News
lipub
samparksetu
Browsing Category

ସ୍ପେସିଆଲ ରିପୋର୍ଟ

ବିଶ୍ୱ ବନ୍ୟଜନ୍ତୁ ଦିବସ ପାଳିତ

ପ୍ରତିବର୍ଷ ମାର୍ଚ୍ଚ ୩ ତାରିଖକୁ ସାରା ବିଶ୍ୱରେ ବନ୍ୟଜନ୍ତୁ ଦିବସ ଭାବେ ପାଳନ କରାଯାଏ । ବିଶେଷ କରି ବନ୍ୟଜନ୍ତୁଙ୍କ ସୁରକ୍ଷା ତଥା ଜନସାଧାରଣ ଙ୍କୁ ବନ୍ୟଜନ୍ତୁଙ୍କ ପ୍ରତି ସଚେତନତା ନେଇ ଏହି ଦିବସ ପାଳନ କରାଯାଇଥାଏ । ମିଳିତ ଜାତିସଂଘ ପକ୍ଷରୁ ଏହି ଦିବସ ସାରା ବିଶ୍ଵରେ ପାଳନ ହେଉ

ଜଙ୍ଗଲ ନିଆଁ ପ୍ରତିରୋଧ ସଚେତନତା କର୍ମଶାଳା

ଢେଙ୍କାନାଳ ଜିଲ୍ଲା ସଦର ବକ୍ଲ ଅନ୍ତର୍ଗତ ରଞ୍ଜା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଙ୍ଗଲ ନିଆଁ ପ୍ରତିରୋଧ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜାତିସଙ୍ଘ ପୁରସ୍କାର ପ୍ରାପ୍ତ ଯୁବ ପରିବେଶବିତ ଶୁଭ୍ରାଶୁଂ ଶତପଥୀ ଙ୍କ ଦ୍ଵାରା ଆୟୋଜିତ ଏହି କର୍ମଶାଳାରେ ଜଙ୍ଗଲ ନିଆଁର କାରଣ,ପ୍ରତିକାର

ଭୂକମ୍ପ ତାଲିକାରେ ଢେଙ୍କାନାଳ !

ଢେଙ୍କାନାଳ ଜିଲ୍ଲା ଭୂକମ୍ପ ପ୍ରବଣ ତାଲିକାର ଜୋନ-୩ରେ ରହିଛି । ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ସ୍ପଟ ଭାବରେ ଉଲ୍ଲେଖ କରାଯାଇଛି ।ଭୁକମ୍ପ ପ୍ରବଣ ତାଲିକାରେ ରହିଥିଲେ ମଧ୍ୟକୌଣସି ଘର,ଅଟ୍ଟାଳିକା,ବିଦ୍ୟାଳୟ,ମଲ,ଆପାର୍ଟମେଣ୍ଟ ଭୁକମ୍ପ ପ୍ରବଣ ମାନ ଅନୁସାରେ ନିର୍ମାଣ

୪୦ବର୍ଷ ଧରି ଶେଷ ହେଉନାହିଁ ରେଙ୍ଗାଳୀ କେନାଲ କାର୍ଯ୍ୟ

ଢେଙ୍କାନାଳ ଜିଲ୍ଲାରେ ଜଳସେଚନ ଯୋଜନାରେ ଚାଷୀମାନଙ୍କୁ ପାଣିଯୋଗାଇବା ପାଇଁ ୧୯୮୧ ମସିହାରେ ଦକ୍ଷିଣ ରେଙ୍ଗାଳୀ କେନାଲ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହା ମଧ୍ୟରେ ଦିର୍ଘ ୪୦ବର୍ଷ ବିତି ଯାଇଥିଲେ ମଧ୍ୟ ଖରିଫ ଓ ରବି ଋତୁରେ ଚାଷୀମାନଙ୍କୁ ପର୍ଯ୍ୟାପ୍ତ ଜଳଯୋଗାଣ ହୋଇପାରିଲା ନାହିଁ ।

ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

ବିଶ୍ୱ ପ୍ରସିଦ୍ଧ ମାଘମେଳା ଶନିବାର ଦିନ ଚତୁର୍ଦ୍ଦଶୀ ତିଥିରେ ଆରମ୍ଭ ହୋଇଛି ।ଲକ୍ଷ ଲକ୍ଷଙ୍କ ଭକ୍ତଙ୍କ ଗହଣରେ ମହିମା ଗାଦି ଅଲେଖ ମହିମା ଧ୍ୱନୀରେ ପ୍ରକମ୍ପିତ ହୋଇଛି । ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ଗାଦି ମନ୍ଦିରର ଚାରିଦ୍ୱାରରେ ଶୂନ୍ୟ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଧ୍ୱନି ମନ୍ଦିର,

