News
lipub
samparksetu
Browsing Category

ସ୍ପେସିଆଲ ରିପୋର୍ଟ

ରାଜନୈତିକ ପଶାପାଲିରେ ପଣବନ୍ଦୀ ପର୍ବତକଣି ,ଭୋଟ ନ ଦେବାରୁ କାଟି ଦେଲେ ଗ୍ରାମର ମୁଖ୍ୟ ରାସ୍ତା

ପାହାଡ଼ ପରି ଗଦା ଗଦା ସମସ୍ୟାରେ ସନ୍ତୁଳି ହେଉଛନ୍ତି ଗ୍ରାମବାସୀ। ଏପରି ସ୍ଥଳେ ଗତ ପଂଚାୟତ ନିର୍ବାଚନରେ ଭୋଟ ନଦେଇଥିବାରୁ ଗାଁକୁ ଯାଇଥିବା ମୁଖ୍ୟ ରାସ୍ତାକୁ ଜେସିବି ଲଗାଇ କାଟିଦେଇଛନ୍ତି ପରାଜିତ ପ୍ରାର୍ଥୀଙ୍କ ସମର୍ଥକ । ଗାଁ କୁ ଯୋଗାଯୋଗ ବିଛିନ୍ନ ଥିବାବେଳେ ଗତ କିଛିଦିନ ହେଲା

୫ ବର୍ଷରେ ଲାଗିଲାଣି ୧୭ ହଜାର ୭୨୩ ହେକ୍ଟର ଜମିରେ ଚାରା,ନୂତନ ଗଛର ନାହିଁ ଚିହ୍ନବର୍ଣ୍ଣ

ଢେଙ୍କାନାଳ ଜିଲ୍ଳାରେ ଗତ ୫ ବର୍ଷ ମଧ୍ୟରେ ପ୍ରାୟ ୧୭ ହଜାର ୭୨୩ ହେକ୍ଟର ଜମିରେ ୧୦ଲକ୍ଷରୁ ଅଧିକ ଚାରା ରୋପଣ କରାଯାଇଥିବାର ଜଣାପଡିଛି । ଜଙ୍ଗଲ ପରିମାଣ ଠାରୁ ଅଧିକ ଜମିରେ ନୂତନ ଚାରା ରୋପଣ କରାଯାଇଥିବା ବେଳେ ଜଙ୍ଗଲରେ ଗଛର ଚିହ୍ନବର୍ଣ୍ଣ ନଥିବାର ଜଣାପଡିଛି । ଢେଙ୍କାନାଳ ବନଖଣ୍ଡରେ

ଭିତ୍ତିଭୂମି ସତ୍ତ୍ବେ ବିଜ୍ଞାପିତ ଅଞ୍ଚଳ ମାନ୍ୟତା ରୁ ବଞ୍ଚିତ ଗଁଦିଆ !

ଢେଙ୍କାନାଳ ଜିଲାରୁ ଅନ୍ୟତମ ବ୍ଲକ ମୁଖ୍ୟାଳୟ ହେଲା ଗଁଦିଆ ଏହା ଜିଲ୍ଲା ମୁଖ୍ୟାଳୟଠାରୁ ଉତ୍ତର ଦିଗରେ ୩୦ କି.ମି, ଦୂରରେ ଅବସ୍ଥିତ । ବ୍ରାହ୍ମଣୀ ନଦୀରେ ବାଜିରାଉତ ସେତୁ ହେବା ପରେ ଗଁଦିଆରୁ ଭୁବନ ବିଜ୍ଞାପିତ ଅଞ୍ଚଳର ଦୂରତ୍ବ ମାତ୍ର ୧୫ କି.ମି. । ୩୦ କି.ମି. ଦୂରରେ ଢେଙ୍କାନାଳ ଠାରେ

ଜିଏମ ଆଇରନ ଆଣ୍ଡ ଷ୍ଟିଲ କାରଖାନାରେ ପୁନଃ ଚାଞ୍ଚ କଲେ ଏନଜିଟି ଗଠିତ କମିଟି

ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ପଞ୍ଚାୟତ କୁଲେଇ ଗ୍ରାମରେ ଗଢ଼ିଉଠିଥିବା ଜିଏମ୍ ଆଇରନ ଆଣ୍ଡ ଷ୍ଟିଲ କାରଖାନାରେ ପ୍ରଦୂଷଣ, ଜଙ୍ଗଲ ଓ ସରକାରୀ ଜମି ଜବରଦଖଲ କୁ ନେଇ ଜିଲ୍ଲା ପ୍ରଶାସନକୁ ବାରମ୍ବାର କରିଆସିଥିଲେ ମଧ୍ୟ କୈାଣସି ସମାଧାନ ନହେବାରୁ ଗେଙ୍ଗୁଟିଆ ପଞ୍ଚାୟତ ପୂର୍ବତନ ସରପଞ୍ଚ ସିମାନ୍ତ ଜେନା

ସୁରକ୍ଷା ଖୋଜୁଛି ଗଜରାଜ !

