News
lipub
samparksetu
Browsing Category

ଫୁରସତ

ବିସର୍ଜିତା

ସେ ସହର ବାହାର ନିଶବ୍ଦତାକୁ ନିଜ ହାଜିରି ଦେବାକୁ ଯାଇ ନଦୀଟି କୁଳୁକୁଳୁ ସ୍ୱଶବ୍ଦରେ ନିମଗ୍ନ ଥିଲା । ଇଛା ହେଉଥିଲା ସେ ସୃଷ୍ଟି ନିୟମକୁ ଟିକେ ସମୟ ପାଇଁ ନିଜ ଆୟତରେ ରଖି ବହିଯାଅନ୍ତା ଦେବୀଙ୍କ ମୃଣ୍ମୟ ପ୍ରତିମାର ପାଦପଦ୍ମ ପାଖକୁ । ଆଉ ଆଞ୍ଜୁଳା ଆଞ୍ଜୁଳା ଶୀତଳ ଜଳ ଦେବୀଙ୍କ ମୋହିନୀ ରୁପ

ପଂଗୁଣ ଆସିଲା

ପଂଗୁଣ ଆସିଲା ମଳୟ ମୋହିଲା ଆମ୍ବ ବଉଳର ବାସନାକି ମନୋହର ସେ ଦିବସ ଓ ନିଶି ପୂଣ୍ଣମୀ କିରଣ ଜୋଛନା॥୧କୁରେହିଁ ପୁଲର ବାସ ଚହଟାଇ ପ୍ରିତି ରରଂଗ ଆସିଲାପଳାସ ପୁଂଲର ନାଲିଆ

କଟୁ ସତ୍ୟ

ମୋ ପିଲାଦିନ ର ସାଙ୍ଗ ରାଜୁ, ତା ବଡ଼ ଭାଇ ଙ୍କ ନା ଚନ୍ଦନ ବେହେରା। ଏବେ ସେ ଢେଙ୍କାନାଳ କଲେଜ ରେ ଇଂରାଜୀ ଅଧ୍ୟାପକ ଅଛନ୍ତି। ବହୁତ୍ ଜ୍ଞାନୀ ଗୁଣି ଲୋକ, ଆମ ଅଞ୍ଚଳରେ ତାଙ୍କର ବହୁତ୍ ସମ୍ମାନ ଅଛି, ଆଉ ସେ ସମ୍ମାନ ର ଅଧିକାରୀ ମଧ୍ୟ। ତାଙ୍କ ଜୀବନ ଆମ ମାନଙ୍କ ପାଇଁ ଆଦର୍ଶ, ଖାଲି

ଅଚିହ୍ନା ନାୟିକା-୬

ଦେଖା ହେଲା ସେହି ଅଚିହ୍ନା ନାୟିକାଶିବ ମନ୍ଦିର ବେଢ଼ାରେ,ଦୀପଟିଏ ଜାଳି ଧ୍ୟାନମଗ୍ନ ହୋଇଜଗିବସିଥିଲା ମନ୍ଦିରେ। ଦୀପ ଜଳା ଦେଖି ମନ ମୋର ହେଲାଦୀପଟେ ଜାଳିବା ପାଇଁ,ଦୀପଟିଏ ଜାଳି ହରଷ ମନରେବସିଗଲି ପାଶେ ଯାଇ। ମନ୍ଦିର ପ୍ରାଙ୍ଗଣ ଦୀପର ଆଲୋକେହେଉଥିଲା ଉଜ୍ବଳିତ,ଅଚିହ୍ନା ନାୟିକା ପାଶେ

କିଏସେ ଦେବ ଉତ୍ତର

ଶୋଇଗଲା ପରେସାରା ଦୁନିଆଁ ଟାଚେଇଁ ଉଠେ ମୋର ଆଖିଖୋଜି ବୁଲେ ସେଇବିଗତ ଦିନକୁ,ଯାହାରହିଯାଇଥିଲା ବାକି l ବହଳ ନିଦରେଶୋଇଗଲା ପରେସପନେ ଆସୁ ତୁ ନିତିଅଭିମାନଭରା,ତୋଅବୁଝା ଚେହେରାମନେ ଆଣେ ସଦା ଭୀତି l ନୀରବ ନିଶିଥେହୃଦୟ ଲହଡ଼ିକୂଳ ଯେବେ ଲଂଘି ଯାଏମନ ମରୁଭୂମିବାଲି ଝଡ଼

ବିଷାକ୍ତ ମନ

ମନ ମଧୁର କଥା ଶୁଣିବା ଉଚିତ ଓ ମଧୁର ସ୍ମୃତି କୁ ମନେ ପକାଇଲେ ତାହା ଶିକ୍ଷଣୀୟ ହୋଇଥାଏ। ମନ ମଧୁର କାର୍ଯ୍ୟ କରିବା ପାଇଁ ଆଗ୍ରହ ପ୍ରକାଶ କରିବା କଥା। ଅପରିଷ୍କାର କଥା ଓ ଭାବନା ମନ ଓ ହୃଦୟ କୁ କଳୁଷିତ କରିଥାଏ। ମନ ଟି ସେହି ଅନୁସାରେ ପରିଚାଳିତ ହେଵାଫଳରେ ପରବର୍ତ୍ତୀ

ସାଥୀ ବିନା ରାତି

ବହଳ ରାତିଟାଫିକା ପଡ଼ିଯିବନିଦ ବିନା ଆଖି ହୁଳେଇ ପଡିସପନରେ କାଳେଆସିଯିବ ଭାବିନିଶାଚରକୁ ତ ଧରେ ଜାବୁଡ଼ି l ରାତି ଗଭୀରତାପ୍ରୀତି କି ବୁଝଇଦେଇ ଜାଣେ ଖାଲି ବିରହ ଶୋକପ୍ରେମ ଖସଡ଼ାରେକଚଡ଼ା ଖାଇଲେବୁଝି ପାରେକି କେ ତାର ସନ୍ତାପ l ଓଠେ ହସ ଦେଖିଭାବରେ ବିହ୍ଵଳମାପିଛ କି କାହା ଲୁହ

ରକ୍ତପିତ୍ତ ଶରୀର

ମାଁ ଭାରତୀ ଙ୍କ ନୟନପିତୁଳାଚାଲି ଯାଇଛି ତା ମାଁ ଙ୍କୁ ଛାଡି଼କାନ୍ଦୁଛି ଏ ଦେଶ କାନ୍ଦେ ତା ପଣତଆସିବେ କି ଆଉ ତା ସନ୍ତାନ ଫେରି ।। ମାତୃଭୂମି ପ୍ରତି ଏତେ ଯେ ପ୍ରେମବର୍ଣ୍ଣନା ପାଇଁ ମୋ କଲମେ କାଳିହିଁ ନାହିଁ କୋଇଲିର ସ୍ୱରେ ଯାତ୍ରାଚାଲିଥିଲା ଦେଶର ହୀତ ପାଇଁ ।। ଛଦ୍ମବେଶୀ
error: Content is protected !!