News
lipub
samparksetu
Browsing Category

ସ୍ପେସିଆଲ ରିପୋର୍ଟ

ସହରରେ ସାମୂହିକ ମନୋରଞ୍ଜନର ଯୁଗ ଶେଷ;ଇତିହାସ ପାଲଟିଲାଣି ସିନେମା ହଲ,ହଜିଗଲେଣି କର୍ମଚାରୀ

ଢେଙ୍କାନାଳ ସହରରେ ମନୋରଞ୍ଜନର ମାଧ୍ୟମ ପାଲଟିଥିବା ସିନେମା ହଲ ଯୁଗ ଶେଷ ହୋଇଯାଇଛି । ସାମାଜିକ ଗଣମାଧ୍ୟମର ବହୁଳପ୍ରସାର ପରେ ଏବେ ସିନେମା ହଲ ଜମାନା ଶେଷହୋଇଯାଇଥିବା ବେଳେ ସେହି ସ୍ଥାନରେ କେଉଁଠି ମଲ ତ କେଉଁଠି ବିଦ୍ୟାଳୟ କାର୍ଯ୍ୟ କରୁଛି ।ଢେଙ୍କାନାଳ ସହରରେ ହେଉଥିବା ସାଂସ୍କୃତିକ

୧୩୪ କୋଟିରେ ବିକ୍ରିହେଲା ଶକ୍ତି ସୁଗାର୍ସ କାରଖାନା

ଢେଙ୍କାନାଳ ଜିଲ୍ଲା ତଥା ରାଜ୍ୟର ସର୍ବ ବୃହତ ଚିନି କାରଖାନା ଶକ୍ତି ସୁଗାର୍ସ ଶେଷରେ ବିକ୍ରି ହୋଇଯାଇଛି ।ଶକ୍ତି ସୁଗାର୍ସ କାରଖାନାକୁ ଚେନାଇ ସ୍ଥିତ ଇଣ୍ଡିଆନ ପଟାସ ଲିମିଟେଡ ୧୩୪କୋଟି ୧୦ଲକ୍ଷ ଟଙ୍କାରେ କ୍ରୟ କରିଥିବା ବେଳେ ରାଜିନାମା ସ୍ୱାକ୍ଷର ଅନୁସାରେ ଜୁଲାଇ ୧ ତାରିଖରୁ ନୂତନ

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ମାନବ ଶୃଙ୍ଖଳ ଆୟୋଜିତ

ପ୍ରତିବର୍ଷ ଜୁନ ମାସ ୫ ତାରିଖ ଦିନ ଏହି ଦିବସ ପାଳିତ ହୋଇଥାଏ । ମିଳିତ ଜାତିସଂଘ ୧୯୭୨, ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳନ ପାଇଁ ଏକ ବୈଠକ ର ଆୟୋଜନ କରିଥିଲା, ବୈଠକ ପରେ ପ୍ରତି ବର୍ଷ ଏହି ଦିବସ ପାଳନ ପାଇଁ ନିଷ୍ପତ୍ତି ହୋଇଥିଲା। ତେବେ ଲୋକଙ୍କୁ ପରିବେଶ ବିଷୟରେ ଅବଗତ କରାଇବା ଓ

କରୋନା ଏବଂ ଅନଲାଇନ ବ୍ୟବସାୟର ପ୍ରଭାବରେ ଉଠା ଦୋକାନୀ ଠାରୁ ଆରମ୍ଭ କରି ସଫିଂମଲ

ଢେଙ୍କାନାଳ ଜିଲ୍ଲାରେ କରୋନା ଏବଂ ଅନଲାଇନ ବ୍ୟବସାୟର ପ୍ରଭାବ ଉଠା ଦୋକାନୀ ଠାରୁ ଆରମ୍ଭ କରି ସଫିଂ ମଲ ପର୍ଯ୍ୟନ୍ତ ପଡିଛି । ଫଳରେ ଲକ୍ଷାଧିକ ଟଙ୍କା ଋଣ କରି ଏବେ ଦାଣ୍ଡର ଭିକାରୀ ସାଜିବା ସାରହୋଇଛି । ଏଭଳି କ୍ଷତି ସହିଥିବା ବ୍ୟବସାୟୀଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ସହାୟତା ପ୍ରଦାନ

ଢେଙ୍କାନାଳ ରେ ସ୍ମାର୍ଟ ପାର୍କ ସ୍ୱପ୍ନ !

ଢେଙ୍କାନାଳ ପୌରାଞ୍ଚଳରେ ସରକାରୀ ଜମି ଏବେ ଦେଖିବାକୁ ସ୍ୱପ୍ନ ପାଲଟିଛି । ସରକାରୀ ଜମି ଉପରେ ଘରୋଇ ମାଲିକଙ୍କ ରାଜ । ସହରରେ ପାର୍କ କିମ୍ବା ଖୋଲା ପଡିଆରେ ଘେରାଏ ବୁଲିଆସିବାକୁ ସହର ବାସୀଙ୍କ ପାଇଁ ଜମି ଖଣ୍ଡେ ମିଳିବା କଷ୍ଟକର ହୋଇ ପଡିଛି । ଗତ୨ ହଜାର ମସିହା ପୂର୍ବରୁ ପୌରା ଳରେ ଶହଶହ

ରାଜ୍ୟର ସର୍ବ ବୃହତ ଚିନି କାରଖାନା ବିକ୍ରି ପାଇଁ ମସୁଧା !

