News
lipub
samparksetu
Browsing Category

ଫୁରସତ

ମୁଁ କାହିଁକି କାନ୍ଦେ

କୋହଭରା କାନ୍ଦ କାନ୍ଦନ୍ତି ସଭିଏଁଏଇ ଛୁଟିଆ ସଂସାରେ,ବିନା କୋହରେ ମୁଁ କାହିଁକି ଯେ କାନ୍ଦେଆଜି ମୁଁ ଜାଣି ନପାରେ..! ମିଛରେ କାହିଁ ଏଠି କାନ୍ଦୁଛି ମୁହିଁକରନ୍ତି ସବୁ ବାରଣ,ମନ ବିଚଳିତ ହୁଏ ବାରମ୍ବାରଖୋଜେ ମୁଁ ବସି କାରଣ। ମନର ଯନ୍ତ୍ରଣା ମନେ ଲିଭିଯାଏପାରେନା କାହାକୁ କହି,ସବୁ

ଅଚିହ୍ନା ନାୟିକା-୩

ବହୁ ଦିନପରେ ଦେଖାହେଲା ପୁଣିସେହି ଅଚିହ୍ନା ନାୟିକା,ଏତେଦିନ ପରେ ଅଚାନକ ଦେଖିଛାତିରେ ପଶିଲା ରକା। କଜଳ ପୂରିତ ନୟନ ଯୁଗଳଆକର୍ଷିତ କରୁଥିଲା,ମୁରୁକି ମୁରୁକି ହସିଦେଇ ଆଜିସଅଳ ସେ ଚାଲିଗଲା। ମୁଖକୁ ଦେଖିଲେ ଲାଗୁଥିଲା ସତେରାଜହଂସିନୀଟେ ପରି,ଅପୂର୍ବ ରୂପକୁ ଦେଖିବା ପାଇଁକିଆଖି ମୋର

ଶିଶୁ
       

ତୋ ଆଖି ଦୁଇଟିର ପଲକ ଭିତରେ କେତେଯେ ଅକୁହା କଥାଗୁରୁଣ୍ଡି ଗୁରୁଣ୍ଡି ପଡି ଉଠି ଚାଲୁଥାଉ ଯେଝୁଣ୍ଟି ପଡି ଭୂଇଁରେ ପଡିଗଲେମାଆର ପଣତ କାନିଟା ଲମ୍ବିଆସେ ତୋତେ ଝାଡି ଝୁଡି କୋଳେଇ ନେବାକୁତା ସହିତ ଆଗ ତୋର ଚିହ୍ନା ପରିଚୟ ହେଲା ଯେତୋର ସବୁ ଅଳି

ଅଚିହ୍ନା ନାୟିକା-୨

ନିତିଦିନ ପରି ଆଜି ବି ମୁଁ ଗଲିସେ ଅଚିହ୍ନା ପଥ ଦେଇ,ପ୍ରତିଦିନ ଭଳି ଅଚିହ୍ନା ପରିକାତୁମକୁ ଭେଟିବା ପାଇଁ। ତୁମକୁ ଦେଖିବାର ଆଶା ନେଇ ମୁଁଆଗକୁ ଆଗକୁ ଗଲି,ତୁମେ ଆସିଲନି ସଖି ଯେ ଆସିଲାଏକୁଟିଆ ହଲି ହଲି। ଗାଡି ଛିଡ଼ା କଲି ସଖିକୁ ଡାକିଲିକାହିଁ ଗଲେ ତୁମ ସାଥୀ..?କଣ ଭାବିଲା କେଜାଣି

ଅଚିହ୍ନା ନାୟିକା-୧

ତୁମେ ଥିଲ ସେହି ଅଚିହ୍ନା ବାଟରଜଣେ ଅଚିହ୍ନା ନାୟିକା,ଯାହାଙ୍କ ସାଥିରେ ନିତିଦିନ ମୋରଅଜାଣତେ ହୁଏ ଦେଖା। ଅନେକ ଦିନରୁ ତୁମକୁ ଦେଖୁଛିସେହି ଅଚିହ୍ନା ବାଟରେ,ତୁମେ ଆସ ନିତି ସାଇକେଲ ଚଢ଼ିମୁଁ ଯାଏ ମୋ ବାଇକ୍-ରେ । ତୁମେ ଚାଲି ଯାଅ ତୁମରି ଘରକୁମୁଁ ଯାଏ ମୋର କାମରେ,ପଛକୁ ବୁଲି ତୁମେ

ଠିକଣା ହଜିଛି

କିଛି ଗୋଟେ କାଗଜ ନଥିପତ୍ର ଖୋଜା ଚାଲୁଥାଏ ।ଏତିକିବେଳେ ପ୍ରଧାନ ଶିକ୍ଷୟିତ୍ରୀ କହିଲେ ଆପଣ କିଛି ବ୍ୟସ୍ତ ହବାର ନାହିଁ ସେ ସବୁ ପ୍ରସ୍ତୁତ ।ଖାଲି ତାକୁନେଇ ଆଫିସ ରେ ଦେଇ ଆସିବାକୁ ହେବ । ହଁ ଟିକେ ଶୀଘ୍ର ଦେଇ ଆସିବାକୁ ହେବ ।ତୁରନ୍ତ ଦାସ ବାବୁ ଗାଡି ନେଇ ବାହାରି ପଡିଲେ

ମକର ସଂକ୍ରାନ୍ତି

ମାଘ ମାସ କୃଷ୍ଣପକ୍ଷ ସଙ୍କରାନ୍ତି ତିଥିମକର ସଂକ୍ରାନ୍ତି ନାମେ ପାଇଛି ପ୍ରସିଦ୍ଧିସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଯେ ଆରମ୍ଭଧିରେ ଧିରେ କମିଯାଏ ଶୀତର ପ୍ରଭାବ । ଧନୁ ରାଶି ଘରୁ ରବି ମକରକୁ ଯିବେଦିନକୁ ଦିନ ଉତ୍ତାପ ବଢେଇ ଚାଲିବେଶସ୍ୟ ଅମଳେ ଏ ଘଡି ଆଣେ ସୁଖ ଶିରୀଆଧ୍ୟାତ୍ମିକ ଚେତନାରେ ହୃଦ
error: Content is protected !!