News
lipub
samparksetu
Browsing Category

ଫୁରସତ

ଗାଆଁ ରୁ ସହର ସାଜ ସଜା ନେଇ ଆସେ ମକର

ଆଲୋ ବଉଳ....ଗାଆଁ ରୁ ସହର,ସାଜ ସଜା ନେଇ ଆସେ ମକର ପାହାନ୍ତି କାକରହୁଏ ଲୋ ଉଜ୍ଜରସୂରୁଜ କିରଣ ପୁଣି ବକର,ନଟେଇ ର ଗୁଡ଼ିଚାହେଁ ଦି ଘଡିଖୁସି ରେ ନାଚେ ବଣ ବିଲ ପ୍ରାନ୍ତର ସକାଳୁ ସକାଳୁଗାଧେଇ ପାଧେଇରାଶି ଲଗେଇବା ସାରା ଶରୀର ,ଭଜା ନରିକେଳଅରୁଆ ଚାଉଳଗୁଡ଼ ମିଶା ଭୋଗେ ବାସେ

ଦୁଃଖି ମଣିଷ

ଜୀବନର ମାନେ ଜୀବନ ନୁହେଁ ତ ଦୁଃଖରେ ଯେ ନିତି ଥାଏ,ଦୁଃଖିର ଜୀବନେ ସୁଖ ନଥାଏ ତ ଦୁଃଖ ଭରି ରହିଥାଏ । ଦୁଃଖର ସମୟ ପାରି ହେବାପାଇଁ ସଦା ଚେଷ୍ଟା କରୁଥାଏ,ଦୁଃଖି ମଣିଷକୁ

ନୀରବ ଝଡ଼
 

ବାରମ୍ବାର ବେଡ଼ ଲାଇଟ କୁ ଅନ ଅଫ କରୁଥାନ୍ତି ନନ୍ଦିନୀ ଦେବୀ ।ଆଖିରେ ନିଦ ନଥାଏ ।କିନ୍ତୁ ଆର ପାର୍ଶ୍ୱରେ ଅଭିନବ ବାବୁ ନିଘୋଡ଼ ନିଦରେ ଶୋଇ ପାରୁନାହାନ୍ତି କାରଣ ବାରମ୍ବାର ଆଲୁଅ ଅନ୍ଧାର ପାଇଁ ଆଣିନିଶ୍ୱାସୀ ହୋଇ ପଡୁଛନ୍ତି ସତ ହେଲେ ପଦୁଟିଏ କଥା କହିବାର ସତ ସାହସ ନାହିଁ

ଶେଷ ଶୃଙ୍ଗାର

ମନ ଉପବନେ ମୋ ପ୍ରୀତି ଅଙ୍ଗନେଶେଷ ଶୃଙ୍ଗାରର ଚିହ୍ନଶ୍ରବଣରେ ବାଜେ ଭକ୍ତି ରସାଣିତସୁମଧୁର ବଂଶୀ ସ୍ଵନ ll ତୁମ ପାଇଁ ପ୍ରଭୁ ସଜେଇ ରଖିଛିମୋ ହୃଦୟ ସିଂହାସନଧୀର ପାଦପାତେ ସୁପ୍ତ ବା ଜାଗ୍ରତେଆସ ପ୍ରଭୁ ନାରାୟଣ ll ମଳିନ ପଡିନି ଶେଷ ଶୃଙ୍ଗାର ମୋତୁମ ପଥ ଅଛି ଚାହିଁରାଧାରାଣୀ ନୁହେଁ

ଶେଷ ସ୍ପର୍ଶ

ଭୁଲି ନାହିଁ ତୁମ ଶେଷ ସ୍ପର୍ଶ ପ୍ରିୟା ଭୁଲି ନାହିଁ ସେହି ରାତି,ଭୁଲିବାକୁ ଯେବେ ଚେଷ୍ଟା କରେ ମୁହିଁ ଦେହରେ ବଢୁଛି ତାତି । ଜାଳି ଦିଏ ମୋତେ ମାରି ଦିଏ ମୋତେ ଅଭୁଲା ତୁମର

ନବଜାତ ନିଷ୍ପାପ କାମାଗ୍ନିର ଧୂଆଁ

କାମବାସ୍ନାର କମାର ଶାଳଯେତେବେଳେ ଶୀଥିଳ ହୁଏଅଣାୟତ ନିଆଁ ଆଉ ଲୁହାର ସଂଘର୍ଷରେ ଯେତେବେଳେଭଟ୍ଟା ପଡ଼ିଯାଏସେତେବେଳେ ଅଙ୍କୁର ହୁଏଅଲୋଡ଼ା ଅସହାୟ ବେସାହାରାକଳୀକା ଟିଏ କଳଙ୍କର କାଳିମାରେ ।। ଜନ୍ମ ପୂର୍ବରୁ ଯାହାର ମୃତ୍ୟୁ ହୁଏଅବା ତା'ର ଷଠୀଘରରେଳ ଲାଇନ ଅବା ବୁଦା ଉହାଡକେତେବେଳେ ତ ସେ

ଆମ ସୁନି ଆଈ
            

ସୁନି ଆଈ ଆମନଇଁ ନଇଁ ଚାଲେଧରି ସେ ବଙ୍କୁଲି ବାଡ଼ି ଖଳ ଲୋକ କିଛି ସହିପାରନ୍ତିନିପାଖରୁ ଦିଅନ୍ତି ତଡ଼ି || ସୁନି ଆଈ ଟାର ପିଲା ପିଲି ନାହିଁହୁଅଇ ତା ପାଇଁ କାଳ କୁହନ୍ତି ସଭିଏଁ ଅଲକ୍ଷଣି ତାକୁଶୂନ୍ୟ ବୋଲି

ଦାନ୍ତ ଚୋରୀ
       

ସକାଳୁ ସକାଳୁ ଗାଆଁ ସାରା ହଲ୍ଲା । ନୂଆ ବୋହୁ ଦାନ୍ତ ଚୋରି ହୋଇଯାଇଛି । ଚୋରି ତ ଚୋରି ପୁଣି ଦାନ୍ତ ଚୋରି । ଲୋକେ କହିଲେ..... କାନ ଉଠିବା ଦିନଠାରୁ ଏମିତି ଚୋରି କଥା ଆମେ ଜାଣି ନଥିଲୁ କି ଶୁଣି ନଥିଲୁ.... ଚୋର ସିନା ଧନ ସମ୍ପତ୍ତି ଚୋରି କରେ ଦାନ୍ତ ଚୋରି କେମିତି ହେଲା । ନୂଆ
error: Content is protected !!