News
lipub
samparksetu
Browsing Category

ଫୁରସତ

ଚୀନର ହୀନଚକ୍ରାନ୍ତ ପରେ ମଧ୍ଯ ଚମକିବ ଭାରତ

ସମଗ୍ର ବିଶ୍ଵରେ ବର୍ତ୍ତମାନ ସମୟରେ ବିଭିନ୍ନ ନାଟକୀୟ ଭାବେ ଉପୁଜିଥିବା ପରିବର୍ତ୍ତନ ଆଶ୍ଚର୍ଯ୍ୟ କରିଥିବା ବେଳେ, ଦକ୍ଷିଣ ଏସିଆ ମଧ୍ଯ ସେଥିରୁ ବାଦ୍ ପଡି ନାହିଁ l ନିକଟରେ ଚୀନର ଚତୁରତାକୁ ବୁଝି ନପାରି ପାକିସ୍ଥାନ ଓ ଶ୍ରୀଲଙ୍କା ଦୁର୍ଦ୍ଦଶା ଭୋଗୁଛନ୍ତି l କୋଭିଡ଼ ମହାମାରୀ ସଂକ୍ରମଣ

ଜଙ୍ଗଲର ଡାକ

ଜଙ୍ଗଲର ଚିତ୍କାର ସୂର୍ଯ୍ୟର ପ୍ରକୋପକୁ ବି ସିଥଳ ରୂପରେ ପରିଣତ କରିଦିଏ,ତା'ର ଛାତି ଚିରି ଯଦି ସହର ଆଉ ରାସ୍ତା ନିର୍ମାଣ ହୁଏ ତେବେ ସେ ପ୍ରାନ୍ତରେ ବାଟୋଇକୁ ବି ଆଶ୍ରୟ ମିଳେନାହିଁଖାଲି ମା'' ପରି ସିନା ସିଏ ତା'ର ଶିଥଳ ଛାଇ ଆଉ ଅମ୍ଳଜାନ ଦେଇ ଆମ ଜୀବନ ବଞ୍ଚାଏ ହେଲେ ସମୟ ଆସିବ

ପ୍ରେମ ସଭିଙ୍କ ପାଇଁ, ଘୃଣା କାହାକୁ ନାହିଁ

ଇସଲାମ ଧର୍ମର ପ୍ରତିଷ୍ଠାତା ହଜରତ ମୁହମ୍ମଦ (ସ.ଅ.ସ) ଏକ ଭବିଷ୍ୟତ ବାଣୀ କରିଥିଲେ ଯେ ଏପରି ଏକ ଯୁଗ ଆସିବ ଯେତେବେଳେ ଲୋକମାନଙ୍କର ନୈତିକ ଅଧଃପତନ ଘଟିବ , ଇସଲାମ କେବଳ ନାମକୁ ମାତ୍ର ରହିଯିବ ଏବଂ ଲୋକମାନେ ଏହାର ପ୍ରକୃତ ଶିକ୍ଷାର ପାଳନ କରିବା ଛାଡ଼ିଦେବେ । ଏହା ସହିତ ସେ ଏକ ଶୁଭ

ମୋ ଓଡ଼ିଶା

ଓଡ଼ିଶା ମୋରି ରାଇଜ ନାଆଁ                            ଯେତେ ଦେଖେ ମୋତେ ଲାଗେ ନୂଆଁ ନୂଆଁଏଇ ରାଇଜର ପାହାଡ଼ ବଣ                      କରେ ସଭିଙ୍କ ମନ ହରଣ   ।ବାରମାସେ ଏଠି ତେର ପରବ                      ଓଡ଼ିଆ ଘର ପାଇଁ ଅତି ଗରବ   ।ଆରିସା କାକରା ସାଙ୍ଗକୁ

ଓଡ଼ିଶାର ଜନ୍ମଦିନ

ଚଇତ୍ର ମାସର ଟାଣୁଆ ଖରାଆମ୍ବ ବଉଳର ବାସନା ଭରାସ୍ମୃତିକୁ ଉଖାରେ ମନଉଣିଶ ଛତିଶି ମସିହା ଥିଲାଓଡ଼ିଶା ପ୍ରଦେଶ ଜନମ ନେଲାଏପ୍ରିଲ୍ ପହିଲା ଦିନ । ଓଡ଼ିଆ କହନ୍ତି ଯେତେକ ଲୋକଏକତ୍ର ରହିଲେ ପାଇବେ ସୁଖଏକଥା ଫିରଙ୍ଗି ଭାବିସ୍ଵତନ୍ତ୍ର ରାଇଜ ଗଠନ କଲେଆନ୍ଧ୍ର ବଙ୍ଗଳାକୁ ପଡୋଶୀ କଲେପୂର୍ଣ୍ଣ

ପଉଷ ପ୍ରବାସେ

ପଉଷ ଆସିଲା ପତର ଖସିଲା କାକର ପଡିଲା ଝରିହେଲେ ଆସିଲାଣି ତୁମରି ପତର ଡକାଵାଲା ଗଲା ଫେରି ପଉଷ ଭରିଲା ପୋଷ ପୋଷ ଲୁହ ନ ହେଲାରୁ ତୁମ ଭେଟପଉଷ ଦେଖିଲା ଆଖିରେ ମୋହରେ ନିରାଶାରା ନଈବଢି ପଉଷ

ରୁଷ ଏବଂ ୟୁକ୍ରେନ ସଙ୍କଟ ବିଷୟରେ ଅନ୍ତଃରାଷ୍ଟ୍ରୀୟ ଅହମଦିୟା ମୁସଲିମ ବିଶ୍ଵ ପ୍ରମୁଖଙ୍କର ସତର୍କବାର୍ତ୍ତା

ଅନ୍ତଃରାଷ୍ଟ୍ରୀୟ ଅହମଦିୟା ମୁସଲିମ ସମ୍ପ୍ରଦାୟର ବିଶ୍ଵ ପ୍ରମୁଖ ହଜରତ ମିର୍ଜା ମସରୁର ଅହମଦ ଏକ ପ୍ରେସ ବିବୃତିରେ କହିଛନ୍ତି, “ବହୁ ବର୍ଷ ଧରି ମୁଁ ଦୁନିଆର ପ୍ରମୁଖ ଶକ୍ତିଶାଳୀ ରାଷ୍ଟ୍ରମାନଙ୍କୁ ସୂଚିତ କରାଇ ଆସୁଛି ଯେ ସେମାନେ ବିଂଶ ଶତାବ୍ଦୀରେ ଘଟିଥିବା ଦୁଇଟି ବିନାଶକାରୀ ବିଶ୍ଵଯୁଦ୍ଧ

ଫୁଙ୍ଗୁଳା ଫଗୁଣ

ଶୀତର ଚାଦରୁ ଫୁଙ୍ଗୁଳା ଫଗୁଣ ଧରାବକ୍ଷେ ଆଗମନ !ନଈକୂଳେକୂଳେ କାକର କାଆଁଳ ଚଷାକୁ ଦିଏ ଆହ୍ୱାନ !! ନଇତୁଠେ ଆଜି ନଇଁ ନବବଧୂ ହଳଦୀ ତନୁରେ
error: Content is protected !!