News
lipub
samparksetu

ଆଞ୍ଚଳିକ ସଙ୍କୀର୍ତ୍ତନ ମଣ୍ଡଳୀ ସମାବେଶ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଙ୍କଡାସୋଢା ପଞ୍ଚାୟତ ଅନ୍ତର୍ଗତ କଲ୍ୟାଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶୁକ୍ରବାର ଆଞ୍ଚଳିକ ସଙ୍କୀର୍ତ୍ତନ ମଣ୍ଡଳୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଅଞ୍ଚଳର ଯୁବ ସଂଗଠକ ଅଶୋକ କୁମାର ଦଳବେହେରା ଓ ଅଭୟ ସାହୁଙ୍କ ଆହ୍ଵାନ କ୍ରମେ ସମାବେଶର ଆୟୋଜନ କରାଯାଇ ଏକ

ବଡ଼ସୁଆଳ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଅନୁଷ୍ଠିତ

ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ବଡ଼ସୁଆଳ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି ।ଆଜିର ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବଡ଼ସୁଆଳ ପଂଚାୟତ ସରପଂଚ ରାସେଶ୍ୱରୀ ବେହେରା ଉପସ୍ଥିତ ରହିଥିବା ବେଳେ ଅନ୍ୟତମ ଅତିଥି ଭାବରେ ସିଆରସିସି ମୀନକେତନ ସାହୁ ଉପସ୍ଥିତ

ଲୁହର ନୀରବତା

ନିଶୂନ୍ ରାତିର ଛତ୍ରଛାୟାରେଆଶ୍ରୟ ନେଇଥାଏକିଛି ତରଳ ଲାଭାଶୀତଳତାର ଆଶାରେହେଲେ ଏଠି ତଆକାଶ କଇଁଆ ଚିଲିକା ମାଛ !! ବରଫ ଭଳି ଜମାଟ ବାନ୍ଧିଛିଅସରାଏ ଝଡ଼ ତୋଫାନଏଇ ସର୍ବହରା ଆଖି କୋଣେଏ ଆଖି ସହିଛି କେତେ କେତେକୋହର ଅଭିମାନଆଉ ଶୁଣିଛି କେତେ ଯେ ଅଭିଯୋଗତଥାପି ସେ ମଉନଅନ୍ୟର ଖୁସିରେ ଖୁସି

କଲ୍ୟାଣ ମଣ୍ଡପକୁ ନାହିଁ ରାସ୍ତା କିନ୍ତୁ ହେଉଛି କୋଟି କୋଟି ଟଙ୍କାର ଟେଣ୍ଡର

ହିନ୍ଦୋଳ ଏନଏସି ମାନ୍ୟତା ପାଇବାର ଦୀର୍ଘ ୧୦ ବର୍ଷ ବିତିଯାଇଥିଲେ ସୁଦ୍ଧା ବାଟବଣା ହୋଇଛି ବିକାଶ।ସ୍ପଷ୍ଟ ଦିବାଲୋକରେ ଏନଏସି କର୍ତ୍ତୃପକ୍ଷ ହିନ୍ଦୋଳ ଜନସାଧାରଣଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଲକ୍ଷ ଲକ୍ଷ ଟଙ୍କାର ଘୋଟାଲା କରିଚାଲିଛନ୍ତି । ଉଲ୍ଲେଖଯୋଗ୍ୟ ଯେ,୨୦୧୭ ମସିହାରେ ହିନ୍ଦୋଳ

ନର୍ସରୀ କେୟାରଟେକର ଙ୍କ ସନ୍ଦେହ ଜନକ ହତ୍ୟା

ଭୁବନ ଥାନା ଅନ୍ତର୍ଗତ ବ୍ରାହ୍ମଣୀ ନଦୀ କୂଳରେ ଥିବା ସାଇ ନର୍ସରୀ ର କେୟାରଟେକର ଅଲେଖ ସେନାପତି (୨୫) ଙ୍କୁ କେହି ହତ୍ୟା କରିଥିବାର ଅଭିଯୋଗ ହୋଇଛି । ଆଜି ସନ୍ଧ୍ୟା ପ୍ରାୟ ୭ ଟା ବେଳକୁ ଏହି ହତ୍ୟା କାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି । ନର୍ସରୀ ବନ୍ଦ କରି ଶ୍ରମିକ ମାନେ

