News
lipub
samparksetu
Browsing Category

ଫୁରସତ

ଜ୍ୟୋତି ତୁମେ ଆମ ପାଇଁ ଚିରସ୍ମରଣୀୟ

ଅନ୍ଧକାର କୁ ଜ୍ୟୋତି ଦେବାପାଇଁ ଭଗବାନ ତୁମକୁ ଏହି ଧରାପୃଷ୍ଠକୁ ପଠାଇଥିଲେ, ସେଥିପାଇଁ ତ ତୁମରି ନାମ ପିତାମାତା ରଖିଥିଲେ ଜ୍ୟୋତିପ୍ରକାଶ ,କିନ୍ତୁ ଅଦିନ ଝଡ଼ରେ ସ୍ୱପ୍ନର ସମ୍ଭାର ଉଜୁଡ଼ି ଯିବ କିଏ ବା ଜାଣିଥିଲା ।ତୁମେ ଜ୍ୟୋତି ଦେବା ଆଗରୁ କାଳର କରାଳ ରୂପ ତୁମକୁ ଗ୍ରାସିତ କରିଦେଲା।

କପାଳ ଲିଖନ

ପୂରୁବ ଜନମ       କରମକୁ ନେଇ     ବିହିଲେଖେ  ଭାଲପଟ୍ଟାରେ !ସୁଖ ଅଳପକୁ      ଦୁଃଖ  ସାଗରରେ     ଡୁବିଡୁବି ଭାଷି  ଚାଲେରେ !!ଏକଈର  ବଳା      ବିସିକେଶନ ମୁଁ      ଜନମିଥିଲି      ଏ ଗାଁରେ !ଦୁଃଖ  ହରଣରେ     ସେନେହଭାଯକ           ମିଶାଣ   ପୀରତିଭରେ !!ସହପାଠୀ  ମାନେ   

।। ବର୍ଷା ।।

ଏଇ ବର୍ଷାର ଆଗମନରେଏକ ଅହେତୁକ ଆକର୍ଷଣ ସାଥେମୂର୍ଚ୍ଛନା ହୋଇ ନାଚି ଉଠୁମୋର ହୃଦୟ ଅବସନ୍ନ ଓ କ୍ଲାନ୍ତିରେଥକି ଯାଇଥିବା ର ଅଭିଯୋଗଅହରହ ଖୁବ୍ କୋଳାହଳସୃଷ୍ଟି କରୁଛି ଜୀବନରେ ପତ୍ରଝଡ଼ା ଦେଇଥିବାଏ ଶୁଖିଲା ଗଛର ଡାଳଅନେକ ଦିନରୁ ଖୋଜିବୁଲୁଚିବିହଙ୍ଗ ବିଚରଣ ଏକ ନୂତନ ଅୟମାରମ୍ଭ

ପରିଚୟ

ତୁମରି ଠିକଣା ଭୁଲିଯାଇଅଛି ମନେପଡେ ତୁମ ସ୍ମୁରତି!ମୋ ଭାଗ୍ୟ ଆକାଶେ ଲଘୁଚାପବର୍ଷା ଅଦିନେ ଆଣିଲା ବିପତ୍ତି !!ତୁମ

ତସ୍ମୈ ଶ୍ରୀ ଗୁରବେ ନମଃ

ବିଦ୍ୟା ସର୍ବତ୍ର ପୂଜ୍ୟତେ ,ବିଦ୍ୟାବାନ ସମସ୍ତଙ୍କର ଆଦରଣୀୟ ,ଗୁରୁ ଶବ୍ଦର ଅର୍ଥ ହେଲା ଏମିତି ଜଣେ ମଣିଷ ଯାହାଙ୍କର କୌଣସି ଏକ କ୍ଷେତ୍ରରେ ବିଶେଷ ଜ୍ଞାନ ଓ ଦକ୍ଷତା ରହିଛି ଏବଂ ଯିଏ ଏହାକୁ ଅନ୍ୟମାନଙ୍କର ମାର୍ଗଦର୍ଶନ ପାଇଁ ବ୍ୟବହାର କରନ୍ତି । 'ଗୁ' ଶବ୍ଦର ଅର୍ଥ ଅନ୍ଧାର 'ରୁ' ଶବ୍ଦର

