News
WhatsApp Image 2023-10-04 at 17.25.00
samparksetu
Browsing Category

ସ୍ପେସିଆଲ ରିପୋର୍ଟ

ବିଶ୍ୱ ଋତୁସ୍ରାବ ପରିଚ୍ଛନ୍ନତା ଦିବସରେ ପ୍ୟାଡ୍ ଓମେନ୍ ଅଙ୍କିତା ଙ୍କ ସଚେତନତା କାର୍ଯ୍ୟକ୍ରମ

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ୨୮ ମଇ ରେ ପାଳିତ ହୋଇଛି ବିଶ୍ୱ ଋତୁସ୍ରାବ ପରିଚ୍ଛନ୍ନତା ଦିବସ । ତେବେ ଏହି ଦିବସ ଅବସରରେ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ରଥିଆପାଳ ଗାଁରେ ଅଙ୍କିତା ସାହୁଙ୍କ ତତ୍ୱାବଧାନ ରେ ଋତୁସ୍ରାବ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସାରା

ସାବାର୍ଡ ହେଉଛନ୍ତି ଅସାମାଜିକ ବ୍ୟକ୍ତି, ସାଧା ପୋଷାକରେ ଆରକ୍ଷୀ ଅଧିକ୍ଷକଙ୍କ ଚଢ଼ାଉ ।

ନା ବାଜୁଛି ସାଇରନ ନା ଜଳୁଛି ବତୀ ନା କୌଣସି ଫୋର୍ସ ନା ଅଛି ବର୍ଦି । ସଞ୍ଜ ନଇଁଲେ ନିଜେ ସାଇକଲ ରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛନ୍ତି ଆରକ୍ଷୀ ଅଧିକ୍ଷକ । ଏହା କୋୖଣସି ଫିଲ୍ମ ର କାହାଣୀ ନୁହେଁ ବରଂ ଆମେ କହୁଚୁ ଢେଙ୍କାନାଳ ଜିଲ୍ଲାକୁ ଆସିଥିବା ନୂତନ ଆରକ୍ଷୀ ଅଧିକ୍ଷକ

ଶ୍ରୀ ଚନ୍ଦ୍ର ଶେଖରଜୀଉଙ୍କ ଚନ୍ଦନ ଯାତ୍ରା ଭିନ୍ନ ଏକ ପରମ୍ପରା

ଢେଙ୍କାନାଳ ଜିଲ୍ଲା କପିଳାସ ସ୍ଥିତ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ଚନ୍ଦନ ଯାତ୍ରା ଏକ ଭିନ୍ନ ପରମ୍ପରାରେ ପ୍ରଚଳିତ ହୋଇଆସୁଛି। ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ଚନ୍ଦନ ଯାତ୍ରାରେ ଠାକୁରଙ୍କ ବିଜେ ପ୍ରତିମା ଭାବରେ କେବଳ ମଦନ ମୋହନ ଚାପ ଖେଳିଥିବା ବେଳେ କପିଳାସ ପୀଠର ଚଳନ୍ତି ପ୍ରତିମା

ପୃଥିବୀ ଦିବସରେ ପକ୍ଷୀ ସୁରକ୍ଷା ବାର୍ତ୍ତା ଦେଲେ ଶୁଭ୍ରାଂଶୁ

ପୃଥିବୀ ଦିବସ , ପୃଥିବୀ ବା ଧରିତ୍ରୀ ମାତାକୁ ସୁରକ୍ଷା ଦେବା ପାଇଁ ପ୍ରତିବର୍ଷ ଏପ୍ରିଲ୍ ୨୨ ତାରିଖଟିକୁ ପୃଥିବୀ ଦିବସ ଭାବେ ପାଳନ କରାଯାଇଥାଏ । ଜୈବ ମଣ୍ଡଳ ସୁରକ୍ଷା, ପ୍ଲାଷ୍ଟିକ୍‌ର ବ୍ୟବହାର ବନ୍ଦ କରିବା ସହ ଶବ୍ଦ ଏବଂ ବାୟୁ ପ୍ରଦୂଷଣ କମ୍‌ କରିବା ଓ ଗଛ ଲଗାଇବାକୁ ଏହି ଦିବସ

ବିଶ୍ୱ ଘରଚଟିଆ ଦିବସ ପାଳନ

ଆଉ ଶୁଣିବାକୁ ମିଳୁନି କିଚିରି ମିଚିର ଶବ୍ଦ। ଘରର ପକ୍ଷୀ ଘର ଚଟିଆ କୁଆଡ଼େ ହଜିଗଲାଣି। ଚାଳଘର, ସ୍କାଏ ଲାଇଟ୍‌, କାନ୍ଥର ସନ୍ଧି, ଲାଇଟ୍‌ ପୋଷ୍ଟ୍‌ ଭଳି ସ୍ଥାନରେ ଘର ଚଟିଆ ତାଙ୍କର ବସା କରିଥାନ୍ତି। ଲୋକଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆସିବା ପରେ ସମୟ କ୍ରମେ ଛାତ ଘର, କ˚କ୍ରିଟ୍‌

