News
lipub
samparksetu
Browsing Category

ଫୁରସତ

ଜନ୍ମଭୂମି ପ୍ରତି ପ୍ରେମଭାବନା

ଜନ୍ମଭୂମି ପ୍ରତି ପ୍ରେମଭାବନା ✍️ ଅନସାର୍ ଅଲୀ ଖାଁ ବନ୍ଧୁଗଣ ! ପ୍ରେମ ହେଉଛି ଏକ ମାନବିକଗୁଣ ଯାହା ମାନବ ଜୀବନକୁ ସାର୍ଥକ କରିଥାଏ । ଏହି ମାନବୀୟଗୁଣ ବିଭିନ୍ନ ରୂପରେ ଝଟକିଥାଏ। କେତେବେଳେ ପାରିବାରିକ ପ୍ରେମ, କେବେ ଜାତିଗତ ପ୍ରେମ, କେବେ ବନ୍ଧୁମାନଙ୍କ ପାଇଁ ପ୍ରେମ ଏବଂ

‘ପ୍ରେମ’

ଅମାନିଆ ଆଖି ଟା ଚାଲିଯାଏଲାଲ ଅଧର ରେ ଲାଖିଯାଏକାହାର ସ୍ପର୍ଶ ରେପୁଣି ଫେରିଆସେସଂଜ୍ଞାହୀନ ହୁଏ। କାହିଁକି ଯେ ହୁଏଜାଣି ହୁଏନାଏ ଆଖି ର ଦୋଷ ନାସୁନ୍ଦରତା ର ମୋହ ?କିଛି ବୁଝିପାରେନା। ନଦେଖିଲେ ମନ ଟା ମରିଯାଏଚିନ୍ତାସବୁ କେନ୍ଦ୍ରୀଭୂତ ହୁଏଆଖି ଘୁରିବୁଲେଦୂର ଦିଗନ୍ତର କୁ

ମୁଁ ବଂଚିଛି

ହେଲେ ମୁଁ ବଂଚିଛି ଆଗପରି ଦେଖକାଲି ମାନଙ୍କର ସହହସୁଛି ଦେଖେଇ କାନ୍ଦୁଛି ଲୁଚେଇଚାପି ଛିତି ତଳେ କୋହ ।। ସହାୟତା ମାଗି ଭାଗ୍ୟକୁ ଜୀଇଁଛିହାତପତା ଅନୁଦାନେକପାଳ ଲେଖାକୁ ଲୁଚେଇ ପଢୁଛିଏକା ଏକା ମନେ ମନେ ।। ନିଜର

ବନ୍ଧୁତା

ବନ୍ଧୁ ......ନିର୍ମଳ ଐଶ୍ଵରିୟ ଭିର୍ଣ୍ଣ ଏକ ସମ୍ପର୍କଜୀବନର ଗୁରୁତ୍ୱପୂର୍ଣ୍ଣ ଭୂମିକାବନ୍ଧୁ କେବଳ ଶବ୍ଦ ନୁହେଁମନର ଅନୁଭବ ଓ ଆତ୍ମାର ଅତ୍ମୀୟତା || ବନ୍ଧୁ.....ଜୀବନର ପ୍ରତିନିଧିତ୍ଵ ସମ୍ପର୍କସୁଖ ଦୁଃଖ ବନ୍ଧନର ସର୍ବୋତ୍ତମ ଦର୍ପଣବନ୍ଧୁତ୍ୱ ବୟସର ମାପ କାଠି ନୁହେଁଅସରାଏ

ଦରଖାସ୍ତ

ସମୟ ବଦଳି ଗଲାଣିମଣିଷ, ପାଣି, ପବନହଜିଗଲାଣି ମଣିଷପଣିଆମାନବିକତା…. ଆଜି ଯେ ରାଜେନ୍ଦ୍ରାସନେକାଲି ସେ ଫକୀରଏକଥାକୁ ଭୁଲି ଜନେକ୍ଷମତାର କରନ୍ତିଅପବ୍ୟବହାର… ଯଦି ଆପଣାର ଭାବିଦୁଃଖ ଜଣାଅ ସେ ହିଁତୁମକୁ କରିବ ବ୍ୟବହାର….ହେ ଈଶ୍ୱର, ପଚାରେତୁମକୁ ଏ କେମିତିକାବିଚାର ତୁମର.. ?ଯିଏ

ସୂର୍ଯ୍ୟଙ୍କ ପ୍ରଥମ ସୁନେଲି କିରଣ

ସୂର୍ଯ୍ୟଙ୍କ ପ୍ରଥମ ସୁନେଲି କିରଣଧରାକୁ ଯେ ଛୁଇଁ ଗଲାଘାସ ଗାଲିଚାରେ ବରଷାର ଟୋପାମୋତି ପରି ଦେଖାଗଲା ।ବାଛୁରୀଟି ଭଲ ଡିଆଁ ମାରୁ ଅଛିଲାଙ୍ଗୁଡ ଦେଇଛି ଟେକିହମ୍ବା ରଡି କରି ଧାଇଁ ଆସୁଥାଏତା ମାଆ ଦିଅଇ ଚାଟି ।ଆମ୍ବ ଗଛ ଡାଳେ ହନୁ ମାଙ୍କଡ଼ଟିମାରୁଅଛି ଭଲ ଡିଆଁଥଣ୍ଟେ ରୁଟି ଧରି ଚାଳ ପରେ

“ଢେଙ୍କାନାଳ ମୋର ଜନମଭୂଇଁ”

ଢେଙ୍କାନାଳ ମୋର ଜନମଭୂଇଁମୋ' ମାଟି ମାଆର ତୁଳନା ନାହିଁ,ନଈ ନାଳ କ୍ଷେତ ବଣ ପରବତସବୁଜିମା ଭରା ପାହାଡଭୂଇଁ।ଢେଙ୍କାନାଳ…ସାତ ପରବତ ମାଳା ଶିଖରକପିଳାସ ରୂପ ଶୋଭା ଆଧାର,ମାଆର ମୁକୁଟ ପରାୟେ ଶୋଭଇଭାଷାରେ ବର୍ଣ୍ଣିବା ସହଜ ନୋହି। ଢେଙ୍କାନାଳ…ସପ୍ତଶଯ୍ୟା ଗିରି କନ୍ଦର ଶୋଭାତା' ବନଝରଣା

” ପ୍ରାୟଶ୍ଚିତ “

ପ୍ରାୟଶ୍ଚିତ ର ଅଗ୍ନିର ଜ୍ୱାଳାରେଉତ୍ତାପରେ ସିଜି ଯାଏପ୍ରେମିକାର ହୃଦୟରେତଥାବି ପ୍ରାୟଶ୍ଚିତ ଖୋଜେ ତା ପ୍ରେମରେ || ଖାଲି ଅନୁତାପ, ଅବସାଦ ଆଉ ଅବଶୋଷବିଦଗ୍ଧ କ୍ଷତାକ୍ତ ହୋଇ ଉଠେମନ ଆଉ ଅଷ୍ଟାଙ୍ଗ ଶରୀର ର ସବୁ ଶୋଷ || ଜିଜ୍ଞାସା ଜ୍ୱାଳାରେମନ ଥାଏ ସ୍ବପ୍ନ ସ୍ମଶାନରେ ,ଅଶ୍ରୁ ସବୁ
error: Content is protected !!