News
lipub
samparksetu
Browsing Tag

Dhenkanal

କାର୍ଡ ଥାଇ ମିଳିଲାନି ସିଟ

ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରୁ ବଞ୍ଚିତ ହେଲେ ଶତାଧିକ ବିଦ୍ୟାର୍ଥୀ । ଆଡମିଟ କାର୍ଡ ଥାଇ ମଧ୍ୟସେମାନଙ୍କୁ ମିଳିଲାନି ସିଟ। ଖବର ନେବାରୁ ଢେଙ୍କାନାଳ ଜିଲ୍ଲାର ଭୁବନ ବ୍ଲକର ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରୁ ବଞ୍ଚିତ ହେଲେ ଶତାଧିକ ଛାତ୍ର ଛାତ୍ରୀ। ଆଡମିଟ କାର୍ଡ ଥାଇ

ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଅବସ୍ଥାପିତ ତଥା ବରିଷ୍ଠ ଶିକ୍ଷକ ସୁରେଶ କୁମାର ପଣ୍ଡାଙ୍କ ଅବସର ଗ୍ରହଣ

ତା.୨.୦୩.୨୦୨୨ରିଖ(ବୁଧବାର) ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରହ୍ମୋତ୍ରୀ ବିଶ୍ବାଳ,ଓଡ଼ିଶା ଶିକ୍ଷା ସେବା ପ୍ରଥମ (କନିଷ୍ଠ) ଙ୍କର ମାର୍ଗଦର୍ଶନରେ ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ଶିକ୍ଷକ ସାଧାରଣ ପ୍ରକୋଷ୍ଠରେ ଅପରାହ୍ଣ ୪ ଘଟିକା ସମୟରେ

ଅବକାରୀ ବିଭାଗର ବଡ଼ ସଫଳତା ; ମଦ ବୋଝେଇ କଣ୍ଟେନର, ଜବତ ୩ ଗିରଫ ସୂଚନା

ଆସମରୁ ଓଡ଼ିଶା ର ଝାରସୁଗୁଡା ଜିଲ୍ଲା କୁ ଆସୁଥିଲା ଏକ କଣ୍ଟେନର ଯେଉଁଥିରେ ଥିଲା ଶହ ଶହ କାଟୁନ ଚୋରା ମଦ । ହେଲେ ଜାଣିନଥିଲେ ବାଟରେ ଜଗିଥିଲେ ଅବକାରୀ ଅଧିକାରୀ । ଜବତ ହେଲା କଣ୍ଟେନର ଗିରଫ ହେଲେ ୩ ଜଣ । ପୁରୁଣା କଟକ ସମ୍ବଲପୁର ରାସ୍ତା ଦେଇ ଯାଉଥିବା ବେଳେ ହିନ୍ଦୋଳ ଅଞ୍ଚଳରୁ

ଆସନ୍ତା ୨୩ ରେ ବାଧାପ୍ରାପ୍ତ ବୁଥ ରେ ସାନି ମତଦାନ, ରାଜ୍ୟ ନିର୍ବାଚନ କମିଶନ ପ୍ରକାଶ କଲେ ବିଜ୍ଞପ୍ତି

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ରେ ବାଧାପ୍ରାପ୍ତ ଘଟିଥିବା ନିହଲପ୍ରସାଦ ଗ୍ରାମ ପଞ୍ଚାୟତ ର ୪ ଟି ବୁଥ ଦଖଲ ହୋଇଥିଲା । ତେବେ ଏହି ୪ ଟି ବୁଥ ରେ ସାନି ନିର୍ବାଚନ ପାଇଁ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ସାନି ମତଦାନ ଗ୍ରହଣ କରାଯିବା ବୁଥ ଗୁଡିକ ହେଲାଗଁଦିଆ

ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ, ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ଗତକାଲି ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ୭୧ଟି ବ୍ଲକର ୧୬୬୯ଟି ଗ୍ରାମ ପଞ୍ଚାୟତରେ ହୋଇଛି । ଏହି ପର୍ଯ୍ୟାୟରେ ୨୦୦ଟି ଜିଲ୍ଲା ପରିଷଦ ସଭ୍ଯ ପାଇଁ ୨୨୩୭୯ ବୁଥ୍‌ରେ ମତଦାନ ହୋଇଥିଲା । ଏହି ପର୍ଯ୍ୟାୟରେ ୬୭ ଲକ୍ଷ ୫୧ ହଜାର ଭୋଟର ଥିବା ବେଳେ ପ୍ରାରମ୍ଭିକ

ନିରାଡମ୍ବରରେ ପାଳନ ହେବ ବିଶ୍ଵପ୍ରସିଦ୍ଧ ବଳଦଯାତ୍ରା , ଏକାଦଶୀ ର ଭସାଣୀ ଯାତ୍ରା ସଂପୂର୍ଣ୍ଣ ବନ୍ଦ !

