ଆଳତୁମା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ
କାମାକ୍ଷାନଗର ଏନ ଏ ସି ଅନ୍ତର୍ଗତ ଆଳତୁମା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ଚନ୍ଦ୍ରମୋହନ ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା । କାମାକ୍ଷାନଗର ବିଧାନସଭା କ୍ଷେତ୍ର ର ବିଧାୟକ ତଥା ଓଡ଼ିଶା ସରକାରଙ୍କର ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ!-->…
ମହିମା ମହାବିଦ୍ୟାଳୟରେ ବିନା ହଳରେ ଚାଷ ସମ୍ପର୍କରେ ଆଲୋଚନା ଚକ୍ର
ଯୋରନ୍ଦା ମହିମାଗାଦି ସ୍ଥିତ ମହିମା ମହାବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ବିନା ହଳରେ ଚାଷ ସମ୍ବନ୍ଧରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବେ ଅର୍ଥନୀତି ବିଭାଗର ମୁଖ୍ୟ ସଂଯୁକ୍ତା ଜେନା ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଓ!-->…
ଟ୍ରାକ୍ଟର ଧକ୍କାରେ ଶିଶୁ ମୃତ
ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କନ୍ତିଓ ପୁଟସାହି(ଶବର ସାହି) ଗ୍ରାମରେ ଟ୍ରାକ୍ଟର ମାଡି ଯାଇ ଜଣେ ଶିଶୁ ର ମୃତ୍ୟୁ ହୋଇଛି ।ମୃତ ଶିଶୁ ଜଣକ ହେଉଛନ୍ତି ସେହି ଗ୍ରାମର ବିଜୟୀ ଦେହୁରୀ ଙ୍କ ପୁଅ ବିସ୍ମୟ ଦେହୁରୀ (୪) ।
ସୂଚନା ମୁତାବକ ବିସ୍ମୟ ଗାଁ ଦାଣ୍ଡ ରେ ସାଙ୍ଗ ମାନ ଙ୍କ ସହ!-->!-->!-->…
କାମାକ୍ଷାନଗର ମହୋତ୍ସବ ଉଦଘାଟିତ
କଳା ,ସଂସ୍କୃତି ,ଐତିହ୍ୟ ,ପରମ୍ପରା,କ୍ରୀଡା ଓ ପାରଦର୍ଶିତାକୁ ନେଇ ଗ୍ରାମାଞ୍ଚଳର ଲୁକାୟିତ ପ୍ରତିଭାର ଏକ ବଡ଼ ପ୍ଲାଟଫର୍ମ ଭାବେ ଆରମ୍ଭ ହୋଇଛି କାମାକ୍ଷାନଗର ମହୋତ୍ସବ । ଚାକଚକ୍ୟ ସଜବାଜ ସହ ବିଭିନ୍ନ ରକମର ଷ୍ଟଲ ଛାତ୍ରଛାତ୍ରୀ, କୃଷକ ,ଖେଳାଳୀ ଓ ଦର୍ଶକକୁ ବିମୋହିତ କରୁଛି । ଢେଙ୍କାନାଳ!-->…
ପାଇଥିବା ସୁନାଗହଣା ଫେରେଇଲେ ଦମ୍ପତି
ଆଜିର ସମାଜରେ ଭଲମଣିଷ ତିଷ୍ଠି ରହିଛନ୍ତି ଏହା ଶୁଣିଲେ ବହୁତ ଖୁସି ଲାଗୁଚି । ଲକ୍ଷାଧିକ ଟଙ୍କାର ସୁନା ଗହଣା ପାଇକରି ମଧ୍ୟ ମନରେ ଲୋଭ ନରଖି ତାହାକୁ ସଠିକ ବ୍ୟକ୍ତିଙ୍କୁ ଫେରାଇ ନିଜର ମହାନତା ଦେଖାଇ ଗଁଦିଆ ବ୍ଲକରେ ଆଦର୍ଶ ହୋଇ ଯାଇଛନ୍ତି ଏକ ଦମ୍ପତ୍ତି ।
ସୂଚନା ଅନୁଯାୟୀ , ୫ତାରିଖ!-->!-->!-->…
