Browsing Category
ସ୍ପେସିଆଲ ରିପୋର୍ଟ
ଚଳିତ ବର୍ଷ ପାଳିତ ହେବ ନାହିଁ ଭୁବନ ର ଐତିହାସିକ ବଳଦଯାତ୍ରା; ବିଧି ଓ ପରମ୍ପରା ସହିତ କରୋନା କଟକଣା ଭିତରେ ଦୁଇଟି…
ଢେଙ୍କାନାଳ ଜିଲ୍ଲାର ଭୁବନ ରେ ପାଳିତ ହୋଇ ଆସୁଥିବା ପାରମ୍ପରିକ ଐତିହାସିକ ବଳଦଯାତ୍ରା ଚଳିତ ବର୍ଷ ମଧ୍ୟ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି। ମହାମାରୀ କରୋନା ପାଇଁ ଚଳିତ ବର୍ଷ କେବଳ ପରମ୍ପରା ରକ୍ଷା ପାଇଁ ୨ ଟି ବଳଦ କୁ କଟକଣା ସହିତ ବଦଳଯାତ୍ରାକୁ ଶାନ୍ତିକମିଟି ର ପ୍ରସ୍ତାବ କୁ!-->…
ସହରରେ ବୁଲୁଛନ୍ତି ନକଲି ଚାନ୍ଦା ଆଦାୟକାରୀ, ପୋଲିସ ମହାନିର୍ଦ୍ଦେଶକଙ୍କ ଦୃଷ୍ଟିଗୋଚର କରି ଦୃଢ଼ କାର୍ଯ୍ୟାନୁଷ୍ଠାନ…
ଆରମ୍ଭ ହୋଇଛି ପାର୍ବଣ ଋତୁ କଟକଣା ଭିତରେ ପୂଜା ପାଇଲେ ଗଜାନନ, ସେହିପରି ଆରମ୍ଭ ହୋଇଯାଇଛି ମା' ଦୁର୍ଗାଙ୍କ ଆବାହନ । ପୀଠରେ ଚାଲିଛି ନବରାତ୍ର ପୂଜା, ଏବଂ ବିଶ୍ୱ ପ୍ରସିଦ୍ଧ ଢେଙ୍କାନାଳ ଲକ୍ଷ୍ମୀପୂଜା ପାଇଁ ମଧ୍ୟ ଆରମ୍ଭ ହୋଇଛି ପ୍ରସ୍ତୁତି । କରୋନା କଟକଣା ଭିତରେ କିପରି ପୂଜା ପାଇବେ ଏନେଇ!-->…
ଇ-ଶ୍ରମ କାର୍ଡ ଓ ହେଲଥ୍ କାର୍ଡ ଆଳରେ ସାଧାରଣ ଲୋକଙ୍କୁ ଠକିବା
ଢେ଼ଙ୍କାନାଳ ଇ-ଶ୍ରମ କାର୍ଡ ଓ ହେଲଥ୍ କାର୍ଡ ଆଳରେ ସାଧାରଣ ଲୋକଙ୍କୁ ଲୁଟୁଛନ୍ତି କିଛି ଅସାଧୁ ବ୍ୟକ୍ତି। କରୋନା ଭଳି ମହାମାରୀ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ଇ-ଶ୍ରମ କାର୍ଡ ଆଳରେ ସାଧାରଣ ଲୋକଙ୍କୁ ଲୁଟୁଛନ୍ତି l
ଯାହାକି ସାଧାରଣ ଲୋକଙ୍କ ପାଇଁ ବୋଝ ଉପରେ ନଳିତା!-->!-->!-->…
ମନ ମହୁଛି କାଶତଣ୍ଡି ଫୁଲ ; ମହୀ ଦିଶଇ ଧବଳ
ପାର୍ବଣର ଆଗମନରେ ମହକି ଉଠେ କାଶ ତଣ୍ଡିର ସମ୍ଭାର । ରାସ୍ତା କଡ ନଇଁ ପଠା, ଯୁଆଡେ ଦେଖିବ ସବୁଆଡେ ଦେଖିବାକୁ ମିଳିଥାଏ କାଶ ତଣ୍ଡି ଫୁଲ । ଲାଗେ ଯେମିତି କାଶତଣ୍ଡିର ଚାଦର ସ୍ପର୍ଶରେ ଧରାପୃଷ୍ଟକୁ ଓହ୍ଲାଇ ଆସିଛନ୍ତି ଜଗତ ଜନନୀ ମା’ ଦୁର୍ଗା । ମା’ଙ୍କ ଆଗମନରେ ଧୋବ ଫର ଫର କାଶତଣ୍ଡି ଫୁଲ!-->…
ଯୋରନ୍ଦା ମହିମାଗାଦିରେ ନବାନ୍ନ ଉତ୍ସବ, ଓଡିଶାର ପୁରପଲ୍ଲୀରୁ ଭକ୍ତଙ୍କ ସମାଗମ ; ପ୍ରଭୁ ଶୂନ୍ୟଦେହୀ ଅଲେଖ ଗୋସାଇଁଙ୍କ…
ବିଶ୍ବବିଦିତ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଯୋରନ୍ଦା ସ୍ଥିତ ମହିମାଗାଦୀରେ ନବାନ୍ନ ଉତ୍ସବ ପାଳିତ ହୋଇଯାଇଛି । ଭାଦ୍ରବ ଶୁକ୍ଳ ପକ୍ଷ ଦ୍ବିତୀୟା ଅବସରରେ ମହିମା ଧର୍ମର ପରମ୍ପରା ମୁତାବକ ପ୍ରଭୁ ଶୂନ୍ୟଦେହୀ ଅଲେଖ ଗୋସାଇଁଙ୍କ ନିକଟରେ ନୂଆ ଲାଗି କରାଯାଇଛି । ଏହାକୁ ମହିମାଗାଦିରେ!-->…