ପାର୍ବଣଋତୁରେ ପ୍ରତିବର୍ଷ ଉତ୍ସବ ମୂଖର ହେଉଥିବା ଭୁବନ ସହରର ପ୍ରସିଦ୍ଧ ଦୁର୍ଗା ପୂଜା ଓ ବଳଦଯାତ୍ରା ରେ ଚଳିତବର୍ଷ ହେବନାହିଁ ଆନନ୍ଦ ଉଲ୍ଲାସ ଏବଂ ଜନ ସମୁଦ୍ରର ଲହଡି। ଦଶହରା ରେ ବଜାରଘାଟ ଖାଁ ଖାଁ ।ବ୍ୟବସାୟୀ ହାତବାନ୍ଧି ବସିଥିବା ବେଳେ ପୂଜା ମଣ୍ଡପରେ ପୋଲିସ ପ୍ରଶାସନର ପ୍ରହରା ହେତୁ

ଖରାପ ରାସ୍ତା ସାଜିଲା ବାଧକ ଷ୍ଟ୍ରେଚରରେ ବୁହା ହେଲେ ମା’ ସହ ନବଜାତ

ସ୍ଵାଧୀନତାର ବହୁ ବର୍ଷ ବିତି ଯାଇଥିଲେ ମଧ୍ୟ ଏବେବି ରହିଛି ବହୁ ଅପହଞ୍ଚ ଇଲାକା , ସେଠାରେ ପହଁଚି ପାରି ନାହିଁ ସରକାରୀ ସହାୟତା ଯୋଜନା ସେଠାରେ କେବଳ କାଗଜପତ୍ର ରେ ସୀମିତ । ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ କାନ୍ତୁଲ ପଞ୍ଚାୟତ ଅନ୍ତର୍ଗତ

ବର୍ଷା ହେଲେ ଉବୁଟୁବୁ ରଥଗଡା

ଅଦିନିଆ ବର୍ଷାରେ ବେହାଲ ଢେଙ୍କାନାଳ ସହର କେଉଁଠି ଆଣ୍ଠୁଏ ପାଣି ତ କେଉଁଠି ରାସ୍ତାଉପର ଖାଲ ରେ ଲହଡି ଭାଙ୍ଗୁଛି ବର୍ଷା ଜଳ । ତେବେ ସବୁଠାରୁ ଅଧିକ ଦୁର୍ଦ୍ଦସା ଦେଖିବାକୁ ମିଳିଛି ରଥଗଡା ମାର୍କେଟ ରେ । ସହରର ବ୍ୟବସାୟିକ କେନ୍ଦ୍ରବିନ୍ଦୁ ପାଲଟିଥିବା ରଥଗଡାର ହାଲ ସାମାନ୍ୟ ବର୍ଷା ହେଲେ

ଓଡିଶାବାସୀଙ୍କ ଭଲପାଇବା ଓ ଶୁଭେଚ୍ଛା ପାଇଁ ସବୁବେଳେ ରୁଣୀ ରହିବି ; ନବୀନ ପଟ୍ଟନାୟକ

ନବୀନ @ ୭୫ ; ସଫଳ ଓ ଅପ୍ରତିଦ୍ବନ୍ଦ୍ବୀ ରାଜନେତା ଭାବେ ସମଗ୍ର ଦେଶରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ନିରାଡ଼ମ୍ବର ଓ ସରଳ ଜୀବନ ଶୈଳୀରେ ବିଶ୍ବାସ ରଖିଥିବା ନବୀନ ଜଣେ ପ୍ରବୀଣ ଓ ଚତୁର

ଢେଙ୍କାନାଳ ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ବେପାରୁଆ ନୀତି, ଜୀବନ ପଛେ ଯାଉ ପକେଟ ଗରମ ଥାଉ

ଢେଙ୍କାନାଳ ଜିଲ୍ଲାରେ ବିଭିନ୍ନ ସମୟରେ ବିଦ୍ୟୁତ୍ କୁ ନେଇ ଢେଙ୍କାନାଳ ବାସୀଙ୍କ ଭିତରେ ସର୍ବଦା ଅଶାନ୍ତି ଲାଗି ରହିଛି । କେତେବେଳେ ବେନିୟମରେ ବିଦ୍ୟୁତ୍ କାଟ ତ କେତେବଳେ ଲାଇନ ନଥାଇ ମଧ୍ୟ ମାତ୍ରାଧିକ ବିଲ୍ । ତେବେ ଏବେ ଏକ ସଂଗିନ ଅଭିଯୋଗ ଆଣିଛନ୍ତି କିଛି ବିଦ୍ୟୁତ୍ ଉପଭୋକ୍ତା ।
error: Content is protected !!