ପିସିସି କ୍ରିକେଟ କପ୍ ଉଦଯାପିତ ,ବାଘଧରିଆ ଏକାଦଶ ଚମ୍ପିୟାନ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ତ ଚିତ୍ତଳପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହାଇସ୍କୁଲ ନିକଟସ୍ଥ ପିସିସି ପଡିଆରେ ୮ଦିନ ବ୍ୟାପି ଚାଲିଥିବା ପିସିସି କ୍ରିକେଟ କପ୍ ବୁଧବାର ଉଦଯାପିତ ହୋଇଯାଇଛି ।
ବୁଧବାର ୨୦ ଓଭର ବିଶିଷ୍ଟ ଫାଇନାଲ ମ୍ୟାଚରେ ବାଘଧରିଆ ଏକାଦଶ ଓ ନନ୍ଦପୁର ଏକାଦଶ!-->!-->!-->…
ଡାକ୍ତରଙ୍କୁ ସ୍ଥାୟୀ ନିଯୁକ୍ତି ଦାବି, ଫେବୃଆରୀ ୨୦ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ଢେଙ୍କାନାଳ ଜିଲ୍ଲା ତଥା ରାଜ୍ୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ କାର୍ଯ୍ୟରତ ଆରବିଏସକେ ଆୟୁଷ ଡାକ୍ତର ମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ପାଇଁ ଏକ ଦାବିପତ୍ର ଜିଲ୍ଳାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ସରକାର ଫେବୃଆରୀ ୧୫ ତାରିଖ ସୁଦ୍ଧା!-->…
୪୦ବର୍ଷ ଧରି ଶେଷ ହେଉନାହିଁ ରେଙ୍ଗାଳୀ କେନାଲ କାର୍ଯ୍ୟ
ଢେଙ୍କାନାଳ ଜିଲ୍ଲାରେ ଜଳସେଚନ ଯୋଜନାରେ ଚାଷୀମାନଙ୍କୁ ପାଣିଯୋଗାଇବା ପାଇଁ ୧୯୮୧ ମସିହାରେ ଦକ୍ଷିଣ ରେଙ୍ଗାଳୀ କେନାଲ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହା ମଧ୍ୟରେ ଦିର୍ଘ ୪୦ବର୍ଷ ବିତି ଯାଇଥିଲେ ମଧ୍ୟ ଖରିଫ ଓ ରବି ଋତୁରେ ଚାଷୀମାନଙ୍କୁ ପର୍ଯ୍ୟାପ୍ତ ଜଳଯୋଗାଣ ହୋଇପାରିଲା ନାହିଁ ।!-->…
କପିଳାସ ଜାଗର ଯାତ୍ରା ପାଇଁ ଦ୍ଵିତୀୟ ପ୍ରସ୍ତୁତି ବୈଠକ
ଢେଙ୍କାନାଳ ଜିଲ୍ଲା ତଥା ରାଜ୍ୟର ପ୍ରସିଦ୍ଧ ଶୈବପୀଠ କପିଳାସରେ ଜାଗର ଯାତ୍ରାପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜାଗର ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ବିଷଦ ଭାବରେ ଆଲୋଚନା କରାଯାଇଥିଲା ।ମନ୍ଦିରର ଗର୍ଭଗୃହରେ ପାଣି ଗଳୁଥିବାରୁ ଯଥା ଶିଘ୍ର!-->…
ରାସୋଳ ପୋଲିସ୍ ର ବଡ ସଫଳତା,ଜଙ୍ଗଲରୁ ଧରାହେଲେ ୫ଡକାୟତ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ରାସୋଳ ପୋଲିସ୍ ବିଶେଷ ସୁତ୍ରରୁ ଖବର ପାଇ ୫ତାରିଖ ବିଳମ୍ବିତ ରାତିରେ ପଞ୍ଚପଡା ଶାଳ ଜଙ୍ଗଲରେ ଚଢାଉକରି ୫ଜଣ ଡକାୟତ ଙ୍କୁ ଗିରଫ କରିବାରେ ବଡ ସଫଳତା ହାସଲ କରିଥିବା ଜଣାପଡିଛି।
ତା ସହିତ ଚାରି ବାଇକ୍, ଦୁଇ ବୁଲେଟ୍ ଓ ଗୋଟିଏ ଖଣ୍ଡା!-->!-->!-->…