ମହିମା ଧର୍ମ ଚିନ୍ତନ
ମହିମା ମୟଙ୍କ ଅନନ୍ତ ମହିମା ସେ ମହିମା କରି ଗାନଅରୁପ ଅଚ୍ୟୁତ ଅଲେଖରେ ଚିତ୍ତ ଅରୁ ପାନନ୍ଦଙ୍କୁ ଧ୍ୟାନ।
ତେଜି ଗୃହ ଧର୍ମ ବୁଲି ଗ୍ରାମ!-->!-->!-->…
୪୦ ବସ୍ତା ଧାନ ସହ ପୋଡିଗଲା ଦୁଇ ଚକିଆ ଗାଡି
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ଅନ୍ତର୍ଗତ କନ୍ଦର ସିଂହା ଗ୍ରାମର କାଦୁଅ ସାହିର ଅଭୟ କୁମାର ବେହେରା ଜଣେ ଚାଷୀ । ପୁଅ ଅଭିନାସ ଜଣେ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ବାପାଙ୍କୁ ସବୁ ସମୟରେ ଚାଷ କାର୍ଯ୍ୟରେ ସାହାଯ୍ୟ କରନ୍ତି।
ଅନେକ କଷ୍ଟ କରି ବର୍ଷକ ପାଇଁ ସାଇତି ରଖିଥିବା ଖାଦ୍ୟକୁ ଓ!-->!-->!-->…
ଆଦିବାସୀଙ୍କୁ ଲୁଟୁଛନ୍ତି ଅଙ୍ଗନୱାଡ଼ି କର୍ମୀ !
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ ଅନ୍ତର୍ଗତ ରତନପୁର ପଞ୍ଚାୟତର ଏରପଦା ଅଂଚଳର ଅଙ୍ଗନବାଡ଼ି କର୍ମୀ ଓ ସହାୟକ ନିରିହ ଆଦିବାସୀ ମାନଙ୍କୁ ଦୀର୍ଘଦିନ ଧରି ଠକି ତଥା ବିଭିନ୍ନ ଆଳ ଦେଖାଇ କେନ୍ଦ୍ରକୁ ଆସୁନାହାଁନ୍ତି।
ଏହି କେନ୍ଦ୍ରର କର୍ମୀ ୩/୪ ମାସ ହେଲାଣି ଆଦୌ ନ ଆସି ହେଲେ ପର ମଝିରେ!-->!-->!-->…
ଶରଣରେ ପ୍ରଭୁ ପଞ୍ଚଲିଙ୍ଗେଶ୍ଵର
ଚାଲି ଚାଲି ପ୍ରଭୁ ପର୍ବତକୁ ଚାହିଁ ଶୁଭ ସକାଳର ବେଳେପହିଲି ବର୍ଷରେ ନବ ଚେତନାରେ ଭକ୍ତ ଗହଳିର ମେଳେ । (୧)ପରମ!-->…
ଟାଟା ଷ୍ଟିଲ୍ ମେରାମଣ୍ଡଳୀ ରନ୍-ଏ-ଥନ୍ର ତୃତୀୟ ସଂସ୍କରଣରେ ୩୫୦୦ ଧାବକଙ୍କ ଅଂଶଗ୍ରହଣ
ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଢେଙ୍କାନାଳ ପ୍ରଶାସନ ସହଯୋଗରେ ଆୟୋଜନ କରାଯାଇଥିବା ମେଗା କ୍ରୀଡ଼ା କାର୍ଯ୍ୟକ୍ରମ ମେରାମଣ୍ଡଳୀ ରନ୍-ଏ-ଥନ୍ରେ ସାରା ଦେଶର ୩୫୦୦ରୁ ଅଧିକ ଉତ୍ସାହୀ ଧାବକଙ୍କ ଅଂଶଗ୍ରହଣ ଦେଖିବାକୁ ମଳିଥିଲା । ଢେଙ୍କାନାଳ ବିଧାୟକ ସୁଧୀର ସାମଲ, ହିନ୍ଦୋଳ ବିଧାୟିକା!-->…
ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା
ବିଶ୍ୱ ପ୍ରସିଦ୍ଧ ମାଘମେଳା ଶନିବାର ଦିନ ଚତୁର୍ଦ୍ଦଶୀ ତିଥିରେ ଆରମ୍ଭ ହୋଇଛି ।ଲକ୍ଷ ଲକ୍ଷଙ୍କ ଭକ୍ତଙ୍କ ଗହଣରେ ମହିମା ଗାଦି ଅଲେଖ ମହିମା ଧ୍ୱନୀରେ ପ୍ରକମ୍ପିତ ହୋଇଛି । ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ଗାଦି ମନ୍ଦିରର ଚାରିଦ୍ୱାରରେ ଶୂନ୍ୟ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଧ୍ୱନି ମନ୍ଦିର,!-->…
