Browsing Category
ସ୍ପେସିଆଲ ରିପୋର୍ଟ
ପୌଷମାସ ଅମାବାସ୍ୟାର ବିଧି
ପୌଷମାସ ଅମାବାସ୍ୟା ଦିନଟି ବଉଳ ଅମାବାସ୍ୟା ଭାବେ ପାରମ୍ପରିକ ରୀତିରେ ଓଡ଼ିଶାର ଘରେ ଘରେ ଏକ ସାମାଜିକ ଉତ୍ସବ ରୂପେ ପାଳିତ ହୋଇଥାଏ । ସାଧାରଣତଃ ଏହି ସମୟରେ ଆମ୍ବ ଓ ପଣସ ଗଛଗୁଡ଼ିକରେ ବଉଳ ବା ଫଳକଷି ଧରେ । ଲୋକମାନଙ୍କ ମନରେ ବିଶ୍ୱାସ ଯେ ବଉଳ!-->!-->!-->…
ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଦିବସ
ରାମକୃଷ୍ଣ ପରମହଂସଙ୍କ ମୁଖ୍ୟ ଶିଷ୍ୟ ଥିଲେ ନରେନ୍ଦ୍ର ନାଥ ଦତ୍ତ ବା ସ୍ବାମୀ ବିବେକାନନ୍ଦା। ୧୮୬୩ ଜାନୁଆରି ୧୨ରେ ସେ ଜନ୍ମ ହୋଇଥିଲେ । ତାଙ୍କ ଜନ୍ମ ଦିବସକୁ ଯୁବ ଦିବସ ଭାବେ ପାଳନ କରିବା ଲାଗି, ଭାରତ ସରକାର ୧୯୮୪ରେ ବିଧିବଦ୍ଧ ଭାବେ ଘୋଷଣା କରିଥିଲେ । ୧୯୮୫ରୁ ପ୍ରତି ବର୍ଷ ଏହି!-->!-->!-->…
ନୂଆ ପ୍ରାଇଭେସୀ ଟର୍ମ କୁ ନ ମାନିଲେ ଫେବ୍ରୁଆରୀ ୮ ତାରିଖରେ ହ୍ୱାଟ୍ସଆପ ଆକାଉଣ୍ଟ ହୋଇଯିବ ଡିଲିଟ !
ଗୋଟିଏ ପଟେ ହ୍ୱାଟ୍ସଆପର ଚାହିଦା ଏବଂ ୟୁଜର୍ସ ଦିନକୁ ଦିନ ବଢୁଥିବା ବେଳେ ଅନ୍ୟପଟେ ହ୍ୱାଟ୍ସଅପ ଆଣିଛି ପ୍ରାଇଭେସୀ ଟର୍ମ ଓ ପଲିସି । ହ୍ୱାଟ୍ସଆପ ୟୁଜର୍ସ ବା ବ୍ୟବହାରକାରୀଙ୍କ ଗୋପନୀୟ ତଥ୍ୟ ଫେସବୁକ ଓ ଫେସବୁକର ଅନ୍ୟ କଂପାନୀ ସହ ତଥ୍ୟ ସେୟାର କରିବ । ଏଣୁ ସମସ୍ତ ୟୁଜର୍ସଙ୍କୁ ପପଅପ୍!-->!-->!-->…
ନୂଆ ବର୍ଷ ରେ କପିଳାସ ଚିଡିଆଖନା ରେ ନୂଆ ଅତିଥୀ
ନୂଆବର୍ଷ ପାଇଁ ନୂଆ ଅତିଥି । କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ପହଁଚିଲା ଆଉ ଏକ ହାତୀ ଛୁଆ । ଏହି ହାତୀ ଛୁଆର ବୟସ ମାତ୍ର ୬ ମାସ । ବ୍ରହ୍ମପୁର ବନଖଣ୍ଡରୁ ଉଦ୍ଧାର ହୋଇଥିବା ଏହି ମାଈ ହାତୀଛୁଆକୁ ସ୍ୱତନ୍ତ୍ର ଗାଡି ଯୋଗେ ଗତକାଲି କପିଳାସ ଅଣାଯାଇଛି ।
ପହଁଚିବା ପରେ ତାର!-->!-->!-->…
ଫିଟର ୱାର୍କସପରୁ ଆଇପିଏସ ଅଫିସର, କିଛି ଏଭଳି ଥିଲା ତାଙ୍କ ଯାତ୍ରା
ଢେଙ୍କାନାଳ ଜିଲ୍ଲାର ନବ ନିଯୁକ୍ତି ଆରକ୍ଷୀ ଅଧିକାରୀ କେ.ଶିବା ସୁବ୍ରମଣି । ଆଇପିଏସ ସ୍ଥରରେ ଅଦଳ ବଦଳ ପରେ ୨୦୦୯ ବ୍ୟାଚ ର ଏହି ଆଇପିଏସ ଅଫିସର ଙ୍କୁ ମିଳିଛି ଢେଙ୍କାନାଳ ଜିଲ୍ଲାର ଆରକ୍ଷୀ ଅଧିକାରୀ ଦାୟିତ୍ୱ ।
ତେବେ ଜାଣିଛନ୍ତି ଆଇପିଏସ ଅଫିସର ସୁବ୍ରମଣି ଙ୍କ ଯାତ୍ରାର କାହାଣୀ ।!-->!-->!-->…
ଆଜି ପବିତ୍ର ସୁଦଶାବ୍ରତ, ଜାଣନ୍ତୁ କଣ ରହିଛି ଏହାର ମହତ୍ତ୍ୱ
ଯେକୌଣସି ମାସର ଶୁକ୍ଲପକ୍ଷର ଦଶମୀ ତିଥିରେ ଗୁରୁବାର ପଡିଲେ ,ସେହି ତିଥିରେ ସୁଦଶାବ୍ରତ ପାଳନ କର ଯାଇଥାଏ ।
ଗୁରୁବାର ସୁଦଶାବ୍ରତ ପାଳନ କରାଯାଉଥିବା ବେଳେ, ବିଭିନ୍ନ ଲକ୍ଷ୍ମୀ ମନ୍ଦିର ସମେତ ରାଜ୍ୟର ବିଭିନ୍ନ ମନ୍ଦିରରେ ମହିଳାମାନେ ପୂଜାର୍ଚ୍ଚନା କରିଥାଆନ୍ତି ।
କୁହାଯାଏ ପରିବାର!-->!-->!-->!-->!-->…
ଅନ୍ୟ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ବିଭୁତି!
