News
lipub
samparksetu
Browsing Tag

Dhenkanal

ପ୍ରତ୍ୟେକ ଦିନ ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି ଛାତ୍ରଛାତ୍ରୀ ! ଅଚିନ୍ତାରେ ଅଧିକାରୀ

ନିରାପତ୍ତା ହୀନ ବିଦ୍ୟାଳୟ ପରିବହନ ଗାଡି । ବିପଦପୂର୍ଣ୍ଣ ଭାବେ ଯାତ୍ରା କରୁଛନ୍ତି ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀ ସୁରକ୍ଷା ଦିଗରେ ଶିକ୍ଷା ଅନୁଷ୍ଠାନ କର୍ତ୍ତୃପକ୍ଷଙ୍କ ଖାତିର ନଥିବା ବେଳେ ପ୍ରଶାସନ ମଧ୍ୟ କୌଣସି ଦୃଷ୍ଟି ନ ଦେବା ଏବେ ଅଭିଭାବକଙ୍କ ଚିନ୍ତାର କାରଣ ପାଲଟିଛି ।ଜଣେ

ପ୍ରେରଣା ପାଲଟିଛନ୍ତି ସରପା ଗାଁର ପଦ୍ମିନୀ – ସ୍ୱାବଲମ୍ବୀ ହେବା ଶିଖାଇଛି ଟାଟା ଷ୍ଟିଲ ଫାଉଣ୍ଡେସନ

ଗ୍ରାମାଞ୍ଚଳର ମହିଳାମାନେ ଆଜି କେବଳ ଘରର ଚାରି କାନ୍ଥ ମଧ୍ୟରେ ସୀମିତ ନାହାଁନ୍ତି, ବରଂ ନିଜର ଦକ୍ଷତା ବଳରେ ଆର୍ଥିକ ସ୍ୱାଧୀନତା ହାସଲ କରିବା ସହ ସମାଜରେ ନେତୃତ୍ୱ ନେଉଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ନୂଆଗାଁ ପଞ୍ଚାୟତ ସରପା

କପିଳାସ ପୀଠର ବିକାଶ ନିମନ୍ତେ ପ୍ରସ୍ତୁତି ବୈଠକ

କପିଳାସ ପୀଠ ପୂର୍ବ ବିଭାଗ ଡାକ ବଙ୍ଗଳାରେ ଜିଲ୍ଲା ପ୍ରଶାସନ ଓ କପିଳାସ ସୁରକ୍ଷା ପରିଷଦ କର୍ମକର୍ତ୍ତାଙ୍କୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ଗୃହୀତ ହୋଇଥିବା ପ୍ରସ୍ତାବଗୁଡ଼ିକ ମଧ୍ୟରେ କପିଳାସ ସିଂହଦ୍ଵାର ସମ୍ମୁଖରେ ଥିବା ଯାତ୍ରୀ ନିବାସକୁ ଆଉ ହୋଟେଲ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି

ରୁଙ୍ଗଟା କାରଖାନାରେ ଅଘଟଣ

ଢେଙ୍କାନାଳ ଜିଲ୍ଲା ଝାଡବନ୍ଧ ଅନ୍ତର୍ଗତ ରୁଙ୍ଗଟା ମାଇନ୍ସ କାରଖାନାରେ ଗତକାଲି ସକାଳେ ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ଗୋଟିଏ କ୍ରେନ୍ ଜଳି ଯାଇଥିବା ସୂଚନା । କାରଖାନାର ଏସ.ଏମ.ଏସ.- 1ସିରେ ବିସ୍ଫୋରଣ ହୋଇଥିବାର ସୂଚନା ରହିଥିବା ବେଳେ ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି । ତେବେ ଏହି

ଶଙ୍ଖ ଭଵନରେ ଢେଙ୍କାନାଳ ବିଜେଡିର ବୈଠକ, ପଞ୍ଚାୟତ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଲେ ନବୀନ

ଦଳକୁ ପୁଣି ଥରେ ସୁଦୃଢ଼ କରିବାକୁ ଅଣ୍ଟା ଭିଡ଼ିଛନ୍ତି ବିଜେଡି ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ । ନିୟମିତ ବିଭିନ୍ନ ଜିଲ୍ଲାର ନେତା, କର୍ମକର୍ତ୍ତାଙ୍କ ସହ ବୈଠକ କରି ମନୋବଳ ବଢ଼ାଇବା ସହ ନିରାଶ କର୍ମୀଙ୍କ ଭିତରେ ଉତ୍ସାହ ଭରୁଛନ୍ତି । ଗୁରୁମନ୍ତ୍ର ଦେଇ କହୁଛନ୍ତି, ଲୋକଙ୍କ ପାଇଁ କାମ

