ଦେଶ ସ୍ଵାଧୀନତା ପାଇଁ ଜୀବନକୁ ବାଜି ଲଗାଇଥିଲେ ଢେଙ୍କାନାଳର ବୀର ପୁତ୍ର ସହିଦ୍ ବାଜି ରାଉତ
ଭାରତର ସର୍ବକନିଷ୍ଠ ସହିଦ ସ୍ୱାଧୀନତା ସଂଗ୍ରାମୀ ‘ବାଜି ରାଉତ’ ଅକ୍ଟୋବର ୫ ତାରିଖ, ୧୯୨୬ ମସିହାରେ ଢେଙ୍କାନାଳ ଜିଲ୍ଳାର ଭୁବନଠାରୁ ପ୍ରାୟ ୩ କିଲୋମିଟର ଦୂରବର୍ତ୍ତୀ ବ୍ରହ୍ମଣୀ ନଦୀ କୂଳରେ ଅବସ୍ଥିତ ନୀଳକଣ୍ଠପୁର ଗ୍ରାମ ର ଏକ ଖଣ୍ଡାୟତ ପରିବରରେ ଜନ୍ମ ଗ୍ରହଣ କରିଥିଲେ ସହିଦ୍ ବାଜି ରାଉତ!-->…