News
lipub
samparksetu
Browsing Category

ଫୁରସତ

୨୦୨୨ କୁ ସ୍ଵାଗତ

ଏମିତି ସମୟ ଚାଲିଥାଏ ଅବର୍ଷ ପରେ ବର୍ଷ ବିତିଯାଏକେତେ ଯା ଆସ ଲାଗିଛି ନିଇତିମନ ଜାଣେ, ହେଲେ ଭୁଲିଯାଏ l ଜୀବନ ଯଜ୍ଞରେ ଶ୍ଲୋକ ଦୁଇସୁଖ ଦୁଃଖ ନାମେ ଲେଖା ହୋଇବାର ବାର ଉଚ୍ଚାରିତ ହେଉଛନ୍ତିପୂର୍ଣ୍ଣାହୁତି ଯାଏଁ ଯିବେ ନେଇ l ଆହା କି ସୁନ୍ଦର ଏ ସଂସାରଭଳି ଭଳି ରଙ୍ଗ ତା

ସୃଷ୍ଟି

" ତୁ ସୃଷ୍ଟି କଲୁ ଜଳ କଲୁ ତୁ ସୃଷ୍ଟି ସ୍ଥଳ ଓ ଆକାଶ… ଏହା ତୋହର ମହିମା। ମୁଁ ମାନବ… ଖଣ୍ଡ ବି ଖଣ୍ଡ କଲି ତୋ ସୃଷ୍ଟି କୁ, କରି ସୃଷ୍ଟି ମୁଁ ସୀମା। ତୁ ସୃଷ୍ଟି କଲୁ ମୋତେ… କଲୁ ତୁ ସୃଷ୍ଟି ମନୁଷ୍ୟ

ଦୄଶ୍ଯ

ଭେଣ୍ତିଆ ପାଉଛି ବାର୍ଦ୍ଧକ୍ଯ ଭତ୍ତାକୁବୟସକୁ କରି ହାତବିଧବା ମନରେ ଆଇଁଷ ଚିନ୍ତାରସବାର ହେଉଛି ଭୂତ ାା ଅଧାଦାମ୍ ରେ ପାନିଆ କିଣାକୁଚନ୍ଦା ହାତୋଉଛି ଲାଗିନୁଖୁରା ମୁଣ୍ତକୁ ତେଲ ବିକା ଶେଷଫେରିଆସେ ଧାଡି ଭାଂଗି ାା ଚାରିଛୁଆ

ପଥିକ ଓ ଚଲାପଥ

ହେ ପଥିକ!!ଚାଲୁଥାଅ ତୁମେ ପଥ ଅବିରତବକ ଲକ୍ଷ୍ୟ ପରି ରଖି ନିଜ ଲକ୍ଷ୍ୟହୁଅନାହିଁ ସନ୍ଦିହାନ ତାହା କେତେଦୂର କେତେପାଖ ।। ସାମ୍ନା କରିବାକୁ ହେବ,କେବେ ମରୂ କାନ୍ତର ର ତୀବ୍ର ବାଲିଝଡକେବେ ପୁଣି ଅଶାନ୍ତ ଝଡ଼ର ଝିଙ୍ଗାରି,କେବେ ଆସିପାରେ ପଥରେ,ସୋରିଷ ର କ୍ଷେତମନେ ଭରି ଆଶା ଅସୁମାରୀ

ଈଶ୍ୱରଙ୍କ ଆରାଧନା ଓ ପ୍ରକୃତି ବର୍ଣ୍ଣନା

ଧୀମନ୍ତ ମଣ୍ଡଳୀ ଏ ରସ ଆବଳୀଘେନା କର ଅତି ସାବଧାନଏ ମର୍ତ୍ତ୍ୟ ମଣ୍ଡଳ ଭୂତଳ ଅତଳତଳାତଳ ଆଉ ସ୍ୱର୍ଗ ଘେନ,ଯା'ର ଇଙ୍ଗିତରେଚଉଦ ବ୍ରହ୍ମାଣ୍ଡ ଗତି କରେ,ସେ ଅତି ବିଚିତ୍ର ନାହିଁ ତା'ର ଗୋତ୍ରନାହିଁ ନେତ୍ର,ହସ୍ତ ଗାତ୍ର ଟିରେ ।୧। ଶଇଳ ନିର୍ଝର ଅବିରତ ଝରକୁଳୁକୁଳୁ ଗାନେ ଯାଏ

