News
lipub
samparksetu

ବୃଦ୍ଧ ଦମ୍ପତ୍ତିଙ୍କୁ ବନ୍ଧୁକ ଦେଖାଇ ଲୁଟ

ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ଗ୍ରାମରେ ଜନୈକ ବୃଦ୍ଧ ସମ୍ପତ୍ତିଙ୍କୁ କେତେକ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ୫ଲକ୍ଷ ଟଙ୍କା ସହ ସୁନାରୂପା ଗହଣା ଲୁଟି ନେଇଥିବାର ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ , ପିଙ୍ଗୁଆ ପଞ୍ଚାୟତ ପେଟ୍ରୋଲ ପମ୍ପ ନିକଟରେ ରହୁଥିବା

ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଢେଙ୍କାନାଳର ବ୍ରାହ୍ମଣୀ ପବ୍ଲିକ୍ ସ୍କୁଲର ଛାତ୍ରୀ ସୁଭଶ୍ରୀ ପଣ୍ଡା ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍‌) କାର୍ଯ୍ୟକ୍ରମରେ ଅନ୍ୟତମ ବିଜେତା ଭାବେ ଘୋଷିତ ହେବା ସହିତ ଢେଙ୍କାନାଳ ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଢେଙ୍କାନାଳ

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ର ଜଣେ ବ୍ୟକ୍ତି ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ।ଖବରରୁ ପ୍ରକାଶ ଯେ , ଗତ ୨୫ ଡିସେମ୍ବର ସନ୍ଧ୍ୟାରେ ହିନ୍ଦୋଳ ଏନ ଏ ସି ୧୨ନଂ ୱାର୍ଡର ଶିବ ନାଏକଙ୍କ ପୁତ୍ର ନାଟବର ନାଏକ(୪୭) ନିଜଘର କାନ୍ଦରାଶୁଣିକୁ ଫେରୁଥିବା

ଗଁଦିଆ ବ୍ଲକ କୃଷକ ସାଥି ବୈଠକ ଅନୁଷ୍ଠିତ

ଗଁଦିଆ ବ୍ଲକର କୃଷକ ସାଥୀ ବୈଠକ୨୮ତାରିଖ ଦିନ ଗୁଣ୍ଡୁରାପଶି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଠାରେ ଅନୁଷ୍ଠିତ ହୋଇଯାଇଛି । ସଙ୍ଗଠନର ବରିଷ୍ଠ ସଦସ୍ୟ ଅଭିରାମ ପଣ୍ଡା ଙ୍କର ସଭା ପତିତ୍ୱରେ ଅନୁଷ୍ଠିତ ଉକ୍ତ ବୈଠକରେ ସଂଗଠନର ନୂତନ କର୍ଯ୍ୟକର୍ତା ନିର୍ବାଚନ କରାଯାଇଥିଲା ।

ଅର୍ଥ ସାଜିଛି ବାଧକ ,ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ଦାବି

ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାଟଗାଁ ପଞ୍ଚାୟତର ନାଲମହନ ମହାରଣା ଙ୍କ ପୁଅ ବାବୁଲି ମହାରଣା ଙ୍କ କ୍ଷେତ୍ରରେ ଅର୍ଥ ସାଜିଛି ବାଧକ। ବାବୁଲି ଥିଲେ ଜଣେ ଦିନ ମଜୁରିଆ,ଦିନ ମଜୁରିଆ କାମ କରି ନିଜର ପରିବାର ପୋଷୁଥିଲେ । ଗାଁ ରେ କାମ ନ ମିଳିବାରୁ ନିଜ ଗାଁ ଠାରୁ କାମାକ୍ଷାନଗର

