News
lipub
samparksetu
Browsing Category

ଫୁରସତ

ତୋ ପାଦପଦ୍ମେ ବିତୁ ଏ ଜୀବନ

ଲାଗୁଛି କାଳିଆ ତୁ ଅତି ନିଜର,ଲୁଚାଇବାକୁ ତୋ ପାଖେ କିଛି ନାହିଁ ମୋର। ପାଦ ଥାପି ଦେଲେ ତୋ ସିଂହ ଦୁଆରେ,ଉଲ୍ଲାସି ଉଠେ ଦେହ ମନ ମୋର। ବାଇଶି ପାହାଚ ଡେଇଁ ତୋ ଆଖିକୁ ଦେଲେ ଚାହିଁ,ଆଖିର ଲୋତକ ଆଉ ବାଡ଼ ମାନେ ନାହିଁ। ବୁଝି ମୁଁ ତ ପାରେନା ଏ କିମିଆ କଥା ତୋର,ଆୟତ୍ତରେ ନ ଥାଏ ମୁଁ

ଭୋଟ ଵନାମ ନୋଟ

ପାଖେଇ ଆସିଲା ଇଲେକ୍ସନଭୋଟର କଲେଣି ସିଲେକ୍ସନକୋଉ ପ୍ରାଥୀ ଙ୍କ ର ବାର ବାଜି ଯିବକାହାର ବାଜିବ ଇଲେଭେନ ।ଦିନରାତି ଏବେ ଜଣା ପଡୁନାହିଁଲାଗିଛି ଗହଳ ଚହଳସବୁ ପ୍ରାଥି ଏବେ ହାତଯୋଡି ପୁଣିହୁଅନ୍ତି ଡହଳ ବିକଳ। ଏଇ ଥର ଆମେ ଖାଲି ଜିତିଗଲେଆଣିଦେବୁ ରାମ ରାଇଜForty seven ରୁ twenty two

“ଅବୁଝା ମନ”

ସ୍ବପ୍ନ ର ଢେଉ ଆସେମନର ବେଳାଭୂମିରେ ମଥା ପିଟେକ୍ଷତାକ୍ତ କରିଦିଏକିଛି ଫେରିଯାଏ।ପୁଣି ଫେରିଆସେମନଟା କୁ ଭସାଇ ନିଏ। ଇନ୍ଦ୍ରଧନୁ ଆସେମନ ର କାନଭାସ ରେସପ୍ତରଙ୍ଗ ରେ ରଙ୍ଗାୟିତ କରେବର୍ଷା ସରିଯାଏମନ ଟା ଫିକା ପଡିଯାଏ। ବସନ୍ତ ଆସେମଳୟ ପବନ ରେମନ ର ପ୍ରଜାପତିଏଣେତେଣେ ଉଡି

ସରସ୍ୱତୀ ସ୍ତୁତି

ନମସ୍ତେ ମା ମହାମାୟାମହାପାତକନାଶିନୀନମସ୍ତେ ମା ବ୍ରହ୍ମାଜାୟାରୂପସୌଭାଗ୍ୟଦାୟିନୀ । ନିହାରିକା ମହାଶ୍ୱେତାବିଦ୍ୟାରୂପା ଜ୍ଞାନେଶ୍ୱରୀନିରଞ୍ଜନା ମହାବିଦ୍ୟାକାମପ୍ରଦା କାଦମ୍ବରୀ । ଶିବାନୁଜା ବରପ୍ରଦାବିଶାଳାକ୍ଷୀ ସୌଦାମିନୀମହାଫଳା ଚନ୍ଦ୍ରଲେଖାକାଳରାତ୍ରି ସୁଭାଷିନୀ । ଶ୍ରୀପଦା

ପିଲାଦିନର ସ୍ମୃତି

ସେତେବେଳେ ଆଲାରାମ ନଥିଲା, ହେଲେ ନିଦ ସେଇ ସକାଳ ୬ ସାଢେ଼ ୬ ରେ ଭାଙ୍ଗିଯାଏ। ନିଦ ଭାଙ୍ଗିଲା ବେଳକୁ କାନରେ ଶୁଭେ, ଟିଭିରୁ ଭାସି ଆସୁଥିବା ଦିନର ପ୍ରଥମ ଗୀତ। "ଅନ୍ନଦାତା..ଅନ୍ନଦାତା.. ତୁ ମୋ ଅନ୍ନ..ଦାତା!" ବୋଧେ ମୋ ପାଇଁ ଏ ଥିଲା ସକାଳର ଅଲାର୍ମ। ହଁ, ଓଡ଼ିଆ ଟେଲଭିଜନ ସହ ମୋର ଟିକେ

ମୁଁ ପୁରୁଷ !!

