News
lipub
samparksetu

କାର କୁ ପଛ ପଟରୁ ଧକ୍କା ଦେଲା ଟ୍ରକ , ୩ ଗୁରୁତର

କୋଇଲା ବୋଝେଇ ଟ୍ରକ ସହ କାର ଧକ୍କା ହେବା ଫଳରେ ତିନି ଆହାତ। ଆହାତ ମାନେ ହେଲେ ପରଜଙ୍ଗ ଥାନା ଗଡପଳାଶୁଣି ଗ୍ରାମର ମନୋଜ ସେଠ ଦିପୁ ଓ ସତ୍ୟଜିତ ସେଠ। ସୁଚନା ମତାବକ , ତିନିଜଣ ଏକ କାର ରେ ଆଜି ଅପରାହ୍ନରେ ଗଡପଳାଶୁଣିରୁ କୌଣସି ଏକ କାମପାଇଁ କାମାକ୍ଷାନଗର ଆସୁଥିଲେ। ଆସିବା ବାଟରେ

ଡକାୟତ ଙ୍କ ଗୁଳି ମାଡ଼ରେ ଯୁବକ ଗୁରୁତର

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଅଂଚଳରେ ଗତକାଲି ରାତିରେ ଏକ ଡକାୟତ ଦଳଙ୍କ ଗୁଳିମାଡ଼ରେ ହିନ୍ଦୋଳ ଥାନା ଅନ୍ତର୍ଗତ ପଡା ଛକରେ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ , ରାସୋଳ ଥାନା ଅନ୍ତର୍ଗତ କଳିଙ୍ଗା ଗ୍ରାମର ଅନୁଗୁଳ ଅଞ୍ଚଳରୁ ନିଜଗ୍ରାମ କଳିଙ୍ଗାକୁ ରାତି ୧୦ଟା

କମଳାଙ୍ଗରେ ହାତୀଙ୍କ ବ୍ୟାପକ କ୍ଷୟକ୍ଷତି ; ତାର ବାଡ ଭାଙ୍ଗି ୧୫୦ ନଡିଆ ଗଛ ନଷ୍ଟ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ କଣ୍ଟାବଣିଆ ଥାନା କମଳାଙ୍ଗ ଗ୍ରାମରେ ମଙ୍ଗଳବାର ରାତିରେ ହାତୀ ପଲ ବ୍ୟାପକ କ୍ଷୟକ୍ଷତି ଘଟାଇଥିବାର ଜଣାପଡିଛି । ହାତୀ ପଲ ତାର ବାଡ ଭାଙ୍ଗି ୧୫୦ ନଡିଆ ଗଛ ନଷ୍ଟ କରିବା ସହିତ ଲକ୍ଷଲକ୍ଷ ଟଙ୍କାର ଫସଲ ମଧ୍ୟ ନଷ୍ଟ କରିଥିବାର ଅଭିଯୋଗ ହୋଇଛି । କମଳାଙ୍ଗ

ବିଳମ୍ବିତ ରାତିରେ ମନ୍ଦିରରୁ ଚୋରି

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଶିବୁଳାପଶି ଶିବ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ପାର୍ବତୀ ମନ୍ଦିର କବାଟ ତାଲା ଭାଙ୍ଗି ପାର୍ବତୀ ମାଆ ଙ୍କ ଆଖି ତାଡି ସେଥିରେ ଲାଗିଥିବା ସୁନା ଅନେକ ରୂପା ଅଳଙ୍କାର ଚୋରି ହୋଇଥିବା ଜଣାପଡିଛି। ଆଜି ସକାଳୁ ସେବାୟତ ମନ୍ଦିରକୁ ପୂଜା

ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେକୁଳା ଗାଁ ନିକଟରୁ ଆଜି ଅପରାହନ ପ୍ରାୟ ୪ଟା ବେଳକୁ ରାସ୍ତା କଡରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡିଥିବା ଖବର ଲୋକମାନେ ପୋଲିସ କୁ କହିବା ପରେ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡ଼ିକାଲକୁ ନେବା ସାଙ୍ଗକୁ ଏହାର

