News
lipub
samparksetu
Browsing Category

ଫୁରସତ

ସହରଠୁ ଦୂରେ

    ସମୟ ତୁ କହିପାରିବୁ କି ଏ ପଥ ପ୍ରାନ୍ତରେ                                   ମୋ ପ୍ରତିଛବି ର ମୂଲ୍ୟ କେତେ,        ଯେଉଁଠି ବିତି ଯାଇଛି ଦିନ ମାସ ଆଉ ବର୍ଷ କେତେ        ଦେଇ ପାରିବୁ କି ହିସାବ ସେ ମୂଲ୍ୟବୋଧ ର        ଯେଉଁଠି ବନ୍ଧା ପଡ଼ିଛି ମୋ ପ୍ରତିଦିନ ର ଅଧା ସମୟ

ହେ ମଧୁସୂଦନ ଏ ମାନବ ଜାତି କୁ ଦିଅ ସତ୍ ଜ୍ଞାନ

ଜୀବ ମଧ୍ୟରେ ମନୁଷ୍ୟ ହେଉଛି ସବୁଠାରୁ ସର୍ବଶ୍ରେଷ୍ଠ ଜୀବ, ଏହି ମନୁଷ୍ୟ ଜନ୍ମ ହେଉଛି ଦୁର୍ଲଭ ଜନ୍ମ ତାହା କୋଟି ତପସ୍ୟାର ଫଳ l ପୂର୍ବ ଜନ୍ମର କର୍ମ ଧର୍ମ ଅନୁସାରେ ଭଗବାନ ମାନବ ଜନ୍ମ ଦେଇଥାନ୍ତି l କିନ୍ତୁ ଏବେ ମାନବ ଜାତି ଟା ଏତେ ନୃଶଂସ ପାଲଟି ଯାଇଛି କହିଲେ ନ ସରେ । ବର୍ତ୍ତମାନ

ସାରଳା କ୍ଲବ୍ ଗୁଣ୍ଡିଚାପଡ଼ା,ଏକ ଉଦୀୟମାନ ଫୁଟବଲ ଟିମ୍

ଫୁଟବଲ ହେଉଛି ସମସ୍ତ କ୍ରୀଡା ମଧ୍ୟରେ ଖୁବ ଲୋକପ୍ରିୟ ଖେଳ। ଏହି ଖେଳର ଇତିହାସ ବହୁତ ପୁରୁଣା, ଫୁଟବଲ୍ ପ୍ରତିଷ୍ଠାନ ଫିଫା ଅନୁଯାୟୀ ଏହି ଖେଳ ଚୀନରେ ଆରମ୍ଭ ହୋଇଥିଲା। ଊନବିଂଶ ଶତାବ୍ଦୀର ମଧ୍ୟ ଭାଗରେ ଏହି କ୍ରୀଡ଼ା ଇଂଲଣ୍ଡର ସରକାରୀ ବିଦ୍ୟାଳୟରେ ପ୍ରଥମେ ଆରମ୍ଭ ହୋଇଥିଲା, ଫୁଟବଲ ଖେଳର

ନିସ୍ତବ୍ଧ ଅନ୍ଧକାର

ନିସ୍ତବ୍ଧ ଏ ଅନ୍ଧକାର ରାତିରେ କେଇଟା ପୁରୁଷଙ୍କ ଦୁଷ୍କର୍ମ ଚିନ୍ତନରେ ପୁରୁଷର ଏ ପିଶାଚ ଅତ୍ୟାଚାରରେ ନାରୀ ସାଜେ ଜୀବନ୍ତ ମୁର୍ଦାରଟିଏରେ || ନିସ୍ତବ୍ଧ ଅନ୍ଧକାର ରାତିରେ ହୁଏ ବିକଟାଳରେ କେଉଁ ନାରୀର ଚିତ୍କାର (2) ଏଠି ମାଧବ ଆସନ୍ତିନି ବସ୍ତ୍ରହରଣରେ ପୁରୁଷ ପଶୁ

।। ଅସରନ୍ତି ଇଚ୍ଛା ।।

କେବେ କେବେ ଇଚ୍ଛା ହୁଏ ବାଣ୍ଟି ଦିଅନ୍ତିନିଜକୁ ଭିନ୍ନ ଭିନ୍ନ ଇଲାକା ମଧ୍ୟରେପୋଛି ଦିଅନ୍ତି ସାହାରା ଖୋଜୁଥିବାଅନେକ ଆଖିର ଲୁହ କରି ଦିଅନ୍ତି ପୁରା ଅନେକ କୋମଳ ପାପୁଲିମୁଠେଇ ରଖିଥିବା ମେଞ୍ଚା ମେଞ୍ଚା ସ୍ଵପ୍ନଶାନ୍ତ କରିଦିଅନ୍ତି ଜୀବନର ଚଲାପଥରେପେଶୀ ହୋଇ କ୍ଷତ ବିକ୍ଷତ

