ବିସିସିଆଇ ଘରୋଇ ସିନିୟର ମହିଳା ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ୧୬ ଜଣିଆ ଓଡିଶା ଦଳ ଘୋଷଣା
ବିସିସିଆଇ ଘରୋଇ ସିନିୟର ମହିଳା ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ୧୬ ଜଣିଆ ଓଡିଶା ଦଳ ଘୋଷଣା ହୋଇଛି ।ବଲାଙ୍ଗିର ର ମାଧୁରୀ ମେହେଟା ଅଧିନାୟିକା ଓ ଢେଙ୍କାନାଳ ର ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ ଙ୍କୁ ଉପଅଧିନାୟିକା ଭାବରେ ଦାୟିତ୍ୱ ମିଳିଛି ।
ଢେଙ୍କାନାଳ ର ସୁଶ୍ରୀ!-->!-->!-->…
କଟୁରୀ ହାଣି ବାପ ପୁଅ ଗିରଫ
ଭୁବନ ଥାନା ଅନ୍ତର୍ଗତ ବିଜ୍ଞାପିତ ଅଂଚଳ ପରିଷଦର ତେଲି ସାହିର ଜିତେନ୍ଦ୍ର ପୃଷ୍ଟି ନାମକ ଯୁବକ ତାଙ୍କ ପଡୋଶୀ ରଞ୍ଜନ କୁମାର୍ ପୃଷ୍ଟିଙ୍କୁ ଏକ କଟୁରୀ ଦ୍ଵାରା ଆକ୍ରମଣ କରିଥିଲେ। ରଜନଙ୍କ ଏତଲା କ୍ରମେ ଭୁବନ ପୋଲିସ ଏକ ମକଦ୍ଦମା ରୁଜୁ କରି ଅଭିଯୁକ୍ତ ସଂପର୍କରେ ତଦନ୍ତ କରିଥିଲେ ।
!-->!-->!-->…
ସ୍କୁଲରୁ ଚୋରିକୁ ନେଇ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଦେଖାଯାଇଛି ଏକ ଅଭାବନୀୟ ଘଟଣା । ସ୍କୁଲରୁ ବାରମ୍ବାର ଚୋରି ହେଉଥିବା ଘଟଣାକୁ ନେଇ କୋମଳମତି ଛାତ୍ରଛାତ୍ରୀ ମାନେ ନ୍ୟାୟପାଇଁ ରାସ୍ତାରୋକ ଆନ୍ଦୋଳନ କରିଛନ୍ତି।
ଖବରରୁ ପ୍ରକାଶ ଯେ , ହିନ୍ଦୋଳ ଉପଖଣ୍ଡ ରାସୋଳ ସର୍କଲ ନାଉକିଆରୀ ପ୍ରାଥମିକ!-->!-->!-->…
କାହା ସ୍ୱାର୍ଥରେ ବିଲ ମଝିରେ ନିର୍ମାଣ ହୋଇଛି ଲଷ୍ମୀ ବସଷ୍ଟାଣ୍ଡ
ହିନ୍ଦୋଳ ଉପଖଣ୍ଡ କଳିଙ୍ଗା ଗ୍ରାମପଂଚାୟତ ରେ କଳିଙ୍ଗା ଗ୍ରାମର ଏକ ବିଲ ମଝିରେ ଗୋଚର ଜାଗାରେ କାହା ସ୍ୱାର୍ଥ ରେ ନିର୍ମାଣ ହୋଇଛି ଲଷ୍ମୀ ବସ ଷ୍ଟାଣ୍ଡ, ଗୋଟିଏ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ୫ ଲକ୍ଷ୍ୟ ଟଙ୍କା ରୁ ଅଧିକ ସରକାର ମଂଜୁର କରିଥିବା ବେଳେ ଏଠାରେ କେବଳ ଠିକାଦାର ଙ୍କୁ ସନ୍ତୁଷ୍ଟ!-->…
ଶିକ୍ଷକ ବଦଳି କୁ ନେଇ ବାହାଲୁଣ୍ଡା ପ୍ରାଥମିକ ବିଦ୍ୟାଳୟ ରେ ମହିଳା ମାନେ ପକାଇଲେ ତାଲା
ହିନ୍ଦୋଳ ଉପଖଣ୍ଡ ବାହାଲୁଣ୍ଡା ଗ୍ରାମର ପ୍ରାଥମିକ ବିଦ୍ୟାଳୟ ସମସ୍ୟା କୁ ନେଇ ଆଜି ସେହି ଗ୍ରାମର ମହିଳା ମାନେ ବିଦ୍ୟାଳୟ ରେ ତାଲା ପକାଇ ବିଦ୍ୟାଳୟ ସଂମ୍ମୁଖରେ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଥିଲା ।
ଘଟଣାରୁ ପ୍ରକାଶ ଯେ , ବାହାଲୁଣ୍ଡ ପ୍ରାଥମିକ ବିଦ୍ୟାଳୟ ରେ ୬୦ ଜଣ ଛାତ୍ର!-->!-->!-->…
