News
lipub
samparksetu
Browsing Category

ଫୁରସତ

ଭାରି ଭୟଲାଗେ

ଏ ଜୀବନର ରାସ୍ତା ତବହୁତ ଲମ୍ବା ପଡିଛିହେଲେ ଭାରି ଭୟଲାଗେକେତେବେଳେ କୋଉଠିବିଏ ରାସ୍ତାରେ ତୋତେ ଛାଡ଼ି ଏକା ଚାଲିବାକୁ ହେବନି ତ ? ଭାରି ଭୟଲାଗେ ଆମଏ ସୁନେଲି ଖୁସି ଭରା ଜୀବନରରାସ୍ତାରେ କେବେ କେହି ଆମଦୁହିଁଙ୍କ ରାସ୍ତାକୁ ଅଲଗା କରିଦେବେନି ତ। ଭାରି ଭୟଲାଗେ,କେବେ ଆମ ଭିତରେ

ତୁମ ଅପେକ୍ଷାରେ

"ଆଉଥରେ ଆଜି ମୋ ମନର ସେ ଅକୁହାକଥାକୁ ତମ ଆଗେ ଖୋଲି କହିବାକୁ ଚାହୁଁଛି,ତମେ ତ ଜାଣିଛ ମୁଁ ତମକୁ କେତେ ଭଲ ପାଉଛି ।" ଦିନ ପରେ ଦିନ ଗଡ଼ିଚାଲିଛି ଆଉ ଯେତେ ଅଧିକ ସମୟ ବିତି ଚାଲିଛି, ବୋଧେ ସାପର ବିଷ ଚରିଗଲା ଭଳିଆ ଆମର ସେହି କେଇଦିନର ସମ୍ପର୍କର ମିଠା ସ୍ମୃତିସବୁ ମୋ ଭିତରେ ବଢ଼ିବଢ଼ି

ବହି

ଏକ ଖୁଦ୍ରଗଳ୍ପ ଏବେ ବହି ପଢାପଢି ଟିକେ କମିଗଲାଣି, ବସ୍ ରେ ପଢାପଢିତ ନାହିଁ କହିଲେ ଚଳେ । ଆଜି ସକାଳେ ଯେତେବେଳେ ବସ୍ ରେ ଉଠିଲି ଦେଖିଲି ବସ୍ ପୁରାପୁରି ଫାଙ୍କା । ଛାଡିବାକୁ ଆହୁରି କୋଡିଏ କି ପଚିଶ ମିନିଟ୍ ବାକିଥାଏ । ଅଗତ୍ୟା କାଲିରାତିରେ ଶେଷ କରିପାରିନଥିବା ବହିଟିକୁ

ବଣମଲ୍ଲୀ

କହରେ ବିଧାତା କି ଦୋଷ କରିଲିବଣେ ଫୁଟି ବଣେ ମଲି,,କଣ ସୁନ୍ଦର ନୁହେଁକି ଚେହେରା ମୋହରଆଜି ହସ ମୋ ଯାଇଛି ଚାଲି ... !! ସାରା ବରଷ ରୁ ଗୋଟିଏ ମାସରେଫୁଟାଇ ଥାଏ ମୁଁ ଫୁଲ,,ଭାରି ଆଶା ନେଇ ବଞ୍ଚିଥାଏ ମୁହିଁକେହି ଆଦରି କରିବ ଗେଲ.... !! ବାସନା ମୋହର ମଲ୍ଲୀ ର

ନିଦାଘ

ନିଦାଘ ଆସିଲା ଆଣିଲା ଉପହାର ଶୁଣ ହେ ସଂସାର ନରନାରୀଖାଇବା ତରଭୂଜ ଆମ୍ବଫଳ ଆଦି ଅଟେ ଏ ଦେହକୁ ଉପକାରୀ ll ଚତୁର୍ଦିଗେ ହେଲାଣି ଜଳାଭାବ ଆଜି ଏ