ବିଭିନ୍ନ ରୋଗ ପାଇଁ ଲୁହା ଓ ତମ୍ବା ଛଡ଼ ରେ ଗରମ ଚେଙ୍କ !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର କଙ୍କଡାହାଡ ବ୍ଲକ୍ କାନ୍ତୋଲ ପଞ୍ଚାୟତ କିମ୍ଭିରୀ ମୁଣ୍ଡା ଗ୍ରାମରେ କୁଡୁମୀ ସମ୍ପ୍ରଦାୟ ର ଲୋକ ମାନେ ମକର ସଂକ୍ରାନ୍ତି ପର ଦିନ ସକାଳେ ଛୁଆ ଠାରୁ ବୁଢ଼। ପର୍ଯ୍ୟନ୍ତ ଚେଙ୍କ ଚିକିତ୍ସା ଦେଖିବାକୁ ମିଳିଛି। ଗ୍ରାମ ବାସୀ ମାନଙ୍କୁ ପଚାରିବାରୁ

ଜିଲ୍ଲାରେ ବଢୁଛି ଏଡସ ସଂକ୍ରମଣ ,୧୬ଜଣ ଶିଶୁଙ୍କୁ ଏଡସ

ଢେଙ୍କାନାଳ ଜିଲ୍ଳାରେ ଭୟାବହ ଏଡସ ରୋଗ ବୃଦ୍ଧି ପାଇବାର ଲାଗିଛି । ବର୍ତ୍ତମାନ ଜିଲ୍ଳାରେ ୪୯୪ ଜଣ ଏଡସ ରୋଗୀ ରହିଥିବାର ଜଣାପଡିଛି ।ଏହାକୁ ନେଇ ସ୍ୱାସ୍ଥ୍ୟ ବିଭାଗର ଚିନ୍ତାର କାରଣ ପାଲଟିଛି । ଢେଙ୍କାନାଳ ଜିଲ୍ଲାରେ ୨୦୧୧ ଜନ ଗଣନା ଅନୁସାରେ ୧୧ ଲକ୍ଷ ୯୨ହଜାର ୯୪୮ ଲୋକ ବସବାସ କରୁଥିବା

ଯୋରନ୍ଦା ମେଳା ପ୍ରସ୍ତୁତି ବୈଠକ ବର୍ଜନ କଲେ କୌପୁନୀ ଧାରୀ ମହିମା ସାଧୁସନ୍ଥ

ଢେଙ୍କାନାଳ ଜିଲ୍ଳା ଗଁଦିଆ ବ୍ଳକ ଯୋରନ୍ଦା ମହିମାଗାଦୀରେ ଫେବୃଆରୀ ୪ ତାରିଖ ଦିନ ମାଘ ମେଳା ବା ବିଶ୍ୱପ୍ରସିଦ୍ଧ ମହିଳା ମେଳା ପାଇଁ ପ୍ରଶାସନ ତରଫରୁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ବିନା କଟକଣାରେ ଦିର୍ଘ ୨ ବର୍ଷ

ମଗଜି ଲଡୁ

ଖାଦ୍ୟ ପେୟକୁ ନେଇ ବିଭିନ୍ନ ଅଞ୍ଚଳରେ ଏକ ସ୍ଵତନ୍ତ୍ରତା ରହିଛି । ଗୋଟିଏ ଗୋଟିଏ ଖାଦ୍ୟ ପଦାର୍ଥକୁ ନେଇ ସଂପୃକ୍ତ ଅଞ୍ଚଳକୁ ମଧ୍ୟ ମିଳିଛି ପରିଚୟ । ବେଳେବେଳେ ସେହି ପରିଚୟ ସମଗ୍ର ରାଜ୍ୟର ଗୌରବରେ ପରିଣତ ହୁଏ। ବର୍ତ୍ତମାନ ଜିଆଇ ଟ୍ୟାଗ୍ ପାଇଁ ବିଭିନ୍ନ ଅଞ୍ଚଳରେ ବିଭିନ୍ନ ଖାଦ୍ୟ ପଦାର୍ଥକୁ

ମାଡି ଚାଲିଛି ଗାଈ ଗୋରୁ୍‌ଙ୍କ ଏଲଏସଡି ରୋଗ ; ଖାଲି ପଡିଛି ଶହ ଶହ ଡାକ୍ତର ପଦବୀ, ପିଅନଙ୍କୁ ନେଇ ଚାଲିଛି କାର୍ଯ୍ୟ

ଢେଙ୍କାନାଳ ଜିଲ୍ଲାରେ ଶୀତଦିନରେ ଗାଈଗୋରୁଙ୍କ ବିଭିନ୍ନ ରୋଗ ଦେଖାଦେଇଥିବାର ଜଣାପଡିଛି । ଗାଁ ଠାରୁ ସହର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଗୃହପାଳିତ ପଶୁମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ଚିକିତ୍ସାଳୟରେ ଡାକ୍ତର ଏବଂ କର୍ମଚାରୀଙ୍କ ଘୋର ଅଭାବ ଦେଖାଦେଇଛି । ଜିଲ୍ଳାରେ ଗାଈ
error: Content is protected !!