News
lipub
samparksetu
Browsing Category

ଫୁରସତ

ସ୍ୱାଗତୋକ୍ତି ଅନୁରାଗ

ସବୁ ବୈଠକରେ ତୁମେହିଁ ପ୍ରବକ୍ତାତୁମେହିଁ ବିଦଗ୍ଧ ଶ୍ରୋତାସବୁ ମିଳନରେ ତୁମେହିଁ ମାଧୁର୍ଯ୍ୟମୁକୁଳିତ ପ୍ରାଣ ସତ୍ତା ll ତୁମେହିଁ ଭକ୍ତିର କୋଟି ଫୁଲହାରମଧୁମୟ ନିବେଦନଘେନ ପ୍ରଭୁ ମୋର ଶ୍ରଦ୍ଧାର ଅଞ୍ଜଳିଭାବମୟ ସମର୍ପଣ ll ଶରଧା ବାଲିର ମହକ ମଞ୍ଜୁଳଅସ୍ପଷ୍ଟ ସେ ପଦ ରେଣୁଯିବା ଆସିବାର

ଶହୀଦ ଦେବାଶିଷଙ୍କ ପାଇଁ ଶ୍ରଦ୍ଧାଞ୍ଜଳି

ଗୋଟିଏ ମାଆର,କୋଳ ଶୂନ୍ୟ କରି,ଦେବାଶିଷ ତୁମେ ଚାଲିଗଲ,ଭାରତ ମାତାର, ସୁଯୋଗ୍ୟ ସନ୍ତାନ,ଦେଶ ପାଇଁ ନାମ ରଖିଗଲ।ଜାମ୍ମୁ କାଶ୍ମୀରର,ପୁଞ୍ଚ ଅଞ୍ଚଳରେ,ଆତଙ୍କବାଦୀ ଙ୍କ ବର୍ବରତା,ପାଞ୍ଚ ଜବାନଙ୍କ,ପ୍ରାଣ ଚାଲିଗଲା,ଦେଶବ୍ୟାପୀ ଏକ ଶୋକବାର୍ତ୍ତା। ସତ୍ୟବାଦୀ ମାଟି, ଖଣ୍ଡାୟତ ସାହି,ଧନ୍ୟ ହୋଇଗଲା

ତା’ ଧୂଳି ପରଶେ

ମାଆ ମାଟି ମୋର ମନ୍ଦିର ସମାନଜୀବନଠୁ ପ୍ରିୟତମତା' ଧୂଳି ପରଶେ ହୃଦୟ ସରସେଫୁଟି ଉଠେ ପ୍ରୀତି ପଦ୍ମ ll ଅତି ଆପଣାର ଧୂଳି ମାଟି ତା'ରମଥାରେ ଦେଇ ମୁଁ ବୋଳିଶତ ଜନମର ପୁଣ୍ୟତା ପ୍ରାପ୍ତିରେଆନନ୍ଦେ ଖେଳଇ ଦୋଳି ll ତା ଗିରି, କନ୍ଦର,ତଟିନୀ,ନିର୍ଝରସବୁଜ ବନାନୀ ଶୋଭାରଖିଛି ସାଇତି ତା'

ସାଥି ବହି

ବହି ଠାରୁ ଭଲ ସାଥିଟିଏ ନାହିଁ ଜଗତ ରେ ଭାଇ କେହିନିରୋଳା ସମୟେ ଭରାକ୍ରାନ୍ତ ମନେ ଆନନ୍ଦ ଦିଏ ଯେ ସେହି॥୧ନିର୍ବାଚିତ ଅବା ଭଲ ବହି

ଆମେ ଓଡ଼ିଆ

ଓଡ଼ିଆ ମାଟିରେ ଜନମ ନେଇଣ ଗର୍ବିତ ହୁଏ ଆଜିରେମହାଖାରବେଳ ଜଗବନ୍ଧୁବିର ଜନମ ନେଲେ ଏ ଦେଶରେହାତୀ ଗୁମ୍ଫା ଆଉ ବାରବାଟୀ ଦୁର୍ଗ ସାକ୍ଷୀ ରୂପେ ଗର୍ବିତ ହୁଏ ମାଟିରେ ଧର୍ମ ପଦର ବିତତ୍ୱ ର ତ୍ୟାଗ ଠିଆହୋଇଅଛି

ବନ୍ଦେ ଉତ୍କଳ ଜନନୀ

ବୁଲି ଆସିଲି ସାରା ଭାରତ ବର୍ଷକାହିଁ ନପାଇଲି ଏମିତି ପ୍ରଦେଶଯହିଁ ଇଷ୍ଟଦେଵ ଦେଉଳୁ ବାହାରିକରନ୍ତି ଭକତ ଜନମନ ତୋଷ। ଦେଖି ମୋ ରାଜ୍ୟର କିରତି କଳାବିଦେଶୀ ପର୍ଯ୍ୟଟକ ହୁଏ ବାଉଳାପ୍ରକୃତି କୃପଣ ନସାଜି ଲଦିଛିଝରଣା ନଦୀ ବନ ପର୍ବତମାଳା। ସମୁଦ୍ର ବୋଲାଏ ମହୋଦଧି ଏଠିଧୁଏ ମୋ

ଆଖି ର ଚାଳିଶିଆ ଦୋଷ କଣ?

ଚାଳିଶିଆ ହେଉଛି ମନୁଷ୍ୟ ଶରୀର ର ଏକ ବୟସ ଜନିତ ପରିବର୍ତନ,ଏହା କୌଣସି ପ୍ରକାର ର ଚକ୍ଷୁ ରୋଗ ନୁହେଁ। ପ୍ରତ୍ୟକ ବ୍ୟକ୍ତି ର ଚକ୍ଷୁ ଭିତରେ ଥିବା ଲେନ୍ସ ନିଜର ଆକୃତି ପରିବର୍ତନ କରିଥାଏ ,ଯାହାପାଇଁ ଆମେ ଉଭୟ ଦୂର ଓ ପାଖ ଜିନିଷ ଦେଖିପାରୁା ବୟସ ବଢିବା ସହିତ ଧିରେଧିରେ ଆମ ଆଖି ର

ସ୍ୱପ୍ନରେ ମୋ ଜଗନ୍ନାଥ

ବର୍ଣ୍ଣ ଶ୍ୟାମଳ ହେଲେ ବି ମୁଖ ମଣ୍ଡଳରେ ଅସାଧାରଣ କାନ୍ତି ଓ ମୃଦୁ ହସଧାରୀ ଭଦ୍ରବ୍ୟକ୍ତି ଜଣଙ୍କ ଆସି ରଙ୍କନିଧି ବାବୁଙ୍କ ସାମ୍ନାରେ ଠିଆ ହୋଇ ପଚାରିଲେ କୁଆଡ଼େ ବାହାରିଲ ବନ୍ଧୁ।ହଠାତ ଚମକି ପଡ଼ିଲେ ରଂକନିଧି ବାବୁ ।ତାଙ୍କ ସାମ୍ନାରେ ଯିଏ ଠିଆ ହୋଇଛନ୍ତି,ସେ ଯେ ଜଣେ ଅସାଧାରଣ ବ୍ୟକ୍ତିତ୍ୱ
error: Content is protected !!