News
lipub
samparksetu
Browsing Category

ଫୁରସତ

ପହିଲି ବର୍ଷା

ବର୍ଷର ପ୍ରଥମ ବର୍ଷା ଟୋପା ଯେବେତ ଦେହେ ପଡ଼ିଲା ସାଥୀ,କେତେ ଯେ ସୁନ୍ଦର ଲାଗୁଥିଲ ତମେସତେକିବା ରାଜ ହଂସି । କୁମଳ ଦେହରେ ବରଷା ର ଛିଟାପଡୁଥିଲା ଯେତେ ଥର,ଉଢ଼ଣି ରେ ତମେ ଦେହକୁ ତୁମରଢାଙ୍କୁ ଥିଲ ବାରମ୍ବାର। ତଥାପି ଏଇ ଅମାନିଆ ବରଷାବୁଝେ ନାହିଁ ସେଇ କଥା,ପ୍ରତେକ ଟୋପା ରେ

କଳା ଧଳା

ଇନ୍ଦ୍ରଧନୁର ସପ୍ତ ରଙ୍ଗରେକଳା ଧଳା ଦୁହେଁ ସୁପ୍ତ ,ଷଠୀ ରୁ ଆରଂଭମଶାଣୀ ରେ ଶେଷଜୀବନ ର ଚିର ସତ୍ୟ । ରଙ୍ଗିନ ଯୌବନସଂଗିନୀ ଯାପନବୟସ ର ଛାଇ ଚିତ୍ର ,ଦେହ ଉପ ପାଦ୍ୟବିଦେହ ପ୍ରଭେଦବିଭୂ ପ୍ରେମ ପ୍ରତିହତ । ରଙ୍ଗ ମତୁଆଲାଢଂଗ ପ୍ରୀତି ପାଲାକ୍ରମେ କ୍ରମେ ହୁଏ ଅନ୍ତ,କାନ୍ଦୁରା

ଫେରିଲାନି ବର୍ଷା

ଶିକ୍ଷିତ ଅଭିଆଡି ପିଲାଟି ରେନି ରାଇମ୍ ଗାଉ ଗାଉଓଦା ସରସର ହୁଏ ବାଲକୋନିର କାଚଇଂରାଜୀ ବହି ମଲାଟ ଦେହରେ ତିଆରେ ଡଙ୍ଗା,ନେଡି ଉଠା ନାବିକଟେ ପରି ପାଚେରୀକଟାନାଳରେ ଜାହାଜକୁ ଦିଏ ଆଲବିଦାଗଳି ଶେଷ ବଙ୍ଗଳାରୁ ଗାଳି ଖାଇଫେରୁଥାଏ ସହରର ଉଦାସ ବର୍ଷାଷ୍ଟ୍ରିଟଲାଇଟ୍ ତଳେ ଆତ୍ମାହୁତି ଦିଏ

ମୋ ଗାଁ

"ଦିବ୍ଯ ମନୋହର ଶୀତଳର ଧାରା କୁଳୁକୁଳୁ ନାଦ ଦେଇ,ଅବାଞ୍ଛିତ ଆଶା କିରଣକୁ ନେଇ ବହିଯାଏ ମୋ ଗାଁ ଦେଇ ।" "ଦେଇ ଉପଦେଶ ମାନବ ଜାତିକୁ ନ ହୋଇ ସ୍ୱାର୍ଥପର,କରି ଯାଅ ଘର ଅନ୍ୟର ପରାଣେ ବହିଯାଏ ଏହା କହି ।" "ଅବୋଲକରା ଏ ସତେଜ ପବନ ମୋ ଗାଁ ର ଦେହ ଛୁଇଁ,ଶିଖେଇ ଯାଏ ସେ ଅଲିଭା ସ୍ପର୍ଶକୁ ,

ପିତା ମାତାଙ୍କ ସ୍ମୁତି ଚିର ସବୁଜ

ପିତା ମାତାଙ୍କ ସ୍ମୁତି ଚିର ସବୁଜସେ ଆମ ସ୍ରଷ୍ଟାସ୍ରଷ୍ଟା ଙ୍କୁ ଭୁଲିବା ଜୀବନ ରେ କେବେନୁହଁଇ ସମ୍ଭବଏ ଶରୀର ର ପ୍ରତି ସ୍ନାୟୁ ରେତାଙ୍କର ବୁନ୍ଦା ବୁନ୍ଦା ରକ୍ତ ପ୍ରବାହ ପ୍ରତି କ୍ଷଣଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତଆମର ଭାବନା,ଚିନ୍ତନ ହୃଦୟେଆମ ଜୀବନରେ କେବଳ ପିତା ମାତାଙ୍କ ସ୍ମୁତି ଆଜି

ପରିଚୟ

ଲୋଚାକୋଚା ବିଛଣାରେ ମୋତେ ଆଉ ତୁମେ ଖୋଜନାହୁଏତ ମୁଁ ମିଳିପାରେ ଗାଁ ମଶାଣି ର ବିକ୍ଷିପ୍ତ ପାଉଁଶ ତଳେଅପଲକ ନୟନରେ ମୋତେ ଆଉ ତୁମେ ଚାହଁନାଆଖିର ଏ ବାଗୁଡି ଖେଳରେ ହୁଏତ ମୁଁ ହାରିଯାଇପାରେ ॥ ତୁମ ବାହୁଯୁଗଳରେ ମୋତେ ଆଉ ଆବଦ୍ଧ କରନା ହୁଏତ ମୁଁ ଭଲପାଏ ଆବୋରିନେବାକୁଏ ମାଟି ପାଣି

ଯାତନା

ଅଗ୍ନି ଦାବାନଳେ ଜଳୁଛି ଶରିରକ୍ଷଣେ କ୍ଷଣେ ପୋଡ଼ି ମୁଠେ ପାଉଁସଅଗ୍ନି ପିଣ୍ଡୁଳା କୁ ବୋହି ବୋହି ନିତିଶରିରେ ଅନେକ ଜନ୍ତ୍ରଣା ଦୁଃଖ।ତଥାପି ଚାଲିଛି ଚାଲିଛି ଏକାହୁଏନାହିଁ ଇତସ୍ତତମୃତ ମଣିଷ ର ଦୁଃଖ ବା କଅଣସୁଖ ର ସ୍ଵାଦ ତ ସାତ ସପନ। ଆଜି ମୁଁ ଫୁଙ୍ଗୁଳା ବେଢଙ୍ଗି ଶରିରେରଙ୍ଗିନ ପୋଷାକ

ରଜ ମଉଜ

ବରଷକେ ଥରେ ଆସିଛି ରଜସାଥିରେ ଧରିଣ ନୂଆ ମଉଜସଭିଙ୍କର ଆଜି ବଡ଼ ପରବଧରଣୀରାଣୀର ରଜ ଉତ୍ସବ।୦।ରଜ ପାଳିବାକୁ ଏ ତିନି ଦିନକୁଆଁରୀ ଝିଅଙ୍କ ଆନନ୍ଦ ମନପାଦରେ ଅଳତା ରଙ୍ଗ ରଂଜାଇନୂଆ ପୋଷାକରେ ଦେହ ସଜାଇ।୧। ଆନନ୍ଦରେ ଦୋଳିଗୀତକୁ ଗାଇଦୋଳିଗୀତେ ଚତୁର୍ଦ୍ଦିଗ କମ୍ପାଇଘରେ ଘରେ ହୁଏ କଉଡ଼ି
error: Content is protected !!