ହାତୀଙ୍କ ସୁରକ୍ଷା ପାଇଁ କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟ ସରକାର ବେଶ୍ ତତ୍ପର । କିନ୍ତୁ ଢେଙ୍କାନାଳ ବନଖଣ୍ଡ ହାତୀଙ୍କ ମୃତ୍ୟୁ ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଗତ ୧୫ ବର୍ଷରେ ୧୭୫ ହାତୀଙ୍କ ମୃତ୍ୟୁକୁ ନେଇ ପରିବେଶବିତ୍ ମାନେ ଉଦବେଗ ପ୍ରକାଶ କରିଥିବା ବେଳେ ଆଉ

ଟର୍ଚ୍ଚ ମାରି ହେଉଛି ରୋଗୀ ସେବା,ଅନ୍ଧାରରେ ସୋଲାର ପ୍ରକଳ୍ପ

ଢେଙ୍କାନାଳ ଜିଲ୍ଲାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ରୋଗୀମାନଙ୍କୁ ୨୪ ଘଣ୍ଟିଆ ସେବା ଯୋଗାଇଦେବା ପାଇଁ ବିଜୁଳି ବ୍ୟବସ୍ଥା ନାହିଁ । କେତେବେଳେ ଡାକ୍ତରମାନେ ଟର୍ଚ୍ଚ ଲାଇଟ ତ କେତେବେଳେ ମୋବାଇଲ ଲାଇଟରେ ଚିକିତ୍ସା କରିବା ଘଟଣା ଜିଲ୍ଲାରେ

ରୋଗୀଙ୍କ ଜୀବନ ମରଣ ସହିତ ଖେଳ , ଜିଲ୍ଲାରେ ପଞ୍ଜିକରଣ ନଥାଇ ଚାଲିଛି ବେଆଇନ ପାଥୋଲାବ

ଢେଙ୍କାନାଳ ଜିଲ୍ଲା ରେ ସହର ସହିତ ବିଭିନ୍ନ ଗ୍ରାମାଞ୍ଚଳରେ ବିନା ପଞ୍ଜିକରଣରେ କାର୍ଯ୍ୟକରୁଛି ଶତାଧିକ ପାଥୋଲାବ୍ । ଅନଭିଜ୍ଞ ପାଥୋଲୋଜିଷ୍ଟ ମାନଙ୍କ ଦ୍ୱାରା ବିଭିନ୍ନ ପରୀକ୍ଷା କରାଯାଉଥିବା ବେଳେ ରୋଗୀଙ୍କ ଜୀବନ ମରଣ ସହିତ ଖେଳ ଖେଳୁଥିବାର ଅଭିଯୋଗ ହେଉଛି । ଏମିତି କି ମାଟ୍ରିକ ଓ

ଧରିତ୍ରୀ ସମ୍ମାନରେ ସମ୍ମାନୀତ ହେଲେ ଅଙ୍କିତା

ସମାଜ ପାଇଁ କିଛି ତ୍ୟାଗ ଓ ସେବା ହିଁ ହେଉଛି ମନୁଷ୍ୟର ପ୍ରକୃତ ମଣିଷ ପଣିଆ l ଏହି ଉକ୍ତିକୁ ବାସ୍ତବ ରୂପ ଦେଇ ସମସ୍ତଙ୍କ ଆଦର୍ଶ ସାଜିଛନ୍ତି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କାବେରା ପଂଚାୟତ ଦଧିସିଂହା ଗାଁ ର ବିଷ୍ଣୁ ଚରଣ ସାହୁ ଙ୍କ ବଡ଼ ଝିଅ ଅଙ୍କିତା ସାହୁ l ନାରୀ ଶକ୍ତିକୁ

ଗେଣ୍ଡାଳି‌ଆ ଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି ଷଡ଼ଙ୍ଗୀ

ବିଦେଶୀ ପକ୍ଷୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି ଢେଙ୍କାନାଳ ସହରରୁ ୪୦ କିମି ଦୂରରେ ଅବସ୍ଥିତ ଗଁଦିଆ ବ୍ଳକ ଅନ୍ତର୍ଗତ ଷଡ଼ଙ୍ଗୀ । ଗାଁ କୁ ଆସୁଥିବା ହଜାର ହଜାର ସଂଖ୍ୟାରେ ଗେଣ୍ଡାଳିଆ ପକ୍ଷୀଙ୍କ ଆଗମନ ହେଲେ ଏଠାକାର ଚାଷୀ ଚାଷ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ହୁଏ। ମୌସୁମୀ ‌ଆସିଲେ ଦଳ ଦଳ

ଏନଟିପିସି ଗଜମରା ପୁନଃ କାର୍ଯ୍ୟାରମ୍ଭ ପାଇଁ କଳ୍ପନା ଜଳ୍ପନା !

ଢେଙ୍କାନାଳ ସଦର ବ୍ଳକ ସପ୍ତଶଯ୍ୟା ଠାରେ ଦୀର୍ଘ ୧୪ବର୍ଷ ଧରି ଏନଟିପିସି କୁ ଜମି ଦେଇ କ୍ଷତିଗ୍ରସ୍ତ ପ୍ରଜାମାନେ ନାହିଁନଥିବା ଅସୁବିଧା ଭୋଗ କରୁଛନ୍ତି । ସରକାର ଜମି ଅଧିଗ୍ରହଣ ପରେ ସେହି ଜମିରେ ପୁଣି ଥରେ ପାୱାର ପ୍ଲାଣ୍ଟ କରିବାକୁ ମସୁଧା ଚଳାଇଥିବାର ଜଣାପଡିଛି । ସଦର ବ୍ଲକ ଅନ୍ତର୍ଗତ
error: Content is protected !!