News
lipub
samparksetu
Browsing Category

ଫୁରସତ

କଲମ ବ୍ୟସ୍ତ ଥିବ

କେତେ କେତେ କବିତାଆଜି ରଚନା ହେଉଥିବ ,ମୁଁ ରୁ ତୁମେ ତୁମେ ରୁ ବିଶ୍ୱଆଜି ବିଶ୍ୱରେତୁମ ଓ ମୋ ଭାବନାନିଜନିଜ ବିଶ୍ୱ ରଚୁଥିବ । ପ୍ରେମର କବିତା ଲେଖୁଥିବ !ନୂଆ ନୂଆ ଭାବନାକୁକାହା ପାଦତଳେ ସମର୍ପି ଥିବ !ନା ନିରୀହ ଫୁଲକୁ ହତ୍ୟା କରିପ୍ରେମ ନିବେଦନର ପଂକ୍ତି ଲେଖୁଥିବ ?ନା ଓଠ କିମ୍ବା

ଜୀବନ

ଜୀବନର ମାନେ କଣ ଯେ!କେବଳ କଣ ସଂଘର୍ଷ?ଭଲ ହେବାର ଦ୍ୱାହି ଦେବାକୁ ହୁଏନିଜେ କେବଳ ଜଳିଜଳିଦେଖିବାକୁ ଅନ୍ୟ ମୁଂହରେ ହସତଥାପି କଣ କରିହୁଏ ତୋଷ?ଅଳ୍ପକିଛି କ୍ଷଣର ସନ୍ତୋଷ ପରେ ଖୋଜିନ୍ତି ସେଥିରେ ଖୁଣଦୋଷନିଆଁରେ ଘିଅ ଢ଼ାଳିଲା ପରିଚାଲେ ଖାଲି ଶିଖାମତାତିନି ତୁଣ୍ଡରେ ଛେଳି ସାଜେ

ଫେରିଆ ମୋ ଧନରେ

ମୋ ଧନରେକେମିତି ଭୁଲିବି ଏ ଦିନକୁ କହଆଜି ପରା ସେହି ଦିନରେ,ମୋ କୋଳ କରିଥିଲୁ ପୂର୍ଣ୍ଣରେମୋ ଧନରେ.........! ତୁ ଆଜି ନାହୁଁ ସ୍ମୃତି ତୋର ଅଛିଭୁଲିନି ଦୁଃଖିନୀ ମାଆରେ,ଝୁରିହୁଏ ରାତି ଦିନରେମୋ ଧନରେ........! କେଉଁଆଡେ ଗଲୁ ଏକା କରିଦେଲୁଖୋଜୁଛି ତୋତେ ତୋ ମାଆରେ,ଫେରିଆ ଫେରିଆ

ହାରମୋନିଅମ୍

"ହାରମୋନିଅମ୍" ସଂଗୀତ ଶିକ୍ଷା କରିବା ପାଇଁ ବଡ ଜରୁରୀ ଯନ୍ତ୍ର ଟିଏ। ସଂଗୀତ ଗୁରୁ ମାନେ ସାଧାରଣତଃ ଏହି ଯନ୍ତ୍ର କୁ ବ୍ୟବହାର କରି ପ୍ରାରମ୍ଭିକ ପର୍ଯ୍ୟାୟ ରେ କଣ୍ଠ ସଂଗୀତ ର ଶିକ୍ଷା ଦିଅନ୍ତି। ହେଲେ ସମସ୍ତଙ୍କ ପକ୍ଷେ ଏହାକୁ କିଣିବା ସମ୍ଭବ ହୁଏ

ପୁଅ

କେବେ ସେ ବିବାହ ବନ୍ଧନରେ ବାନ୍ଧିହୋଇପରିବାରକୁ ଭୁଲେ ନାହିଁ,ତଥାପି ଦୁନିଆ ତାକୁ କୁହେତୁ ପୁଅ ତତେ କଷ୍ଟ ହୁଏ ନାହିଁ। କେବେ ସେ ବାପ ହୋଇ ବିନା ଲୁହରେ କାନ୍ଦେହେଲେ ଦୁନିଆକୁ ଦେଖାଏ ନାହିଁ,ତଥାପି ଦୁନିଆ ତାକୁ କୁହେତୁ ପୁଅ ତତେ କଷ୍ଟ ହୁଏ ନାହିଁ। କେବେ ସେ ପୁଅକୁ କାନ୍ଧରେ ବସାଇସେ

