News
lipub
samparksetu

ଶାସୁଘର ବିରୋଧରେ ବଧୁ ହତ୍ୟା ଅଭିଯୋଗ

ଭୁବନ ଥାନା ଅନ୍ତର୍ଗତ ଏକତାଳୀ ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଗ୍ରାମରେ ଦୁଇବର୍ଷ ତଳେ ବିବାହ କରିଥିବା ସେହି ଗ୍ରାମର ପିନୁ ବେହେରାଙ୍କୁ ଶାଶୁଘର ଲୋକ ତକିଆରେ ଚାପି ମାରି ଦେଇଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗରୁ ପ୍ରକାଶ ଶାଶୁଘରେ କୌଣସି କାରଣକୁ ନେଇ

ରାତି ୧୨ ମଧ୍ୟରେ ଶେଷ ହେବ ଲକ୍ଷ୍ମୀପୂଜା ଭସାଣ ,ସାମିଲ ହେବେ ୨୫ ମେଢ

ଢେଙ୍କାନାଳ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜା ଭସାଣ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଣପର୍ବ ଗଜଲକ୍ଷ୍ମୀ ପୂଜା ଶାନ୍ତି ଶୃଙ୍ଖଳା ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ

ରୁଙ୍ଗଟା ମାଇନ୍ସ କର୍ମଚାରୀ ଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଅନ୍ତଗର୍ତ ଝାଡବନ୍ଧ ସ୍ଥିତ ରୁଙ୍ଗଟା ଷ୍ଟିଲରେ କାର୍ଯ୍ୟରତ କର୍ମଚାରୀଙ୍କର ମୃତ୍ୟୁ ଘଟିଛି । ରୁଙ୍ଗଟା ମାଇନ୍ସରେ କାର୍ଯ୍ୟରତ କମର୍ସିଆଲ ବିଭାଗର ଅମିୟ କୁମାର ବେହେରା ଗତକାଲି ବ-ି ସିଫ୍ଟ ଥିବାବେଳେ ହଠାତ ତାଙ୍କ ଛାତିରେ ଯନ୍ତ୍ରଣା ହେବା ସହିତ ତଳେ

ସଡ଼କ ଦୁର୍ଘଟଣାରେ ୨ ମୃତ ,ଜଣେ ଗୁରୁତର

ଢେଙ୍କାନାଳ ଜିଲ୍ଲା ସଦର ଥାନା ତାମଣ୍ଡା ସିମିଳି ପାଟଣା ନିକଟରେ ଏକ ଟାଟା ୟୁଭି ଗାଡି ଭାରସାମ୍ୟ ହରାଇ ଦୁର୍ଘଟଣା ଗସ୍ତ ହେବାରୁ ଦୁଇ ଜଣ ଯବୁକ ଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ କଟକ ସ୍ଥାନାନ୍ତରିତ ହୋଇଥୁବାର ଜଣାପଡିଛି । କାଣ୍ଡବିନ୍ଧା ଗ୍ରାମର ଶିବ

ଏଟିଏମ୍ କାଟି ଲକ୍ଷାଧିକ ଟଙ୍କା ଲୁଟ

ବିଳମ୍ବିତ ରାତିରେ ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳି ଷ୍ଟେଟବ୍ୟାଙ୍କ ଏ ଟି ଏମ୍ ର ଦୁଇଟି ମେସିନ କାଟି ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଜଣାପଡିଛି। ଏହି ଲୁଟ୍ ର ଖଵର ପାଇ ମୋଟଙ୍ଗା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହିତ ଆଖପାଖ ରେ ଲାଗିଥିବା ସିସିଟିଭି ଫୁଟେଜ କୁ

ପୋଖରୀ ରେ ବୁଡି ୨ ମୃତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ରେ ଏକ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ଦିନରେ ଦୁଇଦୁଇ ଜଣଙ୍କ ମୃତ୍ୟୁ ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଖବରରୁ ପ୍ରକାଶ ଯେ ,ହିନ୍ଦୋଳ ବ୍ଲକ ରାସୋଳ ଥାନା ଅନ୍ତର୍ଗତ ଖରୀଡାଳି ଗ୍ରାମର କବି

