News
lipub
samparksetu
Browsing Category

ଫୁରସତ

ପୁରୁଷ

ତୁମ ଲୁହକୁ ଦେଖନ୍ତି ସମସ୍ତେମୋ ଲୁହକୁ ଦେଖିଛି କିଏ ?ମୋ ଲୁହ ଯେତେ ହୃଦୟର କୋହକହିପାରେନା କାହାରି ମୁହେଁ। ସଂସାର ବୋଝକୁ ମୁଣ୍ଡରେ ବୋହିନିତି ବାଟ ମୁହିଁ ଚାଲୁଥାଏ,କହନ୍ତି ନାହିଁ କେହି ଆହାଃ ପଦୁଟିଏବୋଝତଳେ ଧରାଶାୟୀ ଯେବେ ହୁଏ। ମୋତେ ମାପନ୍ତି ଧନସମ୍ପଦ ନିକିତିରେତୁମକୁ ମାପନ୍ତି

ଲୁହର ନୀରବତା

ନିଶୂନ୍ ରାତିର ଛତ୍ରଛାୟାରେଆଶ୍ରୟ ନେଇଥାଏକିଛି ତରଳ ଲାଭାଶୀତଳତାର ଆଶାରେହେଲେ ଏଠି ତଆକାଶ କଇଁଆ ଚିଲିକା ମାଛ !! ବରଫ ଭଳି ଜମାଟ ବାନ୍ଧିଛିଅସରାଏ ଝଡ଼ ତୋଫାନଏଇ ସର୍ବହରା ଆଖି କୋଣେଏ ଆଖି ସହିଛି କେତେ କେତେକୋହର ଅଭିମାନଆଉ ଶୁଣିଛି କେତେ ଯେ ଅଭିଯୋଗତଥାପି ସେ ମଉନଅନ୍ୟର ଖୁସିରେ ଖୁସି

ଶିତୁଆ

ଶିତୁଆ ଚାହା ର ମଜା ନାତି କରେ ଆଇ ସହ ଅଜାଶିତୁଆ କପିଂ ର ଆନନ୍ଦ ଯେମନ୍ତ ସତେ ମକରନ୍ଦଶିତୁଆ ଜଳପାନ ଖିଆ ପେଟ କୁ କରେ ସିଏ ଥଣ୍ଡାଶିତୁଆ ଗରମ ପୋଷାକଶିତକୁ ଛାଡେ ନିମିଷେକଶୀତୁଆ ପାଟିର ଧୂଆଁସତେକି କଳ ର ନିଆଁଶିତୁଆ ଟୋପିର ଉଷ୍ମତାଶିଶୁ ର ମା ଓ ମମତା ଶିତୁଆ

ଆୟୁଷ ପଡିଛି ବନ୍ଧା

ଏ ପାଖେ ଜୀବନସେପାଖେ ମରଣମଝିରେ ଆୟୁଷ ବନ୍ଧାସୁଖ ଦୁଃଖ ମଧ୍ୟେକିଏ ଆପଣାରବିଚାରିବା ଅସୁବିଧା l ଜୀବନ ଟାଣୁଛିଆଗେ ଚାଲିବାକୁମରଣ ଖୋଳୁଛି ଗାତଆୟୁଷ ହିସାବଚିତ୍ରଗୁପ୍ତ କରେକର୍ମ ଫଳ ସଂଗତ l ମଣିଷ ଜୀବନପାଣି ଫୋଟକା ସମଏଇ ଅଛି ଏଇ ନାହିଁସବୁ ଜାଣି ବୁଝିମିଛ ଆସକ୍ତିରେଗୋଟାପଣେ

ବଞ୍ଚିବା

ଆମ ତ ଓଡିଆ ଶରୀର ଓଡିଆ ପାଳିବୁନି ଖ୍ରୀଷ୍ଟ ମାସ,ପଣା ସଂକ୍ରାତି ଠୁ ଆରମ୍ଭ ଆମରି ସେଇ ତ ବୌଶାଖ ମାସ॥୧ସନାତନି ହିନ୍ଦୁ ପ୍ରବାହ

୪୭ ଦିନର ପ୍ରେମ

ସେ ତା ଦୁନିଆରେ ବହୁତ ଖୁସି ରେ ଥିଲା,ଖୁସି କିଛି ନଥିଲା ଜୀବନ ରେ ତଥାବି ଖୁସି ରେ ଥିଲା।ପ୍ରେମିକ ହବାର ଇଚ୍ଛା କେବେ ଠୁ ମଉଳି ଯାଇଥିଲା, ହେଲେ ପ୍ରେମ ହଟାତ ଧସେଇ ପଶିଲା ତା ଜୀବନ ରେ ସିଏ ଫୁଣି ଫେସବୁକ ମାଧ୍ୟମ ରେ ସେ ଜାଣିଥିଲା ପ୍ରୋଟିନ ଖିଆ ବଡ଼ି ଆଉ ଫେସବୁକ ପ୍ରେମିକା ବେସିଦିନ

ମା ର ପୁରୁଣା ଲୁଗା

ମା ର ସେଇ ପୁରୁଣା ଲୁଗା ଖଣ୍ଡିଏସିନ୍ଧୁକରେ ସାଇତା ଅଛି,ଲୁଗା ନୁହେଁ ସେ ତ ସ୍ମୃତିର ପରଦାମୋ ବାଳୁତ ଛବିଟି ଦିଶୁଛି। ଖାଇସାରି ସେଇ ଲୁଗା ପଣତରେହାତକୁ ପୋଛିଚି ମୋର,ମୁହଁକୁ ପୋଛିଚି ଖେଳକୁଦ ସାରିହୋଇ ଝାଳ ସରସର। ଲୁଚି ଯାଇଛି ଲୁଗା ପଣତରେବାପାଙ୍କ ଗାଳିକୁ ଡରି,ଶୀତୁଆ ସଞ୍ଜରେ ଉଷୁମ

ତୁମକୁ ଦେଖିବା ପରେ

ଏକାନ୍ତରେ ଯଦିତୁମକୁ ଦେଖିଦେମୋ ଭିତରେ ହଜିଯାଏକଳ୍ପନାର ସୂତାଗୋଡେଇ ତୋଡେଇଭାବୁକ ଟେ କରିଦିଏ l କେବେ ଘୁରିବୁଲେଚାନ୍ଦର ରାଇଜେପକ୍ଷୀରାଜେ କେବେ ଉଡ଼େସାଗର ବେଳାରଶାମୁକା ସାଉଁଟିତାଜମହଲ ଟେ ଗଢେ l ଫୁଲରୁ ଫୁଲ କୁଡେଇଁ ଡେଇଁ କେବେପ୍ରଜାପତି ମନ ନେଇପ୍ରେମ

ଚାଷୀ ଭାଇ

ଆମ ଗାଁ ଚାଷୀଭାଇ ବଡ ସାହସୀ ଚାଷ କରୁଥାଏ ହସି,ତାହାର ହସରେ ଦୁନିଆ ହସନ୍ତି ସଭିଙ୍କ ମୁଖରେ ଖୁସି । ଅଦିନିଆ ବନ୍ୟା ଝଡ଼ ଓଜାଡ଼ି ଦିଏ ଚାଷୀର ଭାଈର ଚାଷ,ଖରା ବରଷାକୁ ଖାତର
error: Content is protected !!