News
lipub
samparksetu
Browsing Category

ଫୁରସତ

ଈଦ୍ ମୁବାରକ

ଶେଷ ହୋଇଛି ପବିତ୍ର ରମଜାନ ମାସର ରୋଜା । ଗତକାଲି ସନ୍ଧ୍ୟାରେ ଚନ୍ଦ୍ର ଦେଖି ରୋଜା ସମାପ୍ତ ପୂର୍ବକ ଆଜି ଇସଲାମି ଧର୍ମାବଲମ୍ବୀ ଈଦ୍-ଉଲ୍-ଫିତର ନମାଜ ପାଠ କରିଛନ୍ତି।ପ୍ରତ୍ୟେକ ବର୍ଷ ସମସ୍ତ ହିନ୍ଦୁ ମୁସଲମାନ ଭାଇମାନେ ମିଳିତଭାବେ ଏହି ପବିତ୍ର ପର୍ବ ଟିକୁ ପାଳନ କରିଥାଆନ୍ତି ମାତ୍ର

‘ପରଶ୍ରୀକାତରତା’

ପରିବାର ହସିଉଠେ ଯଦି ପରିବାର ବର୍ଗଙ୍କ ମଧ୍ଯରେ ସୁସମ୍ପର୍କ, ଆନନ୍ଦ, ହସ, ଖୁସି ଏବଂ ଉତ୍ସାହ ଥାଏ। ଏଠାରେ ସମ୍ପର୍କ ବିଶ୍ୱାସ ଉପରେ ଆଧାରିତ ଓ ସମସ୍ତେ ପରସ୍ପର ପ୍ରତି ସହାନୁଭୂତି ଶୀଳ ହୋଇ ରହି ଥାଆନ୍ତି । ଯେତେବେଳେ ପରସ୍ପର ଭିତରେ ଈର୍ଷା, ଦ୍ବେଷ ବା ପରଶ୍ରୀକାତରତା ବାସ କରେ

ମୋ ମା’

ସବୁଠୁ ମଧୁର ଲାଗେ ମୋତେ ମୋର ମାଆସେ ଯେବେ ଡାକଇ ବାବୁ ଧନ ମୋ'ର ଆ' ।ଯେବେ ମୁଁ ଜନମ ନେଲି ତାହାରି କୋଳରେସେ ଆନନ୍ଦେ ହସୁଥାଏ ଅତି ସ୍ନେହ ଭରେ । ପଡି ଉଠି ହାତ ଧରି ଶିଖିଲି ମୁଁ ଚାଲିଖେଳିଥିଲି ତା'ସାଥେ ମୁଁ କେତେ ଧୂଳି ବାଲି ।ରୋଗ ବ୍ୟାଧି ବେଳେ ମୋ'ର ପାଶେ ରହିଥାଏଖଣ୍ଡିଆ

ଲକଡାଉନ ହାତଗଣ୍ଠି

ହାତକୁ ଦିହାତ ହେଵାକୁରେ ବନ୍ଧୁମନତ ଉଛର୍ଣ୍ଣ ହେଲାଣି !କଣ୍ଡୁରିଆ କହେ ଚିନ୍ତାକରନାହିଁନାଗନାଡ୍ଡୀ ଫିଟିଗଲାଣି !!ମାଉସୀ ପୁଅଟା ମେ ମାସରେ ଯେମଙ୍ଗୁଳୁତି ଖାଇ ଦେଲାଣି !!ପଡ଼ିଶା ଘରର ବୁଢ଼ୀମାଉସୀ ଟୀରାଜନୀତି ଭାରି କଲାଣି !ବନ୍ଧୁ ଚାରିଘର ଦେଖି ଆସିଥିଲେସବୁତକ ଭାଙ୍ଗି ଦେଲାଣି !!ମଉସା କହିଲେ

ସୁଖୀ କିଏ ?

