News
lipub
samparksetu
Browsing Category

ଫୁରସତ

ବାଇ ଚଢେଇ ବସା

ତାଳ ଗଛର ବରଡା ପରେବାଇ ଚଢେଇ ବସାନ ଥାଏ ଡର ନ ଥାଏ ଭୟଆସୁରେ ଝଡ ବରଷା ।ଆସୁରେ ଶୀତ କାକର ଖରାଲାଗି ରହୁରେ ବରଷା ଧାରା -୨ନା ଥାଏ ତାର ଦକା ।ତାଳ ଗଛର ବରଡା ପରେ …..। କାଠି କୁଟାକୁ ଥଣ୍ଟରେ ଧରିଉଡି ଉଡିକା ଆସେମନ ଉଲ୍ଲାସେ କେତେ ସରାଗେବସା ତିଆରି କରି ବସେ ।ଥଣ୍ଟଟି ତାର ଯାଦୁର

ବସନ୍ତ ପଞ୍ଚମୀ

ମାଘ ମାସ ଶୁକ୍ଳ ପକ୍ଷ ଶ୍ରୀପଞ୍ଚମୀ ତିଥିପୀଠେ ଉଭା ଜଗଦ୍ଧାତ୍ରୀ ଦେବୀ ସରସ୍ବତୀ l ମହାମାୟା ମହାଭଦ୍ରା ସ୍ୱରମ୍ଭିକା ବାଣୀମହାଶ୍ୱେତା କାଦମ୍ବରୀ ତ୍ରିଗୁଣା ହଂସିନୀ l ବିଦ୍ୟାରୂପା ସନାତନୀ ପ୍ରଜ୍ଞା ଇରା କାନ୍ତାସୌଦାମିନୀ ସୁବାସିନୀ ସୌମ୍ୟା ଚିତ୍ରାଙ୍ଗଦା l ମହାବିଦ୍ୟା

ଓଡ଼ିଶାକୁ ରେଳ ବଜେଟରେ ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ଅଣଦେଖା

ଓଡ଼ିଶାକୁ କେନ୍ଦ୍ର ସରକାର ରେଳବାଇ ବଜେଟରେ ସବୁବେଳେ ଅଣଦେଖା କରିଆସିଛନ୍ତି । ଏବର୍ଷ ମଧ୍ୟ ସେହିପରି କେତେବେଳେ କେବଳ ବଜେଟରେ ଅର୍ଥ ଦେଖାଇ ଠିକ ସମୟରେ ଅର୍ଥ ମଞ୍ଜୁର ହେଉ ନାହିଁ ତ କେତେବେଳେ ଜମି ଅଧିଗ୍ରହଣ ହୋଇପାରୁନି । କେନ୍ଦ୍ର ଏବଂ ରାଜ୍ୟ ସରକାର ନିଜ ନିଜ ଭିତରେ ଆରୋପ ଦୋଷାରୋପ

‘ସମସ୍ଯା ଓ ଶାନ୍ତି’

ବେଳେବେଳେ ଜୀବନରେ ଖରାପ ମୁହୂର୍ତ ଆସିଥାଏ। ଜୀବନ ଅନେକ ଧକ୍କା ଖାଏ। ସେତେବେଳେ ଆମେ ଚାପଗ୍ରସ୍ତ ହୋଇଥାଉ। ସେହି ସମୟ ରେ ଶାନ୍ତି ଖୋଜିବା କଷ୍ଟକର ହୋଇପଡେ। ସମସ୍ଯା ଟି ସମାଧାନ ନହେଲା ପର୍ଯ୍ଯନ୍ତ ସୁଖ ଓ ଶାନ୍ତି ବ୍ଯାହତ ହୋଇଥାଏ । ସେହି ସମୟରେ ନିଜର ପରିବେଶ କୁ ଧ୍ଯାନ ଦେଇ, ସମସ୍ଯା

