News
lipub
samparksetu
Browsing Tag

Dhenkanal

ବିଶ୍ୱ ରକ୍ତଦାନ ଦିବସରେ ଟାଟା ଷ୍ଟିଲ ମେରାମଣ୍ଡଳୀ ରେ ୨୩୭ ୟୁନିଟ୍ ରକ୍ତ ସଂଗ୍ରହ

ବିଶ୍ୱ ରକ୍ତଦାନ ଦିବସ ଅବସରରେ ଢେଙ୍କାନାଳ ଜିଲ୍ଲାର ନରେନ୍ଦ୍ରପୁରଠାରେ ଅବସ୍ଥିତ ଟାଟା ଷ୍ଟିଲ ମେରାମଣ୍ଡଳୀ କାରଖାନାରେ ଏକ ସ୍ୱତନ୍ତ୍ର ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ମୋଟ୍ ୨୩୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଟାଟା ଷ୍ଟିଲର ବରିଷ୍ଠ

ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବା ପାଇଁ ଆଜିଠାରୁ ବୁକିଂ ଆରମ୍ଭ

୨୦୧୯ ମସିହା ପୂର୍ବରୁ ପଞ୍ଚିକୃତ ଗାଡିରେ ପୁରୁଣା ନମ୍ବର ପ୍ଳେଟ୍ ବଦଳରେ ‘ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍’ ବା (ଏଚଏସଆରପି ) ଲଗାଇବା ପାଇଁ ଆଜିଠାରୁ ବୁକିଂ ଆରମ୍ଭ ହେଉଛି । ଏଥିପାଇଁ ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ ମ୍ୟାନ୍ୟୁଫ୍ୟାକଚରର୍ (ସିଆମ୍) ପକ୍ଷରୁ

ଏକକାଳୀନ ୫ଟି ଦୋକାନରୁ ସିରିଜ୍ ଲୁଟ, ସୁରକ୍ଷା ବ୍ୟବସ୍ଥା କୁ ଖୋଲାଖୋଲି ଚ୍ୟାଲେଞ୍ଜ !

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କଲେଜ ବାଇପାସ୍ ଛକ ନିକଟରେ ଥିବା ୫ଟି ଦୋକାନରୁ ଏକ କାଳୀନ ଭାବେ ସିରିଜ୍ ଲୁଟ ଘଟିଛି । ତେବେ ଦୁର୍ବୃତ୍ତ ମାନେ ତାଲା ଭାଙ୍ଗି ନଗଦ ୨୦ ହଜାର ଟଙ୍କା ଓ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ୍ ହୋଇଥିବା ସ୍ୱଚନା ମିଳିଛି । ସୂଚନା ଅନୁଯାୟୀ

ପ୍ରେମିକ ବେଦନା

ଭରା ମେଘାଚ୍ଛନ୍ନ ମୋ ପୃଥିବୀ ଆଜିବିଶ୍ବାସ ଆଉ ଶପଥ ଛକାପଞ୍ଝା ରେଜାଣେନା କିପରି ଦେବି ଆଶ୍ୱାସନାହୃଦୟକୁ ମୋର କେଉଁ ଭରସାରେ ! ହତଭାଗ୍ୟ ମୁଁ କି ଭାଗ୍ୟ ମୋର ହେଲାଭାଗ୍ୟହୀନ ପ୍ରେମକାବ୍ୟ ଅଧ୍ୟାୟେଅସଫଳ ପ୍ରେମିକ ସାଜିଲି ସେ ପଥେପ୍ରାପ୍ତ ନୋହିଲା ସିଦ୍ଧି ପ୍ରେମକାବ୍ୟେ। ଶୁଆ ପାଇ ତା

ମୋବାଇଲ ଵିସ୍ପୋରଣ ରେ ନାବାଳକ ଗୁରୁତର

କାମାକ୍ଷାନଗର ଥାନା ବାଙ୍ଗୁରା ଗ୍ରାମରେ ଅଘଟଣ ମୋବାଇଲ ଫାଟି ନାବାଳକ ଆହତ । ସୂଚନା ଅନୁଯାୟୀ ସଞ୍ଜୟ ଦେହୁରୀଙ୍କ ପୁଅ ଶ୍ରବଣ ଦେହୁରୀ ମୋବାଇଲ କୁ ଚାର୍ଜ ଲଗାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଗେମ ଖେଳିବାରେ ଲାଗିଥିବା ବେଳେ ହଠାତ ମୋବାଇଲ ଟି ଫାଟି ଯାଇଥିଲା ତେବେ ଆହତ ହେବାରୁ ତାଙ୍କୁ

