News
lipub
samparksetu

ସ୍ୱାସ୍ଥ୍ୟ କେନ୍ଦ୍ରରୁ ଚୋରୀ , ଲୁଟିନେଲେ ମୂଲ୍ୟବାନ ସାମଗ୍ରୀ

ଗତକାଲି ବିଳମ୍ବିତ ରାତିରେ ଦେଓଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଲୁଟେରା ମାନେ କବାଟ ଭାଙ୍ଗି ଗୋଟିଏ ଫ୍ରିଜ ଗୋଟିଏ ଫ୍ରିଜ଼ର ଗୋଟିଏ ଇନଭଟର ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟବହୃତ ଅନ୍ୟାନ୍ୟ ସରଞ୍ଜାମ ଗୋଟିଏ ଗାଡ଼ିରେ ନେଇ ଯାଇଥିବାର ଅଭିଯୋଗ ହୋଇଛି । ଆଜି ସକାଳୁ ସ୍ୱସ୍ଥ୍ୟକେନ୍ଦ୍ର

ଜେସିବି ଅପରେଟରଙ୍କ ସନ୍ଦେହ ଜନକ ମୃତ୍ୟୁ , କମ୍ପାନୀ ଆଗରେ ଶବ ରଖି ବିକ୍ଷୋଭ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଜଟିଆ ଛକ ନିକଟରେ ନୂତନ ଭାବେ ନିର୍ମିତ ହେଉଥିବା ବ୍ରାହ୍ମଣୀ ନଦୀ ପୋଲ ଓ ଉକ୍ତ ପୋଲ ଠାରୁ ସରାଙ୍ଗ , ପିତିରି,ପରଜଙ୍ଗ ଅଞ୍ଚଳ ଦେଇ ନୂତନ ଭାବେ ୪ଲେନ ବିଶିଷ୍ଟ ୫୩ ନମ୍ବର ଜାତୀୟ ରାଜପଥକୁ କୁନାଲ ନାମକ କମ୍ପାନୀ ଦ୍ଵାରା ନିର୍ମାଣା ଚାଲିଛି । ଏହି କମ୍ପାନୀରେ

ମହିମାଗାଦି ଉଚ୍ଛେଦକୁ ନେଇ ଶୋଭାଯାତ୍ରା ,ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମାଗାଦିରେ ବେଆଇନ ଭାବରେ ଉଚ୍ଛେଦକୁ ନେଇ କୌପୁନୀ ଧାରୀ ମହିମା ସମାଜ ତରଫରୁ ବିକ୍ଷୋଭ ଏବଂ ଶୋଭାଯାତ୍ରା ସହିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ସମ୍ପତ୍ତି ଉପରେ ଉଭୟ ସାଧୁ ଗୋଷ୍ଠୀର ସମାନ ଅଧିକାର ଥିବା ବେଳେ ଦଶ ଦିନ

ମନ୍ଦିରରୁ ଲୁଟିନେଲେ ଲୁଟେରା

ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ସ୍ଥିତ ଗଣେଶ ମନ୍ଦିରରୁ ବିଳମ୍ବିତ ରାତିରେ ଚୋରୀ ହୋଇଯାଇଛି l ଘଟଣl ରୁ ପ୍ରକାଶ ଯେ ,ଗ୍ରାମର ଶିବ ମନ୍ଦିର ପାଖରେ ଥିବା ଗଣେଶ ମନ୍ଦିର ରୁ ବିଳମ୍ବିତ ରାତିରେ କେତେ ଜଣ ଦୁର୍ବୃତ୍ତ ଆସି ଠାକୁରଙ୍କ ସୁନା ଆଖି, ସୁନା ଟିକିଲି, ରୁପା ମୁକୁଟ ଯାହାରକି

ତୁମକୁ ଦେଖିବା ପରେ

ଏକାନ୍ତରେ ଯଦିତୁମକୁ ଦେଖିଦେମୋ ଭିତରେ ହଜିଯାଏକଳ୍ପନାର ସୂତାଗୋଡେଇ ତୋଡେଇଭାବୁକ ଟେ କରିଦିଏ l କେବେ ଘୁରିବୁଲେଚାନ୍ଦର ରାଇଜେପକ୍ଷୀରାଜେ କେବେ ଉଡ଼େସାଗର ବେଳାରଶାମୁକା ସାଉଁଟିତାଜମହଲ ଟେ ଗଢେ l ଫୁଲରୁ ଫୁଲ କୁଡେଇଁ ଡେଇଁ କେବେପ୍ରଜାପତି ମନ ନେଇପ୍ରେମ

ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଟ୍ରାନ୍ସଫର୍ମର

ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଦଶିପୁର ପଞ୍ଚାୟତ କୁସୁମୁଣ୍ଡିଆ ଗାଁ ର ପୋଖରୀ ହିଡ ପାଖରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଦୀର୍ଘ ବର୍ଷ ହେବ ବିପଦ ସଙ୍କୁଳ ଅବସ୍ଥାରେ ପଡ଼ିରହିଛି। ଟ୍ରାନ୍ସଫର୍ମର ହାରାହାରି ୧୦ ବର୍ଷ ବିତିଯାଇଥିଲେ ମଧ୍ୟ , ଏବେ ଯାଏଁ ଲାଗିନି ଟ୍ରାନ୍ସଫର୍ମର

କୂଅରେ ପଡ଼ି ଛାତ୍ର ମୃତ,ପ୍ରଧାନଶିକ୍ଷକ ନିଲମ୍ବିତ

ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅନ୍ତର୍ଗତ ବ୍ରହ୍ମପୁର ବରସାହି ପ୍ରାଥମିକ ବିଦ୍ୟାଳୟର ଛାତ୍ର ଖୋଲା କୂଅରେ ପଡ଼ି ମୃତ୍ୟୁ ବରଣ କରିଥିବା ବେଳେ । ଏହି ଘଟଣାରେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ସୂଚନା ଅନୁଯାୟୀ , ଉକ୍ତ ବିଦ୍ୟାଳୟ ୨ୟ ଶ୍ରେଣୀ ଛାତ୍ର

ନିହଲପ୍ରସାଦ କ୍ରସର ସମସ୍ୟା ପାଇଁ ରାସ୍ତା ଉପରେ ଧାରଣା ଦେଲେ ଗ୍ରାମବାସୀ

ଗଁଦିଆ ତହସିଲ ଅନ୍ତର୍ଗତ ନିହଲପ୍ରସାଦ ଦଶହରା ପଡିଆ ନିକଟରେ ଆଜି ଢେଙ୍କାନାଳ ଓ ଚଢ଼େଇଧରା ମୁଖ୍ୟ ରାସ୍ତା ଉପରେ ୬ଦଫା ଦାବି ପୂରଣ ନେଇ ଗ୍ରାମବସୀ ମାନେ ପୂର୍ବତନ ସରପଞ୍ଚ ତାପସ କୁମାର ସାହୁଙ୍କର ନେତୃତ୍ୱରେ ଧାରଣା ଦେଇଥିଲେ । ଦାବି ଗୁଡିକ ମଧ୍ୟରେ ବେଆଇନ ବ୍ଲାଷ୍ଟିଙ୍ଗ ବନ୍ଦ କରିବା,

ଦୁର୍ଗମ ଅଞ୍ଚଳ ପରିଦର୍ଶନ କଲେ ଜିଲ୍ଲାପାଳ, ପିଛୁଳି ନାଳ ଉପରେ ପୋଲ ପାଇଁ ନିର୍ଦ୍ଦେଶ

ଢ଼େଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କାନ୍ତୋଲ ପଞ୍ଚାୟତର ଦୁର୍ଗମ ପାହାଡ଼ ପର୍ବତ ଘେରା ଜଙ୍ଗଲ ପୁଟିପାଳ ଗ୍ରାମକୁ ଢ଼େଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ପରିଦର୍ଶନ କରିଥିଲେ। ଏହି ପୁଟିପାଳ ଗ୍ରାମ ରେ ଜୁଆଙ୍ଗ ସମ୍ପ୍ରଦାୟର ଆଦିମ ଅଧିବାସୀ ଲୋକ ବାସ କରନ୍ତି। ଉକ୍ତ ଅଞ୍ଚଳ ର

ଚାଷୀ ଭାଇ

ଆମ ଗାଁ ଚାଷୀଭାଇ ବଡ ସାହସୀ ଚାଷ କରୁଥାଏ ହସି,ତାହାର ହସରେ ଦୁନିଆ ହସନ୍ତି ସଭିଙ୍କ ମୁଖରେ ଖୁସି । ଅଦିନିଆ ବନ୍ୟା ଝଡ଼ ଓଜାଡ଼ି ଦିଏ ଚାଷୀର ଭାଈର ଚାଷ,ଖରା ବରଷାକୁ ଖାତର
error: Content is protected !!