ଢେଙ୍କାନାଳ ଜିଲ୍ଲା ତଥା ରାଜ୍ୟର ସର୍ବବୃହତ ଚିନି କାରଖାନା ଶକ୍ତି ସୁଗାର୍ସ ବିକ୍ରି ହେବାକୁ ସବୁପ୍ରକାର ମସୁଧା ଚାଲିଛି । ଜିଲ୍ଲାରୁ ଗୋଟିଏ ପରେ ଗୋଟିଏ ଶିଳ୍ପ ସଂସ୍ଥା ବନ୍ଦ ହୋଇଯାଉଥିବା ବେଳେ ଶକ୍ତି ସୁଗାର୍ସ ବନ୍ଦ ହେବା ଆଶଙ୍କାରେ ଶ୍ରମିକ ପରିବାର ଆଶା ଆଶଙ୍କାରେ ରହିଛନ୍ତି ।

ମାଳ ମାଳ ମୋବାଇଲ ଟାୱାର, ଖୋଲା ଖୋଲି ଚାଲିଛି ନିୟମ ଉଲଂଘନ

ଢେଙ୍କାନାଳ ଜିଲ୍ଲାରେ ଗାଁ ଠାରୁ ସହର ପର୍ଯ୍ୟନ୍ତ ଯେଉଁଠି ଦେଖିବ ମାଳ ମାଳ ମୋବାଇଲ ଟାୱାର । ଜନଗହଳି ଭିତରେ ହେଉକି ଗାଁ ଭିତରେ ସହରର ଘର ଉପରେ ଏବଂ ଜନ ବହୁଳ ସ୍ଥାନରେ ଏହି ମୋବାଇଲ ଟାୱାର ରହିଛି । ଏହି ଟାୱାର ଦ୍ୱାରା ୩ଶହ ମିଟର ପରିଧି ଭିତରେ ରହୁଥିବା ଲୋକମାନଙ୍କ ଜୀବନ ପ୍ରତି ବିପଦ

ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର ; ସାଢେ ଆଠ ପରେ ବିଦ୍ୟାଳୟରେ ପହଞ୍ଚୁଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ

ଢେଙ୍କାନାଳ ଜିଲ୍ଲାରେ ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର ଦେଖିଲେ ସରକାରୀ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା କେଉଁ ସ୍ଥିତି ଦେଇ ଗତି କରୁଛି ତାହା ସ୍ପଟ ଭାବରେ ବାରି ହୋଇ ପଡୁଛି । ପ୍ରଶାସନ ଶିକ୍ଷା ସଚେତନତା ରଥ ପରିକ୍ରମା କରି ସଚେତନତା ସୃଷ୍ଟି କରୁଥିବା ବେଳେ ବିଦ୍ୟାଳୟରେ ଶିକ୍ଷକ

ଜୀବନ ଜୀବିକାକୁ ନେଇ ଦୋଛକିରେ ଜିଲ୍ଲାର କେନ୍ଦୁପତ୍ର ତୋଳାଳି ; କେନ୍ଦୁପତ୍ର ଚାଲାଣ କରି ବିଭାଗ ମାଲେମାଲ

ଢେଙ୍କାନାଳ ଜିଲ୍ଲାରେ ଲକ୍ଷାଧିକ କେନ୍ଦୁପତ୍ର ତାଳାଳୀ ଶୋଷଣର ଶିକାର ହେଉଥିବାର ଜଣାପଡିଛି । ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ଛତା,ଜୋତା,ପାଣିବୋତଲ ପ୍ରଦାନ କରାଯାଉଥିବା ବେଳେ ଦିନକୁ ୧୨ଘଂଟା ପରିଶ୍ରମ କରିଲେ ବି ମଜୁରୀ ଉପଯୁକ୍ତ ପାରିଶ୍ରମିକ ମିଳୁନଥିବାର ଜଣାପଡିଛି । ଜିଲ୍ଲାରେ

ଜଙ୍ଗଲ ଭିତରେ ପୋଖରୀ ଶୁ୍‌ଖିଲା : ପାଣି ନପାଇ ବନ୍ୟଜନ୍ତୁ ଗାଁ ମୁହଁ।

ଢେଙ୍କାନାଳ ବନଖଣ୍ଡ କପିଳାସ ଅଭୟାରଣ୍ୟ ତଥା ରେଞ୍ଜରେ ଜିଲ୍ଲାର ସର୍ବାଧିକ ହାତୀ ରହିଛନ୍ତି । ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ହାତୀଗୁଡିକ ଜଳକ୍ରୀ ଡା କରିବା ଏବଂ ପାଣି ପିଇବା ପାଇଁ ପ୍ରଚୁର ପାଣିର ଆବଶ୍ୟକତା ହୋଇଥାଏ । ଢେଙ୍କାନାଳ ବନଖଣ୍ଡରେ ୧୪ ବର୍ଷରେ ଜଙ୍ଗଲ ମଧ୍ୟରେ ୧୧୩ଟି ପୋଖରୀ
error: Content is protected !!