।। ଜୀବନ ।।

ଏକ ଉତପ୍ତ ସଞ୍ଜରେତପ୍ତିତ ଲୁହର ପରିସୀମାକୁମାପିବା ଏତେ ସହଜ ନଥିଲାଖୋଜୁଥିଲି ନିରୋଳା ଆକାଶହେଲେ ମିଳିଥିଲାସଦ୍ୟ ଢାଙ୍କୁଣି ଘୋଡ଼ାଇହୋଇ ଆସୁଥିବାଧଳା ବଦଲର ଆସ୍ତରଣଚାହୁଥିଲି କିଚିରି ମିଚିରି କରିଗୀତ ଗାଉଥିବା ବିହଙ୍ଗ ସମୂହହେଲେ ଦିଶୁଥିଲା ଘର ବାହୁଡ଼ା ଚଢ଼େଇଓ ଏକ ଅନ୍ଧାରୁଆ

ବାପା

ମୋ ଅତି ଆଦରର ବାପା ଏ ଧରାଧାମ ରୁ ବିଦାୟ ନେଇ ଗଲେଣି ସେ ଅଫେରା ରାଇଜକୁ ଖାଲି ଛାଡି ଯାଇଛନ୍ତି ପୁରୁଣା ସ୍ମୃତି ସବୁ... ଯାହା ଏବେବି ମନେ ପଡୁଛି.... ଆଉ ଆଖିଟା ଲୁହରେ ଭର୍ତ୍ତି ହୋଇ ଯାଉଚି. ସେ ବାପାଙ୍କ ସ୍ନେହ ଯେତେ ଖୋଜିଲେ ବି ଆଉ ଜୀବନରେ ମିଳେନି... ସବୁଦିନ ପାଇଁ ମୋ ଜୀବନ

ଆମେ ତ ସନ୍ତାନ ଭାରତ ମାତା ର

ଆମେ ତ ସନ୍ତାନ ଭାରତ ମାତା ର,ରକତେ ରହିଛି ଆମ ଦେଶ ଭକ୍ତି ପ୍ରେମ ।ଗୀତ ଗାଇବା ଆମେ ଖେଳ ଖେଳିବା ,ଓ….ଗୀତ ଗାଇବା ଆମେ ଖେଳ ଖେଳିବା,ଦେଶ ର ମସ୍ତକ ଆମେ ଟେକି ରଖିବା ।ସେବା କରିବା ଆମେ ସୁରକ୍ଷା ଦେବା ,ଦେଶ କୁ ବଞ୍ଚାଇ ଆମେ ରଖିବା ।। ଆମେ ତ ସନ୍ତାନ ଭାରତ ମାତା ର,ରକତେ ରହିଛି

ଏ ଜନ୍ମର ଅଷ୍ଟମୀ…… ଖାଲି ତୁମର

ତୁମେ ଜନ୍ମ ଦେବକୀ ଗର୍ଭରଭାଦ୍ର କୃଷ୍ଣପକ୍ଷ ଅଷ୍ଟମୀ ତିଥିରଅନ୍ଧର ଲଉଡ଼ି ଯଶୋଦା ମା'ରବତ୍ସଲ୍ୟ ମମତା କୋଳ ଅତିଥିର || ଅନ୍ଧାର କୋଠରୀରେ..... ଜନ୍ମ ତୁମରଦୂର କରିବାକୁ..... ଏ ଦୁନିଆ ଅନ୍ଧାରସାଥେ ଆଣିଥିଲ ବିଜୁଳି ଚମକମେଘ ମଲ୍ହାର.....ନା ଥିଲ ମଥୁରାର ....ନା ଗୋପର କିଏ କହେ
error: Content is protected !!