ରୁଙ୍ଗୁଟା କମ୍ପାନୀ ସମ୍ମୁଖରେ ଜମିହରା ପ୍ରଜାଙ୍କ ଆନ୍ଦୋଳନ

ହିନ୍ଦୋଳ ଉପଖଣ୍ଡ ରେ ଗଢିଉଠିଥିବା ରୁଙ୍ଗୁଟା କମ୍ପାନୀ ପ୍ରଜାମାନଙ୍କ ଠାରୁ ଜମି ନେଲା ପରେ ଜମିହରା ପ୍ରଜାଙ୍କୁ ଠକି ଦେଇଥିବା ନେଇ ଜମିହରା ପ୍ରଜାମାନେ ଆଜି ରୁଙ୍ଗୁଟା କମ୍ପାନୀ ସମ୍ମୁଖରେ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶ ଯେ, ଆଜକୁ ୫ ବର୍ଷ ହେବ ରୁଙ୍ଗଟା

ପ୍ରଣମ୍ୟ ହେ ବୁଦ୍ଧ

ବେଦନା ବିଧୂର ବୋଧିସତ୍ତ୍ୱ ତୁମେଜ୍ଞାନାଲୋକେ ହେଲ ସିକ୍ତପୁନଶ୍ଚ ପୃଥିବୀ ଫେରି ପାଇଥିବାଦ୍ରୁପ୍ତ ଚେତନା ବ୍ରତ ll ଶଇଳ ଶିଖରେ ସୀମନ୍ତିନୀ ସମଶାନ୍ତ କି ସୁଧାର ମୂର୍ତ୍ତିମାନବବାଦର ମହାମିଳନରେଭରିଛ ଅପାର ଶକ୍ତି ll ସାଂସାରିକ କ୍ଷୁଧା କ୍ଷାନ୍ତ ହେ ପଥିକପରିତ୍ୟକ୍ତ କଲ

ବ୍ରାହ୍ମଣୀ ରେ ବୁଡି ଯୁବକ ମୃତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବଡ଼ କମର ଗ୍ରାମର ମିଟୁ ରଣାଙ୍କ ପୁତ୍ର ପ୍ରମୋଦ ରଣା (୩୭) ଜଣେ ଦିନ ମଜୁରିଆ ଭାବରେ କାର୍ଯ୍ୟ କରୁଥିଲେ । ତେବେ ଆଜି ଦିନ ୧ଘଟିକାରେ ସେ କାମରୁ ଫେରି ବ୍ରାହ୍ମଣୀ ନଦୀ କୁ ଗାଧୋଇ ବାକୁ ଯାଇ ଆଉ ଫେରି ନଥିଲେ । ତେବେ ପରେ ଘର ଲୋକ ଏବଂ ଗ୍ରାମ ବାସୀ

ଏନଏସଏସ ର ଶୀତକାଳିନ ଶିବିର ଅନୁଷ୍ଠିତ

ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଏନଏସଏସ ତରଫରୁ ଶୀତ କାଳୀନ ସ୍ୱତନ୍ତ୍ର ଶିବିର ପୋଷ୍ୟ ଗ୍ରାମ ବୋରାପଦା ଠାରେ ଅନୁ୍‌ଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ରଣଜିତ କୁମାର ପ୍ରଧାନଙ୍କ ଦ୍ୱାରା ଏହି ଶିବିର ଉଦଘାଟିତ ହୋଇଥିବା ବେଳେ ଏନଏସଏସ ଅଧିକାରୀ ଦେବରାଜ ପରିଡାଙ୍କ

ମହୁ ମାଛିଙ୍କ ଆକ୍ରମଣରେ ୪ ଆହାତ

କାମାକ୍ଷାନଗର କଳ୍ପନା ଛକ ନିକଟରେ ଆଜି ଅପରାହ୍ନ ସମୟରେ ମହୁ ମାଛି ଆକ୍ରମଣ ର ଶିକାର ହୋଇଛନ୍ତି ଚାରି ଜଣରୁ ଅଧିକ ବ୍ୟକ୍ତି । ପ୍ରାୟ ତିରିଶି ମିନିଟି ପର୍ଯନ୍ତ ମହୁମାଛିଙ୍କର ଆତଙ୍କ ଦେଖିବାକୁ ମିଳିଥିଲା,ବଜାରରେ ଲୁକଙ୍କର ନାହିଁ ନଥିବାର ଅସୁବିଧା ଦେଖିବାକୁ ମିଳିଥିଲା । ଏଥିରୁ କଲେଜ
error: Content is protected !!