” ଜେଜେମାଆ “

ମନେ ପଡେ ଭାରି ଆଜିଜେଜେମାଆ କଥାତା କୋଳରେ ଶୋଇଯାଏରଖି ଦେଇ ମଥା ।ଘୋଡେ଼ଇ ଦିଏରେ ସିଏତା ପଣତ କାନିଶୁଆଇ ଦିଏରେ କହିକେତେ ପରୀ କାହାଣୀ ।ତା ହାତ ସ୍ପରଶେ ସତେକି ଯାଦୁ ଥାଏରେ ଏତେ --୨ନିମିଷେକେ ଅପସରିଯାଏ ସବୁ ବ୍ୟଥା ।ଭାରି ମନେ ପଡେ ଆଜିଜେଜେମାଆ କଥା । ଦୁନିଆକୁ ଯେବେ ଠାରୁମୁଁ

ମୋ ଆଖି ଲୁହରେ

ମୋ ଆଖି ଲୁହରେ ତୋ ପାଦ ଧୋଉଛିପଣତେ ଦେଉଛି ପୋଛିଭୁଲ୍ ବୁଝିବୁନି ମୋ କଳା ଠାକୁରଧରିବୁନି ଦୋଷ କିଛି ।ତୋ ପାଇଁ ଆଜି ଦୁନିଆ ଦେଖୁଛିଚାଲୁଛି ମୁଁ ରେ ବାଟକେତେବେଳେ ଝଡ ତୋଫାନରେଭରା କଣ୍ଟା ହୁଏ ଚଲାପଥ ।ସେ ଚଲାପଥରେ ମୁଁ ରେ ଚାଲୁଛିଲହୁ ଲୁ‌ହରେ ମୁଁ ଭିଜିରେ ସାରିଛିତଥୀପି ତୋତେ ଖୋଜୁଛି

ଭିନ୍ନ ମଣିଷ

ଭାବିଛ କି ଥରେ ଷ୍ଟ୍ରିଟ୍ ଲାଇଟ ତଳେକେତେ ଦରଫୁଟା ହସଖୋଲା ଆକାଶର ଶୀତୁଆ ଛାତିରେରହିଛି କାହାର ବାସ । ପୁତ୍ର ତଡା ଖିଆ ବୋହୁ ନିର୍ଯ୍ୟାତିତାପତ୍ରଝଡାଙ୍କର ମେଳିଫୁଟ୍ ପାଥ ସେଜ ବେଡ଼ ଲାଇଟ ଜହ୍ନଉଦରେ ଭୋକର କଳି । ଚିହ୍ନା ପରିଚିତ ଡ଼ଷ୍ଟବିନ ଖୋଲିମେଂଟୁଛି ଅନ୍ତର ଜ୍ୱାଳାଶ୍ବାନ

ମା ‘

ଯଦି ମୁଁ କେବେ ମରିଯାଏ ତେବେ ଏତିକି ବିନତି ରହିଲା,ମୋତେ ପୁଣିଥରେ ସେହି ମା କୋଳଟିରେ ଦେଖାଇବ ସେହି ଚେହେରା । ସ୍ନେହମୟୀ ସେ ନାରୀ ଶ୍ୱାସଟିରେବହୁଥାଏ ତ୍ୟାଗ ପ୍ରେମର ଧାରା।ଦଶମାସ ଦଶଦିନ ଗରଭେ ତାହାରି,ପୁଣିଥରେ ବଢିବି ଜତନେ ମୁଁ ଝରି। ସରସ ସତେଜ କୋମଳ ହାତଟି ଯେବେ ଛୁଇଁଯିବ

ଦିଗହରା ଆଜି ନାବିକ

ଦିଗହରା ଆଜି ନାବିକବର୍ଷା ବାତ୍ୟା ପବନରସମାହାରଜୁଆର ଖାଉଛି କୁଳଢେଉବି ଅମାନିଆଅଦ୍ଧାରର ତାଛଲ୍ୟଯାତ୍ରୀ ଶହ ଶହକେମିତି ବୁଝାଇବସମସ୍ତଙ୍କ ମୁଖମଣ୍ଡଳଜଣେ ଜଣେ ପରାଜିତସୈନିକଭଉଁରି ଖେଳୁଛି ଭାଗ୍ୟରଖେଳଦୁଇ ତିନ ଘଣ୍ଟା ଜୀବନମୁତ୍ୟୁର ଫାସରେହେ ପ୍ରଭୃ ରକ୍ଷାକରତ୍ରାହି ତ୍ରାହି ଡାକଇଶ୍ବର,ସେ
error: Content is protected !!