ଟାଟା ଷ୍ଟିଲ ଫାଉଣ୍ଡେସନ୍ ଦ୍ୱାରା ଗୃହଲକ୍ଷ୍ମୀ ସମବାୟ ସଂସ୍ଥାର ତୃତୀୟ ବାର୍ଷିକ ସାଧାରଣ ସଭା

ଟାଟା ଷ୍ଟିଲ ଫାଉଣ୍ଡେସନ୍‌, ମେରାମଣ୍ଡଳୀର ଅନ୍ୟତମ ପ୍ରମୁଖ ଜୀବିକା କାର୍ଯ୍ୟକ୍ରମ ମହିଳା ସଶକ୍ତିକରଣ ଏବଂ ଉଦ୍ୟମିତା ପ୍ରକଳ୍ପ (ଡବ୍ଲୁଇଇ) ଅନ୍ତର୍ଗତ ଗୃହଲକ୍ଷ୍ମୀ ସମବାୟ ସଂସ୍ଥା ପକ୍ଷରୁ ଏହାର ତୃତୀୟ ବାର୍ଷିକ ସାଧାରଣ ସଭା ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍‌ର କୁଶୁପଙ୍ଗା ଗ୍ରାମରେ

ଶିତୁଆ

ଶିତୁଆ ଚାହା ର ମଜା ନାତି କରେ ଆଇ ସହ ଅଜାଶିତୁଆ କପିଂ ର ଆନନ୍ଦ ଯେମନ୍ତ ସତେ ମକରନ୍ଦଶିତୁଆ ଜଳପାନ ଖିଆ ପେଟ କୁ କରେ ସିଏ ଥଣ୍ଡାଶିତୁଆ ଗରମ ପୋଷାକଶିତକୁ ଛାଡେ ନିମିଷେକଶୀତୁଆ ପାଟିର ଧୂଆଁସତେକି କଳ ର ନିଆଁଶିତୁଆ ଟୋପିର ଉଷ୍ମତାଶିଶୁ ର ମା ଓ ମମତା ଶିତୁଆ

ଭାରତୀୟ ସୌନିକଙ୍କୁ ସମ୍ମାନ ଉଦେଶ୍ୟରେ ସାଇକେଲ ଯୋଗେ ଭାରତ ଯାତ୍ରା

ଭାରତୀୟ ସୌନିକଙ୍କୁ ସମ୍ମନ ଉଦେଶ୍ୟରେ ଯୁବକଙ୍କ ସାଇକେଲ ଯୋଗେ ଭାରତ ଭ୍ରମଣ ଯାତ୍ରା। ଆସାମ ରାଜ୍ୟ ଧେମାଜି ଜିଲ୍ଲାର ଜଙ୍ଗା ବାହାଦୁର ଛେତ୍ରି ଗତ ନଭେମ୍ବର ମାସ ୨୧ ତାରିଖରୁ ଅରୁଣାଚଳପ୍ରଦେଶ ର ସୀମାରୁ ଯାତ୍ରା ଆରମ୍ଭ କରିଥିଲେ। ଆଜିକୁ ୨୪ ଦିନ ମଧ୍ୟରେ ସେ ୭ ଟି ରାଜ୍ୟ ପାରିକ୍ରମା କରି

ଆୟୁଷ ପଡିଛି ବନ୍ଧା

ଏ ପାଖେ ଜୀବନସେପାଖେ ମରଣମଝିରେ ଆୟୁଷ ବନ୍ଧାସୁଖ ଦୁଃଖ ମଧ୍ୟେକିଏ ଆପଣାରବିଚାରିବା ଅସୁବିଧା l ଜୀବନ ଟାଣୁଛିଆଗେ ଚାଲିବାକୁମରଣ ଖୋଳୁଛି ଗାତଆୟୁଷ ହିସାବଚିତ୍ରଗୁପ୍ତ କରେକର୍ମ ଫଳ ସଂଗତ l ମଣିଷ ଜୀବନପାଣି ଫୋଟକା ସମଏଇ ଅଛି ଏଇ ନାହିଁସବୁ ଜାଣି ବୁଝିମିଛ ଆସକ୍ତିରେଗୋଟାପଣେ
error: Content is protected !!