କୃପାମୟୀ ବାଉତି

ମାଗୋ ମା ବାଉତି ଘେନ ମୋ ପ୍ରଣତିକୃପାମୟୀ ଆଦିଶକ୍ତି !କୁନୁଆଁ ଗ୍ରାମରେ ପାହାଡ କୋଳରେ ଖ୍ୟାତ ତୋର ଯଶକୀରତି !ଭକ୍ତ ଛୁଟିଆସେ ଦୁରଦିଗନ୍ତରୁ

ଐତିହାସିକ ବିଜୟ

ବିଶ୍ଵ ଗ୍ରାସି ବିଶ୍ଵ ଭୟକରୋନା ରୋଗର ହେଲା ବିଲୟ ସୁଜନେ ହେଆଜି ଭାରତ ବାସୀ ବିଜୟ ।ଏକଶ, ତିରିଶ କୋଟି,ଜନସଂଖ୍ୟା ମୋର ଦେଶର ସ୍ଥିତି, ସୁଜନେ ହେଟିକା ନେଲେ ଏକଶତ କୋଟି ।ତଥାପି ଯାଇନି ଭୟଦେଶବାସୀ ମୋର ସତର୍କ ରୁହ, ସୁଜନେ ହେମାସ୍କ ପିନ୍ଧ, ସଦା ହାତ ଧୁଅ ।ଆମ ମୋଦି ସରକାରନବୀନ ତହିଁକି

ଫୁଲ

ସଞ୍ଜ ନଇଁବା ଆଗରୁଅଲାଜୁକୀ ମାଟି ଟାରେକେତେ ଫୁଲମଉଳି ଯାଆନ୍ତି...ଫୁଟିବା ଆଗରୁ କିଏ ଜାଣେ??ଫୁଟିଥିବା ଫୁଲ କେତେମକଚି ହୁଅନ୍ତି ଜହ୍ଲାଦ ରପାଦ ତଳେ ସେ ହିସାବ କିଏ ବା ରଖିଛି??ବିଲୁଆଖାଇ ନଦୀ ପଠା ରୁମହାଲିଙ୍ଗ ଯାଏକୁଢ଼ କୁଢ଼ ମଉଳା ଫୁଲ ରେଇତିହାସ କର୍ଦ୍ଦମାକ୍ତଛବିରାଣୀ ଖାଲି

ବନ୍ଦେ ଦେବୀ ମହାଲକ୍ଷ୍ମୀ

ଇଶ୍ଵରୀ ସୁରଭି ସୁଧା ବସୁଧା ଇନ୍ଦିରାଆଦିତି ଅମଳା ଅର୍ଣ୍ଣl ଅମୀୟl ଅକ୍ଷରା l ସମ୍ପଦା ସିନ୍ଧୁଜା ଶ୍ରେୟା ଭାର୍ଗବୀ ଶ୍ରୀଦେବୀକଲ୍ୟାଣୀ କମଳା କୁହୁ ଭାମା ଧନ୍ୟା ଦେବୀ l ପଦ୍ମିନୀ ମଙ୍ଗଳା ଶାନ୍ତl ମାୟା ନେତ୍ରୀ ନିତ୍ୟlପଦ୍ମଜା ରାଗିଣୀ ରମା ପୁଷ୍ଟି ଜୟା ସତ୍ୟା l ପଦ୍ମାଳୟା

ଢେଙ୍କାନାଳ ଲକ୍ଷ୍ମୀ ପୂଜା

ସହରରେ ଆମ ଶୁଭିଲାଣି ଶଙ୍ଖବାଜିଲାଣି ଢ଼ୋଲ ବାଜା,ବହୁ ଦିନ ପରେ ଆସିଛି ଆଜି ଏଢ଼େଙ୍କାନାଳ ଲକ୍ଷ୍ମୀ ପୂଜା ll ଚାନ୍ଦି ମେଢ଼ ସାଥେ ସୁନାର ମୁକୁଟପାଲଟିଛି ଆକର୍ଷଣ,ଦେଖିବା ପାଇଁ କି ଗଜଲକ୍ଷ୍ମୀ ପୂଜାଶିହରିତ ମନ ପ୍ରାଣ ll ଆଲୋକ ସଜ୍ଜାକୁ ସୁଉଚ୍ଚ ତୋରଣଦିଶେ କେଡେ ମନଲୋଭା,ସତେ କି
error: Content is protected !!