ଦୃଢ଼ ଇଚ୍ଛା ଶକ୍ତି ହିଁ ଜଣେ ଦିବ୍ୟାଙ୍ଗ ଯୁବକ ଙ୍କୁ କରିପାରିଛି ସ୍ୱାବଲମ୍ବୀ ନିଜସ୍ୱ ଉଦ୍ୟମରେ ଜଣେ ସଫଳ ଚାଷୀ ହୋଇଥିବାବେଳେ ଅନେକଙ୍କୁ ସେ ଦେଇଛନ୍ତି ରୋଜଗାର । ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତର କଟାବାହାଳ ଗାଁ ର କିଶୋର ଚନ୍ଦ୍ର ପ୍ରଧାନଙ୍କ ପୁଅ ବିଭୁତି।
ଏକ!-->!-->!-->…
କପିଳାସ ଅଭୟାରଣ୍ୟ କୁ ଜଗିବ କ୍ୟାମେରା
କପିଳ।ସ ଅଭୟାରଣ୍ୟରୁ ଶିକାରୀ ମାନଙ୍କ ଦୌରାତ୍ମ୍ୟ ବଢିବାକୁ ଲାଗିଛି । ଜଙ୍ଗଲ ମାଫିଆ ଙ୍କ କଳାକାରନାମା ପଦାରେ ପଡିଛି । ତେବେ ମାଫିଆଙ୍କୁ ଧରପଗଡ଼ ପାଇଁ ନୂଆ ଯୋଜନା ଆରମ୍ଭ କରିଛି ଢେଙ୍କାନାଳ ବନ ନିଭାଗ ।
କପିଳ।ସ ଅଭୟlରଣ୍ୟର ଇଞ୍ଚେ ଇଞ୍ଚେ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ଶହେ!-->!-->!-->…
ନୂଆ ବର୍ଷରେ ରିଲିଜ ହେବାକୁ ଯାଉଛି ଧୋକା ଏଇ ଆଖିର
ଆଦର୍ଶ ଏଣ୍ଟରଟେନମେଣ୍ଟ ଏବଂ ବ୍ରଦର୍ଶ ଏଣ୍ଟରଟେନମେଣ୍ଟ ର ମିଳିତ ଉଦ୍ୟମରେ ଆସୁଛି ନୂଆ ସଙ୍ଗୀତ ଧୋକା ଏଇ ଆଖିର । ଯାହାର ଲିରିକ୍ସ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଏବଂ ସ୍ୱର ଦେଇଛନ୍ତି ଢେଙ୍କାନାଳ ପୁଅ ସନ୍ଦୀପ ପଣ୍ଡା । ସନ୍ଦିପଙ୍କ ସହ ରୋମାଣ୍ଟିକ ଧୁନ ସହ ତାଳ ଦେଇଛନ୍ତି ଚୁଲବୁଲି ଗାୟିକା!-->!-->!-->…
ପିଲାଟି ଦିନରୁ ଦେଶପ୍ରତି ଥିଲା ଭଲପାଇବା, ରୁଷିଆରେ ନିଜ ଦେଶକୁ ପ୍ରତିନିଧିତ୍ୱ କରିଥିଲେ ଢେଙ୍କାନାଳ ପୁଅ ଅଭିଷେକ
ଦେଶଭକ୍ତି ଦେଶ ପ୍ରତି ଅହେତୁକ ଭଲପାଇବା ପିଲାଟି ଦିନରୁ ଯେପରି ତାଙ୍କ ଆତ୍ମାରେ ରେ ହିଁ ରହିଯାଇଥିଲା । ଦେଶ ସୁରକ୍ଷା ପାଇଁ ୟୁନିଫର୍ମ ପ୍ରତି ପାଗଳ ଥିଲେ ଅଭିଷେକ ।
ଢେଙ୍କାନାଳ ଜିଲ୍ଲା ଓଡ଼ାପଡା ବ୍ଲକ ଅନ୍ତର୍ଗତ ଚିନ୍ତାପୋଖରୀ ଗ୍ରାମର ପ୍ରମୋଦ କୁମାର ମହାନ୍ତି ଏବଂ ସସ୍ମିତା!-->!-->!-->…