ବିପଦ ସଙ୍କୁଳ ଅବସ୍ଥାରେ ୧୧ କେଭି ବିଦ୍ୟୁତ ଲାଇନ
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ସପ୍ତଶଯ୍ୟା ଗ୍ରାମ ପଞ୍ଚାୟତ ପାତ୍ରଭାଗ ଗୋଡିସାହିରେ ବିଦ୍ୟୁତ ବିଭାଗ ତରଫରୁ କୌଣସି ଡିପି ବକ୍ସ ନଥାଇ ସିଧାସଳଖ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିବାରୁ ଅସନ୍ତୋଷ ଦେଖବାକୁ ମିଳିଛି ।
ପାତ୍ର ଭାଗରେ ଥିବା ଉପଭୋକ୍ତାଙ୍କ ଅଭିଯୋଗ ଅନିସାରେ ଏଲଟି ଲାଇନରୁ ସିଧାସଳଖ!-->!-->!-->…
ସମସ୍ୟା ଘେରରେ ହିନ୍ଦୋଳ ଆଦର୍ଶ ବିଦ୍ୟାଳୟ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଓ ଏନ୍ ଏ ସି ଅନ୍ତର୍ଗତ ରାଜମୋହନପୁର ଠାରେ ସ୍ଥାପିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାନା ପ୍ରକାର ମୌଳିକ ସମସ୍ୟା ଲାଗିରହିଛି। ଏଥି ଯୋଗୁଁ ଶିକ୍ଷା ଦାନ ବାଧା ପ୍ରାପ୍ତ ହେଉ ଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ୨୦୧୯ ମସିହାରେ ଓଡ଼ିଶା!-->…
ଗଣେଶ ପୂଜା ଭସାଣୀ ବେଳେ ଛୁରା ମାଡ଼
ଢେ଼ଙ୍କାନାଳ ସଦର ଥାନା ଅନ୍ତର୍ଗତ ତରଭା ଗ୍ରାମ ରେ ଗଣେଶ ପୂଜା ଭସାଣୀ କୁ ନେଇ ଲଙ୍କାକାଣ୍ଡ।ଭସାଣୀ ସମୟ ରେ ଦୁଇ ଜଣକୁ ଛୁରା ମାଡ କରି ଯୁବକ ଫେରାର ହୋଇଯାଇଛି ।
ସୂଚନା ଅନୁଯାୟୀ , ଦୁଇ ଜଣ ଗ୍ରାମ ରେ ଭସାଣୀ ଦେଖୁଥିବା ବେଳେ ଯୁବକ କରିଛନ୍ତି ଛୁରାମାଡ।ଆହତ ଦୁଇ ଜଣଙ୍କୁ ଜିଲ୍ଲା ମୁଖ୍ୟ!-->!-->!-->…
ଢେଙ୍କାନାଳ ବସଷ୍ଟାଣ୍ଡର ଦୂରାବସ୍ଥା
କୋଟି କୋଟି ଟଙ୍କାର ନିର୍ମିତ ଢେଙ୍କାନାଳ ନୂଆ ବସଷ୍ଟାଣ୍ଡ ନିର୍ମାଣର ୬ ମାସ ନ ପୂରୁଣୁ ଭାଙ୍ଗିବା ଆରମ୍ଭ l ଏହା ଦର୍ଶାଉଛି ଯେ ନିର୍ମାଣ କାର୍ଯ୍ୟ କେତେ ନିମ୍ନମାନ ହୋଇଛି l ତାଛଡା ଗତ ସରକାର ସମୟରେ ହୋଇଥିବା ନିର୍ମାଣ କାର୍ଯ୍ୟକୁ ବର୍ତ୍ତମାନର ବିଜେପି ସରକାର କେତେ ତର୍ଜମା କରୁଛନ୍ତି ଏବଂ!-->…
ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର
ଗୋଟିଏ ଦିନରେ ସଡ଼କ ଦୁର୍ଘଟଣାରେ ଜଂସ ମୃତ ଜଣେ ଗୁରୁତର ଆହତ ହୋଇଛନ୍ତି ।ମହିଷାପାଟ ବାଇପାସ ଛକରେ ଆଜି ସନ୍ଧ୍ୟା ସାଢେ ୫ଟାରେ ଏକ ଦୁର୍ଘଟଣା ଘଟିଛି । ଟ୍ରକ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କ ପରିଚୟ ମିଳିପାରି ନାହିଁ । ସେ ଢେଙ୍କାନାଳ ସହର ଆଡକୁ ଆସିବା ପାଇଁ ଛକ ଅତିକ୍ରମ!-->…