେ ଝାପ୍ସା,ମଉଳା ପ୍ରତିବମ୍ବମୋତେ ବାଧ୍ୟକରେ ବୁଝିବାକୁତୁମ ଛାତି ତଳେ କୁହୁଳୁଥିବାବିଷାଦଗ୍ରସ୍ତ ଅଧ୍ୟାୟ ମାନଙ୍କୁଯେଉଁଠି ରାତି ପାହିଲେ କବର ନିଅନ୍ତିଭବିଷ୍ୟତ ଆଶାରେ କଡ ଲେଉଟାଉଥିବା ସ୍ୱପ୍ନର କଙ୍କାଳମାନେଅନିଶ୍ଚିତତାରେ କଟୁଥିବା ବର୍ତ୍ତମାନ ଗୁଡିକଚେଷ୍ଟା କରନ୍ତି

ସୁପ୍ତ ତୁମେ କୁହ କାହିଁ

କୋଟି ଭୁଭୁକ୍ଷୁର ଆର୍ତ୍ତ ଚିତ୍କାରଶୁଭୁନାହିଁ ଶୁଭୁ ନାହିଁନିଘୋଡ଼ ନିଦ୍ରାରେ ରତ୍ନ ପଲଙ୍କରେକେମିତି ପାରୁଛ ଶୋଇ ll ହା ଅନ୍ନରେ ଭୋକର ଭୂଗୋଳବଦଳୁଛି ବାରମ୍ବାରପେଟ ପାଇଁ ନାଟ କି ଅବା ଚାଲିଛିକରିବକି ସୁବିଚାର ll ରାଜଗାଦୀ ପରେ ଚକା ମାଡ଼ି ତୁମେବସିଛ ଏ ଜାତି ପାଇଁଭୁଲିକି ଯାଉଛ ଜାତିର

ପିତୁଳା

ରକ୍ତ ମାଂସେ ଏଠି ଗଢା ଯେ "ପିତୁଳା"ଜୀବନ୍ତ ମଣିଷ ରୂପୀ ।।ମିଛମାୟା ସଂସାରେ ହଜିତ ଯାଇଛିପିତୁଳା" ବେନିମୟ ରେ ।।ଯଶୋଦା କାନ୍ଦିଲେ ଗୋପପୁର ଛାଡ଼ି ମୋରଗଲା ଯେ ନୟନ "ପିତୁଳା" ।। କେବେ ଯେ ଆସିବ ଦେଖିବି ନୟନେମନ ମୋର ହୁଏ ବାଉଳା ।।ନୟନ ଧାରାରେ ଲୋତକ "ପିତୁଳା"ମୁକ୍ତା ଆକାଶ ତଳ ଖରା
error: Content is protected !!