ଶୀତ

ଶୀତ ଏକ ମଖମଲୀରୁପା ର ଚାଦରବୁନ୍ଦା ବୁନ୍ଦା ଶିଶିର ବିନ୍ଦୁରେକଅଁଳିଆ ସୂର୍ଯ୍ୟ ର ପ୍ରତିଛବିଫୁଲ ଦୋଳିରେ ଝୁଲୁଥିବାସମୟର ବୈଭବ କୁଚିତ୍ରଣ କରୁଥିବା ବରିଷ୍ଠ ଚିତ୍ରକର ଭଳିଉଡାତ୍ତ, କମନୀୟନୀରବ, ନିଥର || ଶୀତ ଏକ ସମାହାରଜୀବନ, ମୃତ୍ୟୁ ର |ଗଦା ଗଦା ରେଶମୀ ବସ୍ତ୍ର ରେହସୁଥିବା

ମନ୍ତ୍ରୀ ଆସୁଛନ୍ତି

ଆସ ତୁମେ ଥରେ ମୋ ଗାଁ ତୀରେପଡୁ ପଲ୍ଲୀପୁରେ ପାଦଖାଲି ହାତେ ଆସ କିଛି ମାଗୁ ନାହିକରେ ଟିକେ ଖୋଷାମଦ ।ତୁମେ ଆସିଗଲେ ବଦଳିବ ଗଳିବଦଳିବ ଗାଁ ରଙ୍ଗତୁମ ଗାଡି ଚକ ଗଡ଼ିଲେ ଥରୁଟେବଦଳିବ ସବୁ ଢଙ୍ଗ ।ରାସ୍ତା ପରିଷ୍କାର ପ୍ରବେଶ ଦୁଆରୁଖାଲ ଢ଼ିପ ସମତୁଲଅଧା ଗଢ଼ା ସବୁ ସମ୍ପୂର୍ଣ୍ଣ ହୋଇବଠିକାଦାର

ଅତିଥି ଶାଳା

ମନ ଏକ ଅତିଥିର ଶାଳାଏଠି ସବୁ ଅତିଥିମନ ଏକ ଅତିଥିର ଶାଳାଏଠି ସବୁ ଅତିଥି ଆଉ ବୟସ ………… ବୟସ ଏକ ସମୟ ପରିସବୁ ଦେଖି ଚାଲୁ ଥାଏଅପେକ୍ଷା ନକରି , ଅତୀତ ଏକ ପାନ୍ଥଶାଳାଅତୀତ ଏକ ପାନ୍ଥଶାଳା……..ସ୍ମୁତି ର ସହରରେ ଆଉ ସମ୍ପର୍କ ………… ସମ୍ପର୍କ ଏଠିସ୍ୱାର୍ଥ ସାଥେସାଥି ହୋଇ

।। ଅସ୍ପଷ୍ଟ କଳ୍ପନାର ସ୍ପଷ୍ଟ ଏକ ପରିଭାଷା ।।

ମୋର ଭାବନାର ଝରଣାରେକୁଳୁ କୁଳୁ ହୋଇ ବହିଯାଉଥିବାସ୍ରୋତଟେ ତୁମୋ ଜୀବନର ଅଭୁଲା ସ୍ମୃତିର ଅନୁଭୁତିରେଧଳା କାଗଜର ପୃଷ୍ଠଭୂମିକୁଆଲୋଡ଼ିତ କରୁଥିବା ଓଲେଖନୀ ମୁନରୁ ଝରି ଆସୁଥିବାସ୍ୟାହିଟେ ତୁମୋ କବିତାର ଅସ୍ପଷ୍ଟ କଳ୍ପନାରସ୍ପଷ୍ଟ ଏକ ପରିଭାଷାଟେ ତୁ ପ୍ରତିଟି ବିନିଦ୍ର ରଜନୀର
error: Content is protected !!