ସଠିକ୍ ତଦନ୍ତ ଦାବିରେ ୫ଘଣ୍ଟା ଥାନା ଘେରାଉ
ଭୁବନ ବିଦ୍ୟୁତ୍ କାର୍ଯ୍ୟାଳୟରୁ ୧୩ ତାରିଖରେ ଏକ ଲକ୍ଷ ଟଙ୍କାର ତମ୍ବା କଏଲ୍ ଚୋରୀ ନେଇ ଥାନାରେ ଏତଲା ଦେଇଥିଲେ ଯନ୍ତ୍ରୀ ନଳିନୀ ଶଙ୍କର ରଥ। ରାତ୍ରି ଡ୍ୟୁଟି କରୁଥିବା୪ ଜଣଙ୍କୁ ଥାନାରେ ଗୁରୁବାର ମଧ୍ୟାହ୍ନରୁ ଅଟକ ରଖି ପଚରାଉଚରା ଜାରି ରହିଥିଲା । ଗୁରୁବାର ରାତି ଭୂବନ ବିଜ୍ଞାପିତ ଅଞ୍ଚଳ!-->…