ମୁଁ ପୁରୁଷ !!ଝରାଇ ପାରିବିନି ଲୁହନାହିଁ ଅଭିମାନ କୋହଥାଉ ଯେତେ ଦୁଃଖ,ପ୍ରଚେଷ୍ଟା ମୋ ହେବାକୁ ହସହସକାରଣ?ମୁଁ ପୁରୁଷ !! ମୁଁ ପୁରୁଷ !!ପ୍ରସ୍ତର କଠୋର ସମଅଟେ ମୋ ହୃଦୟପାରିବିନି ମନା କରି,ମୁଁ ନିରୁପାୟ !କରିବିନି ଚିତ୍କାର ମୁଁପାଇଲେ ଆଘାତନ ହେଲେ କହିବେ ପରାମୋତେ

ଭୋଟର ର ମନ କଥା

ଭୋଟ ଯଦି ଦେବା ନୋଟ ନେବା ନାହିଁନୋଟ ଯଦି ନେବା ଭୋଟ ଦେବା ନାହିଁଏକଥା ମନରେ ହେଜ,ନିର୍ବାଚନର ଶଙ୍ଖ ବାଜିଲାଣିଭୋଟର ହୁଅରେ ସଜ। ପାଞ୍ଚଶ ହଜାରେ ଟଙ୍କାରେ କି ତୁମଅଭାବ ଟି ଯିବ ମେଣ୍ଟୀକଷଣ ଶୋଷଣ ଅତ୍ୟାଚାର ରବାଜିବନି ଆଉ ଘଣ୍ଟି।ଦାରିଦ୍ର୍ୟ କି ଯିବ ହଟି,ପର ଦୁଆର କୁ ଯିବନାହିଁ

ସରପଞ୍ଚ

ସରପଞ୍ଚ ନୁହେଁ ଶରୁଆ ପେଚ ସେକେତେବେଳେ ଯିବ ଗଳିସେ ପେଚ କୁ ଯିଏ ଟାଇଟ୍ ନକଲାତା ଚକ ଯିବ ହୁଗୁଳି। ଭାବିଲି ଦିନେ ମୁଁ ହେବି ସରପଞ୍ଚସବୁ ବେପାର କୁ ଛାଡ଼ିଥରେ ଖାଲି ମୁହିଁ ଭୋଟ ପାଇଗଲେକରୁଥିବି କୋଠା ବାଡି। ଦଳେ ଥିଲେ ପୁଣି ଖୋସା ମତିଆ ଯେଦେଲେ କରି ଟେକା ଟେକିକହିଲେ ଭାଇନା ତମ ପରି

ସ୍ମୃତି ତୁମେ

କି ପଶାପାଲି ଖେଳୁଛ ବିଧାତାଅନ୍ତର ଯାଉଛି ହଲିସବୁ ଜିତାପଟ ତୁମରି ହେଉଛିଆତ୍ମୀୟ ଯାଉଛି ଚାଲି । ବିଜୟ ହାରିଲେ ଅଜିତ ହାରିଲେହାରି ଥିଲେ ହର ଭାଇମୀନ ଯାଇଥିଲେ ଦେବୁ ଦାଦା ଗଲେଅସ୍ତମିତ ଦାସ ଭାଇ । ସରଳ ହୃଦୟ ମଣିଷ ଭିଡରୁବାଛି ବାଛି କାହିଁ ନିଅକି ଅବା ଆଉ ବାକି ରଖିଅଛଥରେ ଖାଲି

” ବାପା “

ପ୍ରକୃତିର ଉଦାର ଆତ୍ମା,ଅସୀମ ତାଙ୍କ ଧୈର୍ଯ୍ୟଗୋଟିଏ ପରିବାରର ଆବଶ୍ୟକତାମୋ ବାପା ମୋ ପାଇଁ ସ୍ୱତନ୍ତ୍ର ସତ୍ତା ପ୍ରକୃତିର ଉଦାର ଆତ୍ମା,ଅସୀମ ତାଙ୍କ ଧୈର୍ଯ୍ୟଗୋଟିଏ ପରିବାରର ଆବଶ୍ୟକତାମୋ ବାପା ମୋ ପାଇଁ ସ୍ୱତନ୍ତ୍ର ସତ୍ତା ଝିଅଟିର ଛୋଟ ଦୁନିଆର କେନ୍ଦ୍ରବାପା ଝିଅଟିର ଛୋଟ ଦୁନିଆର
error: Content is protected !!