ମାଟିର ଗନ୍ଧ

ମା ମାଟି ମାତୃଭାଷାସବୁ ତ ଏଇଠିଭୁଲିବି କିପରିମୋ ଷଠି ଘର ଯେଉଁଠି ॥୧ ମା ମମତା ମାତୃଭୂମିସବୁତ ଏଇଠିଭୁଲିବି କିପରିହଜିଛି ମୋ ପିଲା ଦିନ ଯେଉଁଠି॥୨ ମା ମନ୍ଦିର ମା କୋଳସବୁ ତ ଏଇଠିଭୁଲିବି କିପରି?ହସ ଖେଳ ବିତିଛି ଯେଉଁଠି॥୩ ମା ‍ମାଟିଖେଳ କାଠର କଣ୍ଢେଇସବୁତ ଏତ

ମୁଁ ସ୍ଵାଧୀନତା ଦେଇଛି

ଦେଶ କୁ ସ୍ଵାଧୀନତା ମିଳିନଥାଏ। ଗାନ୍ଧିଜୀ ଭାରତ ଛାଡ ଆନ୍ଦୋଳନ ର ଡାକରା ଦେଇଥାନ୍ତି। ପୁରା ଦେଶ ଚଳ ଚଞ୍ଚଳ ହୋଇଉଠି ଥାଏ। ସେହି ସମୟରେ ଆମ ଓଡ଼ିଶା ର ଗୋଟେ ଛୋଟ ଗାଁ ସରଧାପୁର ର ସତ୍ୟାନନ୍ଦ ମହାପାତ୍ର ଯିଏ କି ଶିକ୍ଷକତା ଛାଡ଼ି ଆନ୍ଦୋଳନ ରେ ଯୋଗ ଦେଇଥାନ୍ତି। ତାଙ୍କ ଘରେ ଆନ୍ଦୋଳନକାରୀ

ଗାଁ ସୁନ୍ଦରୀ

କୁକୁଡ଼ା ରାବିଲେ ତପନ ଉଇଁଲେରାତିପାହି ହେଲା ସକାଳ,ମନ୍ଦିରରେ ଶଙ୍ଖ ଘଣ୍ଟି ଶୁଭିଲାଣିକଲେଣି ଲୋକେ ଚଳ ପ୍ରଚଳ। ସକାଳୁ ଉଠି ମୁଁ ଚାହିଁ ବସିଛିଆସିବ ସେ କେବେ ମନ୍ଦୀର,ତା ଲାଜୁଆ ଆଖିରେ ମୋ ଆଖି ମିଶିଲେଚାଲିଯାଏ ସେ ହୋଇ ତରବର। ଫୁଲେଇ ହେଇ ସାଙ୍ଗ ଆଗରେମୁହଁ ମୋଡି ଚାଲିଯାଏ,ପୁଣି କଣ

ଅଚିହ୍ନା ନାୟିକା-୭

ବହୁଦିନ ପରେ ଅଚିହ୍ନା ନାୟିକାହୋଲିରେ ଯେ ଦେଖାହେଲା,ସଖୀ ସଙ୍ଗେ ମିଶି ଆନନ୍ଦ ମନରେଅବିର ସେ ଖେଳୁଥିଲା। ହୋଲିର ରଙ୍ଗରେ ରଙ୍ଗାୟିତ ହୋଇନାଚୁଥିଲା ଝୁଲି ଝୁଲି,ମୋତେ ଦେଖି ସଙ୍ଗେ କାହିଁକି କେଜାଣିକେଉଁଆଡେ ଗଲା ଚାଲି..! ରଙ୍ଗ ଅବିରକୁ ହାତରେ ମୁଁ ଧରିଖୋଜିଲି ଅଚିହ୍ନା ନାୟିକା,ଗହଳି
error: Content is protected !!