ବନମାଳୀ ପ୍ରସାଦ ଅଞ୍ଚଳରେ ମହିଳାଙ୍କୁ ମାରଣାତ୍ମକ ଆକ୍ରମଣ

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ବନମାଳୀ ପ୍ରସାଦରେ ରହୁଥିବା ଜଣେ ମହିଳା ସଂଘବଦ୍ଧଭାବେ ଆକ୍ରମଣର ଶିକାର ହୋଇଥିବାର ଜଣାଯାଇଛି । ମହିଳାଙ୍କ ମୁହଁ ଓ ଶରୀରରେ ମାଡର ହୋଇଥିବା ବେଳେ, ପିସିଆର ପହଞ୍ଚି ତାଙ୍କୁ ଉଦ୍ଧାର କରିଛି । ତେବେ ଆକ୍ରମଣର ଶିକାର ହୋଇଥିବା ମହିଳା ସନ୍ଧ୍ୟାରାଣୀ ବିଶ୍ୱାଳ

ଫେରାର ବେପାରୁଆ ଗାଡ଼ି ଚାଳକଙ୍କ ଶେଷ ଠିକଣା, ଢେଙ୍କାନାଳ !

ପ୍ରଧାନମନ୍ତ୍ରୀଙ୍କ ଥିଲା ଦିନିକିଆ ଓଡ଼ିଶା ଗସ୍ତ । ସୁରକ୍ଷା ବଳୟ ଭିତରେ ଥାଏ ସ୍ମାର୍ଟସିଟି ଭୁବନେଶ୍ୱର । ମିଳିଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ମୁତୟନ ହୋଇଥିଲେ ୮୧ ପ୍ଲାଟୁନ୍ ଫୋର୍ସ, ୧୧ ଡିସିପି ପଦାଧିକାରୀ ଅଫିସର, ୨୨ ଅତିରିକ୍ତ ଡିସିପି, ୬୬ ଏସିପି, ୧୦୦

୧.୦୪ କୋଟି ଟଙ୍କାର ବ୍ୟାଙ୍କ ଠକେଇ ରାକେଟର ପର୍ଦ୍ଦାଫାସ କଲା କ୍ରାଇମବ୍ରାଞ୍ଚ, ଦୁଇ ବ୍ୟାଙ୍କ କର୍ମଚାରୀଙ୍କ ସହ ୩ଗିରଫ

ବଣ୍ଟି ବବଲି ହୋଇ ଲୁଟୁଥିଲେ ଦୁହେଁ, ସାଥ ଦେଉଥିଲେ ସହଯୋଗୀ ଡେପୁଟି ମ୍ୟାନେଜର । ଘଟଣା ଟି ହେଉଛି ଢେଙ୍କାନାଳ ସହର ମଧ୍ୟରେ ଥିବା ଆଇସିଆଇସିଆଇ ବ୍ୟାଙ୍କ ର । ସେସମୟରେ କାର୍ଯ୍ୟରତ ଥିବା ରିଲେସନସିପ୍ ମ୍ୟାନେଜର ଆଠଗଡ ଅଞ୍ଚଳର ସ୍ୱାଗତିକା ସ୍ୱାଇଁ ତାଙ୍କ ସ୍ବାମୀ ମନୋଜ କୁମାର ସାହୁ ଏବଂ

ଜନସାଧାରଣଙ୍କ ଗମନାଗମନକୁ ଦୃଷ୍ଟିରେ ରଖି କଲେଜ ବାଇପାସ ରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଜବର ଦଖଲ ହଟାଇବାକୁ ନିର୍ଦ୍ଦେଶ…

କଲେଜ ବାଇପାସ ରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତା ନିର୍ମାଣର ଅନୁଧ୍ୟାନ କରିବା ସହ ଯାତ୍ରୀଙ୍କ ଗମନାଗମନ ନିମନ୍ତେ କୌଣସି ବାଧା କିଭଳି ନ ଉପୁଜେ ଏନେଇ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଙ୍କ ତତ୍ୱାବଧାନ ରେ ଏକ ସ୍ୱତନ୍ତ୍ର ଟିମ୍ ଗତକାଲି ଅପରାହ୍ନରେ ପରିଦର୍ଶନ କରିଛନ୍ତି । ସହରର

ସ୍ୱଚ୍ଛତା ନାଁରେ ହରିଲୁଟ, ମାସମାସ ହେବ ସଫା ହେଉନି ଡ୍ରେନ

ସ୍ୱଚ୍ଛତା ନାରେ ହରିଲୁଟ ! କେବଳ କାନ୍ଥବାଡ଼ରେ ସ୍ୱଚ୍ଛତାର ଚିତ୍ର ଆଙ୍କି ମୁକସାକ୍ଷୀ ସାଜୁଛନ୍ତି ପୋୖରସଂସ୍ଥା। ସହରର ପୋତା ପଡିଥିବା ଡ୍ରେନ ଗୁଡିକ ଦେଖି ସହରରେ ପୌର ସଫେଇ ଠିକା ସଂସ୍ଥା କେତେଯେ ତତତ୍ପର ତାହା ଜାଣି ପାରୁଥିବେ । ଏଭଳି ଏକ ସ୍ଥାନ ହେଉଛି ସହର ରୁ ଢେଙ୍କାନାଳ ରେଳ
error: Content is protected !!