ବାହାଘର ବାଣଫୁଟି ଜଳିଗଲା ୩ ବଖରା ଚାଳ ଘର
ବାହାଘର ରୋଷଣୀ ବେଳେ ବାଣଫୁଟି ଜଳିଗଲା ୩ ବଖରା ଘର ଓ କଚଡା ଗଦା। ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଭୁଷଳ ତଳ ସାହିରେ।ଗତକାଲି ଭୁଷଳ ତଳସାହି ରାସ୍ତାଦେଇ ବରଯାତ୍ରୀ ରୋଷଣୀ ଯାଉଥିବା ସମୟରେ ବାଣ ଫୁଟାଇବାରୁ ଚାଳଛପର ଘରେ ପଡି ଲାଗିଥିଲା ନିଆଁ।
ତେବେ ଏହି ଅଗ୍ନିକାଣ୍ଡରେ ଦକ୍ଷିଣ!-->!-->!-->…
ହୋହଲ୍ଲା ମଧ୍ୟରେ ଅନୁଷ୍ଠିତ ହେଲା ହିନ୍ଦୋଳ ପଞ୍ଚାୟତ ସମିତିର ଦ୍ଵିତୀୟ ସାଧାରଣ ବୈଠକ
ହିନ୍ଦୋଳ ପଞ୍ଚାୟତ ସମିତିର ଦ୍ଵିତୀୟ ସାଧାରଣ ବୈଠକ ହିନ୍ଦୋଳ ବ୍ଲକ ପରିସରରେ ଥିବା କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି । ପ୍ରତି ଦୁଇମାସରେ ଗୋଟିଏ ସମିତି ବୈଠକ ଅନୁଷ୍ଠିତ ହେବାର ନିୟମ ଥିଲେ ହିନ୍ଦୋଳ ବ୍ଲକରେ ସମସ୍ତ ନୀତିନିୟମକୁ ଜଳାଞ୍ଜଳୀ ଦିଆଯାଉଥିବା ଦେଖିବାକୁ ମିଳିଛି । ହିନ୍ଦୋଳ!-->…
ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ
ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନ କଲେ ଛାତ୍ର ଛାତ୍ରୀ ଅଭିଭାବକ।ଆଜି ସକାଳୁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ପୁରୁଣା ରେକୁଳା ସରକାରୀ ଉପ୍ରା ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ତାଲା ପକାଇ କରିଛନ୍ତି ଆନ୍ଦୋଳନ ।
!-->!-->!-->…
ନିମବାହାଳି ଅଞ୍ଚଳରେ ଟ୍ରେନ୍ ଧକ୍କା ରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ
ନିମବାହାଳି ଅଞ୍ଚଳରେ ଟ୍ରେନ୍ ଧକ୍କା ରେ ଜଣେ ମୃତ୍ୟୁ ବରଣ କରିଥିବାର ଜଣାପଡିଛି । ଲୋକ ପାଇଲଟ, ରେଲୱେ ପୋଲିସ, ଅଞ୍ଚଳ ବାସିନ୍ଦାଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ନିମବାହାଳି ଟ୍ରେନ ଲାଇନ କଡରେ ଛିଡା ହୋଇଥିବା ଜଣେ ବ୍ୟକ୍ତି ଟ୍ରେନ ଆସିବା ବେଳେ ହଠାତ୍ ଟ୍ରେନ ଆଗକୁ ଡେଇଁ ପଡିଥିଲା।
!-->!-->…