News
lipub
samparksetu
Browsing Category

ସ୍ପେସିଆଲ ରିପୋର୍ଟ

ଦେଶ ସ୍ଵାଧୀନତା ପାଇଁ ଜୀବନକୁ ବାଜି ଲଗାଇଥିଲେ ଢେଙ୍କାନାଳର ବୀର ପୁତ୍ର ସହିଦ୍ ବାଜି ରାଉତ

ଭାରତର ସର୍ବକନିଷ୍ଠ ସହିଦ ସ୍ୱାଧୀନତା ସଂଗ୍ରାମୀ ‘ବାଜି ରାଉତ’ ଅକ୍ଟୋବର ୫ ତାରିଖ, ୧୯୨୬ ମସିହାରେ ଢେଙ୍କାନାଳ ଜିଲ୍ଳାର ଭୁବନଠାରୁ ପ୍ରାୟ ୩ କିଲୋମିଟର ଦୂରବର୍ତ୍ତୀ ବ୍ରହ୍ମଣୀ ନଦୀ କୂଳରେ ଅବସ୍ଥିତ ନୀଳକଣ୍ଠପୁର ଗ୍ରାମ ର ଏକ ଖଣ୍ଡାୟତ ପରିବରରେ ଜନ୍ମ ଗ୍ରହଣ କରିଥିଲେ ସହିଦ୍ ବାଜି ରାଉତ

“ହାତୀ ବନାମ ଐରାବତ ” ଢେଙ୍କାନାଳକୁ ଆସିଲା “ଐରାବତ”

ହାତୀ ବନାମ ଐରାବତ କଥା ଶୁଣିଲେ ଭିନ୍ନ ଲାଗୁଥିବ କିନ୍ତୁ କଥା ହେଲା ଜଙ୍ଗଲୀ ହାତୀ ମାନଙ୍କ ଉପଦ୍ରବରୁ ଲୋକ ମାନଙ୍କୁ ସୁରକ୍ଷା ଦେବା ପାଇଁ ଅତ୍ୟାଧୁନିକ ବସ୍ ଆସିଛି ଢେଙ୍କାନାଳକୁ । ଆଗାମୀ ମାସରେ ପାଚିଲା ଧାନର ବାସ୍ନା ହାତୀ ପଲଙ୍କୁ କ୍ଷେତକୁ ଟାଣି ଆଣିବ ତାହା ସୁନିଶ୍ଚିତ । ତେବେ

“ରାକେଶ ” କୁ ନେଇ ସୋସିଆଲ ମିଡିଆ ରେ ଵାଦ ବିବାଦ ; ସାମ୍ନାକୁ ଆସିଲା ରାକେଶ ର ବର୍ତ୍ତମାନ ର ଭିଡିଓ

ଅନୁଗୋଳ ଜିଲ୍ଲା ତାଳଚେର ରେଞ୍ଜ ଅଞ୍ଚଳରେ ଦୀର୍ଘଦିନ ଧରି ଉପଦ୍ରବ ଚଳାଇଥିବା ନରହନ୍ତା ଦନ୍ତା ହାତୀ ୨୨ ଜାନୁୟାରୀ ରେ କପିଳାସ ପ୍ରାଣୀଉଦ୍ୟାନରେ ପହଞ୍ଚିଥିଲା ଢେଙ୍କାନାଳ ଜିଳ୍ଲା। ଏଥିପାଇଁ ୬ ଦିନ ହେବ ଅକ୍ଲାନ୍ତ ପରିଶ୍ରମ କରି ନୟାନ୍ତ ହେବାପରେ ଶେଷରେ ନନ୍ଦନକାନନରୁ ଏକ ଟିମ ଆସି ହାତୀକୁ

ଓଡ଼ିଆ ପ୍ରଥମ ଜନଜାତି ଇ ପତ୍ରିକା ପଛରେ ଢେଙ୍କାନାଳ ପୁଅ ଏ ପି ଶୁଭକାନ୍ତ

କେଉଁ ଆବାହମାନ କାଳରୁ ପ୍ରକୃତି ଓ ପରମ୍ପରା ସହ ରହି ଆସିଛି ଆମ ଜନଜାତିର ଘନିଷ୍ଠତା। ଯୁଗ ପରେ ଯୁଗ, ସମୟର ଇତିବୃତ୍ତକୁ ଅବଲୋକନ କଲେ ମାନବିକ ମୂଲ୍ୟବୋଧ ଓ ସରଳ ବୋଧଗମ୍ୟତା, ଅକପଟତା ଆଦି ସହ ଆମ ଜନଜାତି ର ସ୍ପଷ୍ଟ କାନଭାସ ଦେଖିବାକୁ ମିଳେ। କଳା ,କୌଶଳ, କାରିଗରୀ,ଭାଇଚାରା ଓ ପ୍ରକୃତି

