News
lipub
samparksetu
Browsing Category

ଫୁରସତ

ଅଚିହ୍ନା ନାୟିକା-୫

ବହୁ ଦିନପରେ ଦେଖା ହେଲା ଆଜିଅଚିହ୍ନା ନାୟିକା ସାଥେ,ସାଇକେଲ ଚଢ଼ି ଆସୁଥିଲା ସିଏସେହି ଅଚିହ୍ନା ପଥେ। କଳା ଓଢ଼ଣୀ ତା ମୁହଁରେ ଢାଙ୍କି ସେଚାହୁଁଥିଲା ବୁଲି ବୁଲି,ଏତେଦିନ ପରେ ଅଚିହ୍ନା ପରିକାମୁହଁମୁଡ଼ି ଗଲା ଚାଲି। ମୁହଁ ମୁଡ଼ିବାଟା ରାଗ ନା ଅଭିମାନସେକଥା ମୁଁ ଯେ

ଅର୍ଜିତ ପୁଣ୍ୟର ପ୍ରତିଶ୍ରୁତି ତୁମେ

ଅର୍ଜିତ ପୁଣ୍ୟର ପ୍ରୀତି ପ୍ରତିଶ୍ରୁତିଅଦୃଶ୍ୟ ବିନ୍ଧାଣି ତୁମେଅନିର୍ବଚନୀୟ ଅମୃତ ସର୍ଜନାଅପାନ୍ତେୟ ପଥ ଧାମେ ll ଅସୀମ ତୁମର ସୃଷ୍ଟ ଏ ସଂସାରେଅୟୁତ ଆଶାର ନଈଅମଳିନ ତବ ଅନୁଶାସନରେଅବନୀ ଯାଉଛି ଧାଇଁ ll ଅପରୂପ ତୁମ ସୌନ୍ଦର୍ଯ୍ୟ ସୁଷମାଅଜସ୍ର ଶୁଭେଚ୍ଛା ବାଣ୍ଟିଅସୁମାରୀ ପାପ

ସମ୍ପତି ନୁହେଁ ମୁଁ ସମ୍ପର୍କ ଚାହେଁ

ଟିକିଏ କଥାରେ କାଇଁ ତୁମେ ଆଜିକର ଏତେ ଅଭିମାନତୁମବିନା ଏକା କେମିତି କାଟିବିମୋର ଏ ବାକି ଜୀବନ। ଅନ୍ଧକାର ଲାଗେ ତୋବିନା ଜୀବନସବୁକିଛି ନିଛାଟିଆ,ସମ୍ପତି ନୁହଁ ମୁଁ ସମ୍ପର୍କ ହିଁ ଚାହେଁଏକଥା ବୁଝିଯା' ପ୍ରିୟା।ଆସ ତୁମେ ଫେରି ରାଗ,ଋଷା ଭୁଲିନକରି ଆଉ ଉପେକ୍ଷା,ତୁମର ଏ ସାଥୀ କାହୁଁ କେତେ

ଜୀବନ ଜାତକ

ରାୟଗଡ଼ାରେ ସାନପୁଅ ଘରେ ଦି-ମାସ ରହି ଯେତେବେଳେ ଘରକୁ ଫେରି ଅବଧାନେଙ୍କ କଥା ଶୁଣିଲେ , ଠୁକୁରା ଦାସେ ଥମ୍ କରି ବସିପଡିଲେ । ତାଙ୍କ ସନ୍ଦେହ ସର୍ବଦା ସେ ଦି କୁଳାଙ୍ଗାରଙ୍କ ଉପରେ ଥିଲା । କିନ୍ତୁ ଏଭଳି ମିଛ ଓ ଘୃଣ୍ୟ ଅଭିଯୋଗର ସାହାଯ୍ୟ ନେଇ ଶ୍ୟାମାକୁ ବୃଦ୍ଧାଶ୍ରମ ପଠେଇ

ଅଚିହ୍ନା ନାୟିକା-୪

ଦେଖା ହେଲା ସେହି ଅଚିହ୍ନା ନାୟିକାଆଜି ମକର ମେଳାରେ,ମେଳା ବୁଲିବାକୁ ଆସିଥିଲା ଆଜିସେ ତା' ବାପାଙ୍କ ସାଥିରେ। କିଛି କ୍ଷଣରେ ସେ କାହିଁ ଲୁଚିଗଲାଲୋକଙ୍କ ଭିଡ଼ ମଧ୍ୟରେ,ମନ ମଧ୍ୟରେ ମୁଁ ଅନେକ ଖୋଜିଲିସେହି ଲୋକଙ୍କ ଭିଡ଼ରେ। କିଛି କ୍ଷଣ ପରେ ଖୋଜି ମୁଁ ପାଇଲିସେଇ ଅଚିହ୍ନା

କନ୍ୟା

କରନା କରନା ତୁଳନା ତାକୁପୁତ୍ର ମାନଙ୍କ ସହିତେ,ପୁଅ ଝିଅ ପରା ଉଭୟେ ସମାନଏଇ ସାରା ଜଗତେ। ଅଳପ ବୟସେ ବିବାହ କରନାସମ୍ପତ୍ତି ଲୋଭରେ ପଡ଼ି,ତାର ସ୍ୱପ୍ନ, ଆଶା ଆକାଂକ୍ଷା କୁଦିଅନାହିଁ ଜାଳିପୋଡ଼ି। କରନାହିଁ ତାହାର ଭୃଣ ହତ୍ୟାଦଣ୍ଡନୀୟ ଅପରାଧ,ଦୋଷୀ ତୁମେ ଦଣ୍ଡ ନିଶ୍ଚେ ଭୋଗିବଗଣୁଥିବ

ନିୟୁ ଇଅର ସେ ଫୋନ କଲ

ଡାଇନିଂ ହଲ ପାର୍ଶ୍ୱରେ ଟି ପଏ ଉପରେ ଫୋନଟା ବାରମ୍ବାର ରିଙ୍ଗ ହୋଇ ବନ୍ଦ ହେଲା କିନ୍ତୁ କଲଟିକୁ କେହି ବି ଉଠେଇବାର ଆଭାସ ନଥିଲା । କିନ୍ତୁ ସ୍ୱପ୍ନାର କାନରେ ରିଙ୍ଗ ହବାର ଶବ୍ଦ ବାଜିଥିଲେ ମଧ୍ୟ କଲ ରିସିଭ କରିବାର ସତସହାସ ନଥିଲା ।ଯଦିଓ ଥରେ ଦୁଇଥର ବିଛଣା ଛାଡି ଉଠି ଆସିଛି ହେଲେ ଫୋନ
error: Content is protected !!