ଜହ୍ନ ଆଲୁଅର ଛାଇ

ନିରାଳା ରାତି ର ନିରଳା ଭାବନାହଜେଉଛି ଦୁଇ ମନ,ଦୁଇ ହାତ ସହ ନିବିଡ଼ ବନ୍ଧନମିଶୁଛି ଦୁଇ ନୟନ । ହୃଦୟ ସ୍ପନ୍ଦନ ବଢ଼ି ବଢ଼ି ଚାଲେଲୁଚି ପାରୁନି ଏ ପ୍ରେମ,ଜହ୍ନ ଆଲୁଅ ର ଛାଇ ଆସି ପାଖେସଜାଏ ନୂଆ ସପନ । ପ୍ରେମୀ ଯୁଗଳ କୁ ଦେଖି ମୁରୁକି ହସୁଛିଯୋଛନ୍ନା ରାତି ର ଜହ୍ନ,ଶୀତଳ ପବନ ଛୁଁଉଛି

ମାଆ

ବୋଉ ଲୋ...ତୁ ମୋତେ ଜନ୍ମ କରିଲା ଦିନଠୁଁ.... ମୋପାଇଁ ସବୁବେଳେ ମାତୃ ଦିବସ..... ଏଇ ସ୍ୱଚନ୍ତ୍ର ଦିନରେ ତତେ ନେଇ ମୁଁ କଣ ଲେଖିବି.......?? ତୋପାଇଁ ଏଇ ସାହିତ୍ୟ ଅଭିଧାନରେ ମଧ୍ୟ୍ୟ ଶବ୍ଦ ନିଅଣ୍ଟ.... ଏଇ ପୃଥିବୀ ଠାରୁ

ମୋ ଭଉଣୀ ଚିନୁ

ଅଭୁଲା ଅତୀତ ଅକୁହା କଥା ମନେ ପଡ଼ିଯାଏ ଅତୀତ ର କଥାମଧ୍ୟବିତ୍ତ ପରିବାର କୁ ତିନି ଭାଇ ଭଉଣୀ ହେଲେ ସମସ୍ତଙ୍କୁ ଆଦର କରେଏମିତି ମୋ ସୁନା

ମହକ

ଓଢଣୀ ତଳୁ ସରମ ଚାହାଣୀଲୁଚି ନଦେଖିବା ସହଜ ନୁହେଁସେ ଚାହାଣୀରେ ହୃଦୟ କ୍ଷତାକ୍ତଭୁଲିବାଟା ଏତେ ସହଜ ନୁହେଁ । ସେଦିନର ତାର ପାଦ ପାଉଁଜିରମୂର୍ଚ୍ଛନା ମାପିବା ସହଜ ନୁହେଁରୁଣୁଝୁଣୁ ତାର ମିଠା ମିଠା ସ୍ବରକମ୍ପନ କଳିବା ସହଜ ନୁହେଁ । ପହିଲି ପ୍ରୀତିର ପ୍ରଥମ ଚିଠିରବାସ୍ନା ନଖେଳିବା ସହଜ

ପିତାମାତା ଏଠି ସାର

ଛୋଟ ପକ୍ଷୀ ଟିଏ ଯେବେ ଇଚ୍ଛା କରେ ଉପରକୁ ଉଡିବାକୁଏ ଦୁନିଆ କିପରି ଗଢା ହୋଇଛିଯେ ଜଣା ନଥାଏ ତାକୁ।ମାୟା ଦୁନିଆରେ ଯେବେ ଭୁଲେ ବାଟ ହୋଇଯାଏ ବାଟବଣାସବୁ ବାଟ ତାକୁ ଭଲ ଲାଗେ ଭାରି ଲାଗେ ଭାରି ମନ କିଣା। ଅଜଣା ଦୁନିଆ ମଜା ଲାଗେ ଭାରି ଲାଗେ ତାକୁ କି ସୁନ୍ଦରସେହି ଦୁନିଆରେ ଜାଣେ ନାହିଁ
error: Content is protected !!