ରକ୍ତଦାତାଙ୍କ ମହାନତା ସମ୍ପର୍କ ସେତୁର ସଫଳତା, ମୋବାଇଲ ରେ ଯୋଗାଯୋଗ କରି ରକ୍ତ ପାଇଲେ ଗର୍ଭବତୀ ମହିଳା

ହାତପାହାନ୍ତାରେ ରକ୍ତଦାତା ପୁଣି ଅଵଶ୍ୟକୀୟ ଅଞ୍ଚଳ ଏବଂ ଆବଶ୍ୟକ ମୁତାବକ ବ୍ଲଡ଼ ଗ୍ରୁପ । ରକ୍ତଅଭାବ ଦୂରୀକରଣ ପାଇଁ ଢେଙ୍କାନାଳ ଜିଲ୍ଲା ବାସୀଙ୍କ ପାଇଁ ଆମର ଅଭିନବ ପ୍ରୟାସ ଅନଲାଇନ୍ ରକ୍ତସେବା ବା ' ସମ୍ପର୍କ ସେତୁ ' । କିଛିଦିନ ତଳେ ଢେଙ୍କାନାଳ ଅପଡେଟ୍ ର ଏହି ପ୍ରୟାସ ଯୋଗୁଁ

ସମ୍ପର୍କ ସେତୁ: ରକ୍ତ ଆଦାନ ପ୍ରଦାନର ମାଧ୍ୟମ

ରକ୍ତ ଦାନ ଜୀବନ ଦାନ! ଅନେକ ସମୟରେ ଜରୁରୀକାଳୀନ ସ୍ଥିତିରେ ରକ୍ତ ନ ପାଇ ଜୀବନ ଚାଲି ଯାଉଥିବା ନଜାର ଅସଂଖ୍ୟ ଦେଖିବାକୁ ମିଳେ। ଦେଶ କ'ଣ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ରୋଗୀଟିଏ   ଆବଶ୍ୟକ ଶ୍ରେଣୀ (ଗ୍ରୁପ) ର  ରକ୍ତ ଯୋଗାଯୋଗ ଅଭାବରୁ ପାଇ ନପାରି ମୃତ୍ୟୁ ବରଣ କରିଥାଏ। ତେବେ ରକ୍ତଦାନ

ଓଡ଼ିଶାରେ ପ୍ରଥମ ଜଣେ ଢେଙ୍କାନାଳିଆ

୧- ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ -ଶ୍ରୀମତୀ ନନ୍ଦିନୀ ଶତପଥୀ ୨- ଓଡ଼ିଶାର ପ୍ରଥମ ଓଡ଼ିଆ ରାଜ୍ୟପାଳ -ଶ୍ରୀ ଗତିକୃଷ୍ଣ ମିଶ୍ର ୩- ଓଡ଼ିଶାର ପ୍ରଥମ ଓଡ଼ିଆ ଆମେରିକା ଓ ଜାପାନ ଗ୍ରସ୍ତ - ସାରଙ୍ଗଧର ଦାସ ୪- ଓଡ଼ିଶା ହାଇକୋର୍ଟର ପ୍ରଥମ ମହିଳା ବିଚାରପତି - ଶ୍ରୀମତୀ

ରକ୍ତଦାନ ପାଇଁ ଆହ୍ବାନ କଲେ ଯୁବକର୍ମୀ- ଅଶୋକ ପଣ୍ଡା

ସାରା ଦେଶରେ କାୟା ବିସ୍ତାର କରୁଛି କରୋନା, ସକ୍ରିୟ ଅଛନ୍ତି ଡାକ୍ତରୀ ଟିମ୍। କେଉଁଠି ଚାଲିଛି ରକ୍ତ ନମୁନା ପରୀକ୍ଷା ତ କେଉଁଠି ଚାଲିଛି ଆଇସଲେସନ ବ୍ୟକ୍ତିଙ୍କ ଚିକିତ୍ସା। ଏହି ସମୟରେ ବିଭିନ୍ନ ସ୍ଥାନରେ ରକ୍ତ ର ଆବଶ୍ୟକତା ବହୁମାତ୍ରାରେ ଦେଖା ଦେଇଥାଏ ତେବେ ଏହି ଅସୁବିଧା କୁ ଦୂର
error: Content is protected !!