ଚାରିବର୍ଷ ଧରି ରାସନରୁ ବଞ୍ଚିତ ବୃଦ୍ଧା

ନୂତନ ରାଜ୍ୟ ସରକାର ଘୋଷଣା କରୁଛନ୍ତି ସମସ୍ତ ଗରିବଙ୍କୁ ମୁଣ୍ଡପିଛା ୫କେଜି ଚାଉଳ, ଅନ୍ତୋଦୟ ଯୋଜନାରେ ପରିବାର ପିଛା ୩୫କେଜି ଚାଉଳ ନିଶ୍ଚିତ ପାଇବେ । ଏ ବାବଦରେ ରାଜ୍ୟ ଯୋଗାଣ ମନ୍ତ୍ରୀ ମଧ୍ୟ ବାରମ୍ବାର ପ୍ରକାଶ କରିଛନ୍ତି । ମାତ୍ର ଖୋଦ ଯୋଗାଣ ମନ୍ତ୍ରୀଙ୍କ ଜିଲ୍ଲା ଢେଙ୍କାନାଳର ହିନ୍ଦୋଳ

ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ପାଇଁ ଜାରି ହେଲା ଟ୍ରାଫିକ୍ କଟକଣା

ଧରାପୃଷ୍ଠକୁ ବିରାଜିଛନ୍ତି ମା' ଲକ୍ଷ୍ମୀ, ଆଜିଠାରୁ ଆରମ୍ଭ ହୋଇଛି ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା। ୩୮ଟି ପୂଜା ମଣ୍ଡପରେ ପୂଜା ପାଇବେ ମା' ଲକ୍ଷ୍ମୀ ।ଏଥିପାଇଁ ପାଇଁ ଢେଙ୍କାନାଳ ପୁଲିସ ପକ୍ଷରୁ ଜାରି ହୋଇଛି ଟ୍ରାଫିକ୍ କଟକଣା । ପୂଜା ପାଇଁ ଟ୍ରାଫିକ୍ କଟକଣା ଜାରି ହୋଇଥିବା ନେଇ

ପଲ୍ଲିଶ୍ରୀ ମେଳା ରେ ଭାଗ ନେବେ ରାଜ୍ୟ ବାହାର ବ୍ୟବସାୟୀ,୯ ଦିନ ଧରି ଚାଲିବ ମେଳା

ଗଜଲକ୍ଷ୍ମୀଙ୍କ ପୂଜା ଅବସରରେ ଢେଙ୍କାନାଳ ସ୍ଥିତ ମହିଷାପାଟ ପଲ୍ଲିଶ୍ରୀ ମେଳା ପଡିଆରେ ୧୭ ଅକ୍ଟୋବର ରୁ ୨୫ ଅକ୍ଟୋବର ପର୍ଯ୍ୟନ୍ତ ୯ଦିନ ଧରି ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହେବ l ଏହି ମେଳାରେ ଏହି ବର୍ଷ ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳ ଯଥା - ଆସାମ, ବିହାର, ଗୁଜୁରାଟ,

ଟାଟା ଷ୍ଟିଲ ମେରାମଣ୍ଡଳୀରେ ପଦ୍ମ ବିଭୂଷଣ ରତନ ଏନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି

ଭାରତର ଅନ୍ୟତମ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ପଦ୍ମ ବିଭୂଷଣ ରତନ ଏନ ଟାଟାଙ୍କୁ ସମ୍ମାନ ଜଣାଇ ଗୁରୁବାର ଟାଟା ଷ୍ଟିଲ ମେରାମଣ୍ଡଳୀ (ଟିଏସଏମ) ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଶ୍ରୀ ଟାଟା ଅକ୍ଟୋବର ୯, ୨୦୨୪ ରାତ୍ରିରେ ଇହଲିଳା ତ୍ୟାଗ କରିଥିଲେ । କାରଖାନା ପରିସରରେ ଥିବା
error: Content is protected !!