ଦୁର୍ଘଟଣାରେ ଜୀଵନ ହାରିଲେ ଅଗ୍ନିଶମ କର୍ମଚାରୀ ;ଆସିଲାନି ଆମ୍ବୁଲାନ୍ସ , କର୍ମଭୂମି ରୁ ଆସିଲା ଅଗ୍ନିଶମ ଗାଡ଼ି

ଅଜଣା ଗାଡ଼ି ଧକ୍କାରେ ଜଣେ ଅଗ୍ନିଶମ କର୍ମଚାରୀ ଙ୍କ ମୃତ୍ୟୁ ଘଟିଛି ।ସୂଚନା ଅନୁଯାୟୀ ,ଢେଙ୍କାନାଳ ରୁ ଚଢେଇଧରା ଯିବା ରାସ୍ତାର ବାଟ ମଙ୍ଗଳା ଠାରେ ଟାଉନ ଥାନା ଅନ୍ତର୍ଗତ ସାଇଁବିରି ଗ୍ରାମର ପ୍ରିୟବ୍ରତ ଦାସ ଯାଜପୁର ଜିଲ୍ଲାର ଚଢେଇଧରା ଅଗ୍ନିଶମ ବିଭାଗ ରେ କାର୍ଯ୍ୟରତ ଥିଲେ ସେ ଘରକୁ

ନୂଆବର୍ଷ ଗପ

ନୂଆ ଶାଢ଼ୀ ସରିତା ମା ତିନୋଟି ନୂଆ ଶାଢ଼ୀ କିଣିଥିଲା । ସରିତା ନିଜେ ବାଛିଥିଲା ଗୋଟିଏ ହାର ବୋଉ ପାଇଁ । ଶିବୁ କହିଥିଲା ଏଥର ନୂଆ ବର୍ଷରେ ଫେମିଲି ଭୋଜି କରିବା । ବୋଉ ! ତୁ ନୂଆ ଶାଢ଼ୀ ପିନ୍ଧିବୁ ଆଉ ନୂଆ ହାର । ନୂଆବର୍ଷ ଭୋଜିରେ କିନ୍ତୁ କମଳା ନୂଆ ଶାଢ଼ୀ କି ହାର ପିନ୍ଦିଲା

ମହୁଲଖୋଳି ଗ୍ରାମରେ ହାତୀ ଉପଦ୍ରବରେ ନୟାନ୍ତ ହେଲେଣି ପରିବା ଚାଷୀ

ଗଁଦିଆ ବ୍ଳକ କପିଳାସ ବନଖଣ୍ଡ ଅଧିନ ମହୁଲଖୋଳି ଗାଁରେ ହାତୀମାନଙ୍କ ଦ୍ୱାରା ବ୍ୟାପକ ଧାନ ଓ ପନି ପରିବା ଫସଲ ନଷ୍ଟ ହୋଇଛି । ପରିବା କ୍ଷେତରେ ହାତୀପଲ ପଶି ଦଳିଚକଟି ଫସଲ ନଷ୍ଟ କରିଛନ୍ତି । ପରିବା ଅମଳ ବାହାରିବା ବେଳେ ଏବେ ୫ରୁ ୧୦ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ଫଳରେ ଚାଷୀ

ଘରେ ପଶି ଲୁଟିନେଲେ ସୁନା ଗହଣା

ଭୁବନ ଥାନା ଅନ୍ତର୍ଗତ ଭଦଳିଆ ପଶି ଅଞ୍ଚଳରେ ଭଡାରେ ରହୁଥିବା ଜଣେ ଅଗ୍ନିଶମ କର୍ମଚାରୀ ଘରକୁ ଛୁଟି ରେ ଯାଇଥିବା ବେଳେ ତାଙ୍କ ଘରୁ ପ୍ରାୟ ଚାରି ଲକ୍ଷ ଟଙ୍କାର ସଂପତି ଚୋରି ହୋଇଥିବା ଥାନା ରେ ଅଭିଯୋଗ ହୋଇଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ ,ଅଗ୍ନିଶମ କର୍ମଚାରୀ ଅମରଜିତ ପ୍ରଧାନ ଭୁବନ
error: Content is protected !!