ଏନଏଚଆରସି, ଏନସିପିସିଆର ଓ ଓଏଚଆରସି ର ହସ୍ତକ୍ଷେପ ସତ୍ୱେ, ଅନ୍ଧାର ଘେରରେ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ

ଢେଙ୍କାନାଳ ପୌରପାଳିକା ୩ ନମ୍ୱର ୱାର୍ଡ ରେ ପ୍ରସ୍ତାବିତ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପ୍ରତିଷ୍ଠା ର ଅଗ୍ରଗତି କୁ ନେଇ ଜାତୀୟ ମାନବାଧିକାର କମିଶନ ଙ୍କ ଜିଲ୍ଲାପାଳ ଙ୍କ ଠାରୁ ୪ ସପ୍ତାହ ମଧ୍ୟ ରେ ଆକ୍ସନ ଟେକେନ୍ ରିପୋର୍ଟ ମଗା ଯାଇଥିବାର ଜଣାଯାଇଛି । ସୂଚନା ଅନୁଯାୟୀ ସୁପ୍ରିମ

ଢେଙ୍କାନାଳ ଜିଲ୍ଲା କନ୍ଧପାଳ ଗ୍ରାମରେ ଗୁଳିକାଣ୍ଡ, ଜଣେ ମୃତ

କଥା କଥାକେ ଫୁଟୁଛି ଗୁଳି, କେତେବଳେ କିଏ ଆହତ ତ କେତେ ବେଳେ ଗଡୁଛି ମୁଣ୍ଡ । ଏଭଳି ଘଟଣା ଏବେ ବାରମ୍ବାର ଘଟିବାରେ ଲାଗିଛି ଢେଙ୍କାନାଳ ଜିଲ୍ଲାରେ, ଠିକ ଏଭଳି ଏକ ଅଘଟଣ ଘଟିଛି ଢେଙ୍କାନାଳ ସଦର ଥାନା କନ୍ଧପାଳ ଗ୍ରାମରେ । ଗୁଳିକାଣ୍ଡରେ ଗ୍ରାମର ପୂର୍ବତନ ୱାର୍ଡ ମେମ୍ବର ନୃପତୀ

ସିଓଆର ନଥାଇ ଚାଲିଛି ଘରୋଇ ବିଦ୍ୟାଳୟ , ସରକାରୀ ବିଦ୍ୟାଳୟ ପଡୁଛି ଖାଲି

ଢେଙ୍କାନାଳ ଜିଲ୍ଲାରେ ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀ ନଥିବାରୁ ସ୍କୁଲ ଖାଲି ପଡୁଛି , ନଚେତ ସରକାର ଛାତ୍ରଛାତ୍ରୀ ନଥିବାରୁ ନିକଟସ୍ଥ ସ୍କୁଲରେ ମିଶ୍ରଣ କରୁଛନ୍ତି । ସରକାରଙ୍କ ବିନା ଅନୁମତିରେ ଶହ ଶହବିଦ୍ୟାଳୟ ଚାଲୁଥିବା ବେଳେ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ନଷ୍ଟ ହେଉଛି । ଜିଲ୍ଲା

ବୀରଭୂମି ସାହିତ୍ୟ ସଂସଦ ସମାବେଶ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ଡିହଡୋଳ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ବିରଭୂମି ସାହିତ୍ୟ ସଂସଦର ର କବିତା ପାଠ ଉତ୍ସବ ଓ ଅଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଉତ୍କଳ ମଣି ଗୋପବନ୍ଧୁ ଦାସ ଓ ମଧୁବାବୁ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ

ଶୀତଳବସା ଗ୍ରାମରେ ଅଭାବନୀୟ ଘଟଣା, ଜିଅନ୍ତା ସ୍ତ୍ରୀ କୁ ପୋତିଦେଲା ସ୍ୱାମୀ !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଶୀତଳବସା ଗ୍ରାମରେ ଅଭାବନୀୟ ଘଟଣା, ସ୍ତ୍ରୀ କୁ ମାଡ଼ମାରି ଲହୁ ଲୁହାଣ କରିବାପରେ ଜିଅନ୍ତାପୋତିଦେଲା ସ୍ୱାମୀ । ସୂଚନା ଅନୁଯାୟୀ ରଞ୍ଜନ ସାହୁ ଓ ତାଙ୍କ ସ୍ତ୍ରୀ ସୁକାନ୍ତି ସାହୁଙ୍କ ମଧ୍ୟରେ ପୂର୍ବରୁ ମନମାଳୀନ ଲାଗି ରହୁଥିବା
error: Content is protected !!