ପଚାରିଲି ଯାଇ..ହେ ବିଶ୍ୱ ଗୋସାଇଁ..ଏ ସଂସାରେ ସୁଖୀ କିଏ..?ନଦେଲେ ଉତ୍ତର..ତ୍ୟାଗୀବି ଶରୀର..ଏ ପଣ ଅନ୍ୟଥା ନୁହେଁ..!!! ମୁରୁକି ହସିଲେ..ଭାବରେ ଭାସିଲେ..ଆଗେ କୁହ ତୁମେ କିଏ..?ଶୁଣି ଏହି ପ୍ରଶ୍ନ..ହୋଇ ହସ ହସ..କୁହେ ମୁଁ ଭିକାରୀ ଟିଏ..!!! ଭିକ୍ଷା ବୃତ୍ତି ଛାଡି..ଆସିଛି

ହସର ଜୟଗାନ

ସଭିଙ୍କ ମୁଁହରୁ ଉଭେଇ ଗଲାଣି ହସଯୁଆଡେ ଦେଖିବ ଚାରିଆଡ଼େ ଖାଲି ବିଷଦୁଃଖର ଦାସ ହୋଇ ହୁଅନାରେ ଉଦାସବ୍ୟଙ୍ଗ କବିତା କରିବ ଜୀବନ ସରସ । ହସ ଦ୍ୱାରା ତୁମେ ଦୁନିଆକୁ କର ବଶବ୍ୟଙ୍ଗମୋଦୀ ବଟି ଝରାଉ ବ୍ୟଙ୍ଗର ରସବ୍ୟଙ୍ଗରେ ଭରା ବ୍ୟଙ୍ଗ କବିତା ପାଠୋତ୍ସଵପାଳନ କରିବା ଆସ ହସର ଉତ୍ସବ ।

“ଲୁହ”

ବିରହ ଯନ୍ତ୍ରଣାମୋହ ଦଧିରେନୟନର ସୁଅଯେବେ ଭାସେ ଚିବୁକରେ , ଯତନେ ସାଇତେରଖେ ଲୁକାୟିତଅଜାଗା ଅବେଳିତକାଳେ ହେବ ବୃଷ୍ଟିପାତ || ମନ ବାଲୁକାରେଭାଙ୍ଗେ ସ୍ୱପ୍ନର ନଗରଭାସି ଆସେ ସ୍ମୃତିରାତି ଅନିଦ୍ରା ସହର……. ବିରହ ଛଳନାକେବେ ପ୍ରେମ ସ୍ମୃତିର ଜ୍ୱାଳା ,କେଇ ଦିନର ଅନୁଭୂତିରେଲୁହ

“ରୋଜା” ମାନବ ଜାତି ପାଇଁ ସହାନୁଭୂତି ର ମହାନ୍ ଶିକ୍ଷା

ଆଲ୍ଲା ତାଲା ଙ୍କ ର ନିକଟତା ପ୍ରାପ୍ତି ଉଦେଶ୍ୟ ରେ ଗୋଟିଏ ମୁସଲିମ ଧର୍ମାବଲମ୍ବୀ ରମଜାନ ର ଚନ୍ଦ୍ର ଦର୍ଶନ ପର ଠାରୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଅନ୍ନଜଳ ସମ୍ପୂର୍ଣ୍ଣ ଭାବେ ତ୍ୟାଗ କରି ରୋଜା (ଉପବାସ) ରଖିଥାଏ। ରମଜାନ ରୋଜା ର ଉଦେଶ୍ୟ କାହାକୁ ଭୋକ ଉପାସରେ ମାରିବା କଦାପି ନୁହେଁ, ଯଦି

ଢେଙ୍କାନାଳିଆ ମୁଁ ଢେଙ୍କାନାଳିଆ

ଢେଙ୍କାନାଳିଆ ମୁଁ ଢେଙ୍କାନାଳିଆସବୁ ଜିଲ୍ଲାଠୁ ମୋ ଜିଲ୍ଲା ବଢିଆ ।।ସାରା ରାଇଜରେ ମୋ ଜିଲ୍ଲା ଆଗ,ଅଛି ଭାଇ ଭାଇ ନାହିଁ ଛଳନା ରାଗ ।। ସବୁ କ୍ଷେତ୍ରରେ ମୋ ଜିଲ୍ଲା ଆଗୁଆ,ପ୍ରସିଦ୍ଧ ବରା ତା ଭାରି ବଢିଆ ।।କବି ବ୍ରଜନାଥ ଏ ମାଟି ସୁତ ,କଳ୍ପନା, ନନ୍ଦିନୀ ଆଉ ବାଜିରାଉତ ।। କେତେ
error: Content is protected !!