ଏମଟିଭି ରିଆଲିଟି ଶୋ ରେ ରଙ୍ଗବତୀ ଗୀତରେ ଚମକିଲେ ଢେଙ୍କାନାଳ ଝିଅ
ଢେଙ୍କାନାଳ ଜିଲ୍ଲାକୁ ଗର୍ବ ଗୌରବର ସମ୍ମାନଦେଇ ପୁଣି ଜଣେ ଝିଅ ଆଜି ଏମଟିଭିରେ ତାଙ୍କର କରିସ୍ମା ପ୍ରଦର୍ଶନ କରିଛନ୍ତି । ଏମଟିଭି ଦ୍ୱାରା ଆୟୋଜିତ ସୁପର ମଡେଲ ଅଫ ଦି ଇଅର୨୦୨୧ସିଜିନ ଟୁ ପାଇଁ ସେ ଫାଇନାଲ ପ୍ରତିଯୋଗୀ ଭାବରେ ମନୋନୀତ ହୋଇଛନ୍ତି ।
ସେ ଓଡିଶାର ଗର୍ବ ହୋଇଥିବା ବେଳେଏହି!-->!-->!-->…
ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ରାଜେଶ କୁମାର ଦାସ
ଜନ୍ମଦିନ ପାଳନ ଏକ ଟ୍ରେଣ୍ଡ ରେ ପରିଣତ ହେଲାଣି । ତାରକା ହୋଟେଲରେ ସାଙ୍ଗସାଥୀଙ୍କ ସହ ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି । ଏମିତି ଏକ!-->!-->!-->…
ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନିତ ଢେଙ୍କାନାଳ ମାଟିର ପୁଅ ଏସଓଜି କମାଣ୍ଡୋ ଅରବିନ୍ଦ ସାହୁ
ଓଡ଼ିଶା ରୁ ୬୭ ଜଣଙ୍କୁ ରାଷ୍ଟ୍ରପତି ପୁରସ୍କାର ପାଇଁ ଘୋଷଣା ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ବୀର ବାଜିରାଉତ ମାଟି ଭୁବନର ଲଢୁଆ ପୁଅ ଅରବିନ୍ଦ ସାହୁଙ୍କ ନାମ ଘୋଷଣା କରାଯାଇଛି । ୨୦୧୩ ମସିହାରେ ଅରବିନ୍ଦ ଏସଓଜି କମାଣ୍ଡୋ ଭାବେ ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ ତୃତୀୟ ବାଟାଲିୟନ!-->!-->!-->…
ସୁନାରେ ଝଲସିଲେ ବାବା ଚନ୍ଦ୍ରଶେଖର ; ୧କେଜି ୯୧୦ ଗ୍ରାମ ଓଜନ ସୁନାର ପଞ୍ଚବକ୍ରୀ ମୁକୁଟରେ ଅନୁଷ୍ଠିତ ହେଲା ନାଗାଭରଣ…
ରାଜ୍ୟର କୈଳ।ଶ ତଥା ଢେଙ୍କାନାଳ ର ପ୍ରସିଦ୍ଧ ଶୈବପୀଠ କପିଳାସ ପୀଠରେ ବାବା ଶ୍ରୀ ଚଦ୍ରଶେଖର ଜୀଉ ସୁନାରେ ଝଟକିଲେ । ଆଜି ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇ ପଭୁ ଚନ୍ଦ୍ରଶେଖର ଜୀଉଙ୍କ ପାଖରେ ସୁନାରେ ତିଆରି ପଞ୍ଚବକ୍ରୀ ମୁକୁଟ ଲାଗିକରାଯାଇଛି ।
ସୂଚନା ଥାଉକି, ପ୍ରଭୁଙ୍କ!-->!-->!-->…
ଶୁଭ୍ରାଂଶୁ ଶତପଥି ଙ୍କ ପ୍ରତିନିଧିତ୍ୱ ରେ ଆୟୋଜିତ ହେଲା ଜିରୋ ୱେଷ୍ଟ ରନ
ବିଶ୍ୱ ବ୍ୟାପି ଅନୁଷ୍ଠିତ ହୋଇଯାଇଛି ଜିରୋ ୱେଷ୍ ରନ୍ ମୂଳ ଲକ୍ଷ ଥିଲା ପ୍ଲାଷ୍ଟିକ ବର୍ଜନ ଓ ପରିବେଶ ସୁରକ୍ଷା । ପ୍ଲାଷ୍ଟିକ ର ବହୁଳ ବ୍ୟବହାର ହେତୁ ଅତିଷ୍ଠ ହୋଇ ପଡିଛି ପୃଥିବୀ ମା । କେତେବେଳେ ନଦୀ ପଠାରେ ତ କେଉଁଠି ସହର ମଧ୍ୟରେ ଆହୁରି ମଧ୍ୟ ସମୁଦ୍ର ଗର୍ଭରେ ମଧ୍ୟ ଏହି ଦୂଷିତ!-->!-->!-->…