ବିଶ୍ୱ ବନ୍ୟଜନ୍ତୁ ଦିବସ ପାଳିତ

ପ୍ରତିବର୍ଷ ମାର୍ଚ୍ଚ ୩ ତାରିଖକୁ ସାରା ବିଶ୍ୱରେ ବନ୍ୟଜନ୍ତୁ ଦିବସ ଭାବେ ପାଳନ କରାଯାଏ । ବିଶେଷ କରି ବନ୍ୟଜନ୍ତୁଙ୍କ ସୁରକ୍ଷା ତଥା ଜନସାଧାରଣ ଙ୍କୁ ବନ୍ୟଜନ୍ତୁଙ୍କ ପ୍ରତି ସଚେତନତା ନେଇ ଏହି ଦିବସ ପାଳନ କରାଯାଇଥାଏ । ମିଳିତ ଜାତିସଂଘ ପକ୍ଷରୁ ଏହି ଦିବସ ସାରା ବିଶ୍ଵରେ ପାଳନ ହେଉ

ଜଙ୍ଗଲ ନିଆଁ ପ୍ରତିରୋଧ ସଚେତନତା କର୍ମଶାଳା

ଢେଙ୍କାନାଳ ଜିଲ୍ଲା ସଦର ବକ୍ଲ ଅନ୍ତର୍ଗତ ରଞ୍ଜା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଙ୍ଗଲ ନିଆଁ ପ୍ରତିରୋଧ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜାତିସଙ୍ଘ ପୁରସ୍କାର ପ୍ରାପ୍ତ ଯୁବ ପରିବେଶବିତ ଶୁଭ୍ରାଶୁଂ ଶତପଥୀ ଙ୍କ ଦ୍ଵାରା ଆୟୋଜିତ ଏହି କର୍ମଶାଳାରେ ଜଙ୍ଗଲ ନିଆଁର କାରଣ,ପ୍ରତିକାର

ଭୂକମ୍ପ ତାଲିକାରେ ଢେଙ୍କାନାଳ !

ଢେଙ୍କାନାଳ ଜିଲ୍ଲା ଭୂକମ୍ପ ପ୍ରବଣ ତାଲିକାର ଜୋନ-୩ରେ ରହିଛି । ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ସ୍ପଟ ଭାବରେ ଉଲ୍ଲେଖ କରାଯାଇଛି ।ଭୁକମ୍ପ ପ୍ରବଣ ତାଲିକାରେ ରହିଥିଲେ ମଧ୍ୟକୌଣସି ଘର,ଅଟ୍ଟାଳିକା,ବିଦ୍ୟାଳୟ,ମଲ,ଆପାର୍ଟମେଣ୍ଟ ଭୁକମ୍ପ ପ୍ରବଣ ମାନ ଅନୁସାରେ ନିର୍ମାଣ

୪୦ବର୍ଷ ଧରି ଶେଷ ହେଉନାହିଁ ରେଙ୍ଗାଳୀ କେନାଲ କାର୍ଯ୍ୟ

ଢେଙ୍କାନାଳ ଜିଲ୍ଲାରେ ଜଳସେଚନ ଯୋଜନାରେ ଚାଷୀମାନଙ୍କୁ ପାଣିଯୋଗାଇବା ପାଇଁ ୧୯୮୧ ମସିହାରେ ଦକ୍ଷିଣ ରେଙ୍ଗାଳୀ କେନାଲ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହା ମଧ୍ୟରେ ଦିର୍ଘ ୪୦ବର୍ଷ ବିତି ଯାଇଥିଲେ ମଧ୍ୟ ଖରିଫ ଓ ରବି ଋତୁରେ ଚାଷୀମାନଙ୍କୁ ପର୍ଯ୍ୟାପ୍ତ ଜଳଯୋଗାଣ ହୋଇପାରିଲା ନାହିଁ ।

ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

ବିଶ୍ୱ ପ୍ରସିଦ୍ଧ ମାଘମେଳା ଶନିବାର ଦିନ ଚତୁର୍ଦ୍ଦଶୀ ତିଥିରେ ଆରମ୍ଭ ହୋଇଛି ।ଲକ୍ଷ ଲକ୍ଷଙ୍କ ଭକ୍ତଙ୍କ ଗହଣରେ ମହିମା ଗାଦି ଅଲେଖ ମହିମା ଧ୍ୱନୀରେ ପ୍ରକମ୍ପିତ ହୋଇଛି । ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ଗାଦି ମନ୍ଦିରର ଚାରିଦ୍ୱାରରେ ଶୂନ୍ୟ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଧ୍ୱନି ମନ୍ଦିର,
error: Content is protected !!