ଓଷ୍ଟା ତରଫରୁ ଦାବିପତ୍ର ପ୍ରଦାନ ,୧୭ରେ ବିଶାଳ ଆନ୍ଦୋଳନ ପାଇଁ ଚେତାବନୀ
ଢେଙ୍କାନାଳ ଜିଲ୍ଲା ଓଷ୍ଟା ଶାଖା ତରଫରୁ ସରକାରଙ୍କ ବିଜ୍ଞପ୍ତି ପରେ ମଧ୍ୟ ୧୧ ମାସ ପରେ ଶିକ୍ଷକ କର୍ମଚାରୀ ମାନଙ୍କୁ ସପ୍ତମ ବେତନ କମିଶନ ଆଧାରରେ ବେତନ ନମିଳିବାରୁ ସଙ୍ଘ ତରଫରୁ ଏକଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଏବଂ ଡିଇଓଙ୍କ ଜରିଆରେ ପ୍ରଦାନ କରାଯାଇଛି ।
!-->!-->!-->…
୧୦ ଦଫା ଦାବି ନେଇ ଶ୍ରମ କାର୍ଯ୍ୟାଳୟ ଘେରାଉ
ଢେଙ୍କାନାଳ ଜିଲ୍ଲା ମିଳିତ ନିର୍ମାଣ ଶ୍ରମକି ସଙ୍ଗଠନ ତରଫରୁ ୧୦ ଦଫା ଦାବି ନେଇ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଡାକରାରେ ଶ୍ରମ କାଯ୍ୟାଳୟ ଘେରାଉ କରାଯିବା ସହତି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।
ଏହି ଅବସରରେ ଏକ ଶୋଭାଯାତ୍ରା ଷ୍ଟେସନ ବଜାରରୁ ବାହାରି!-->!-->!-->…
ସ୍କୁଲ୍ ପାଚେରୀ ପଛରୁ ଉଦ୍ଧାର ହେଲା ମୃତ ଶରୀର ,ହତ୍ୟା ଅଭିଯୋଗ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଧିନସ୍ଥ ମହାବୀରୋଡ ଫାଣ୍ଡି ନିକଟସ୍ଥ ବାଘମୁଣ୍ଡା ଆଶ୍ରମ ବିଦ୍ୟାଳୟ ପଛ ପେଟ ଏକ ମୃତ ଦେହ ଦେଖିବାକୁ ମିଳିଛି। ସୂଚନା ମୁତାବକ, କୁଟୁରିଆ ପଂଚାୟତ ବାଘମୁଣ୍ଡା ଗ୍ରାମର ଉର୍ବଶୀ ସିଂହ ତାଙ୍କ ସ୍ୱାମୀକୁ ହତ୍ୟା କରାଯାଇଛି ବୋଲି ମହାବୀରୋଡ ଫାଣ୍ଡିରେ ଅଭିଯୋଗ!-->…
ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ପାଇଁ ଆପାଦକାଳୀନ ମକ୍ ଡ୍ରିଲ ଅନୁଷ୍ଠିତ
ବିପଦପୂର୍ଣ୍ଣ ସମୟର ପ୍ରସ୍ତୁତି ଏବଂ ପରିବେଶ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଢେଙ୍କାନାଳ ଜିଲ୍ଲାର ନରେନ୍ଦ୍ରପୁରଠାରେ ଅବସ୍ଥିତ ଟାଟା ଷ୍ଟିଲ ମେରାମଣ୍ଡଳୀ (ଟିଏସ୍ଏମ୍) ପକ୍ଷରୁ ଏକ ଅନ୍ସାଇଟ୍ ଆପାଦକାଳୀନ ମକ ଡ୍ରିଲ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ଏହି ମକ୍!-->!-->!-->…
ଦୁଃଖକଷ୍ଟରେ ଦିନ କାଟୁଛନ୍ତି ଆରତବନ୍ଧୁ ଙ୍କ ପରିବାର ,ଘରେ ବସିଛି ରୋଗାଗ୍ରସ୍ତ ପୁଅ
ସ୍ବପ୍ନ ଥିଲା ପାଠ ପଢି ଚାକିରି କରି ବାପାମାଆଙ୍କ ଦୁଃଖ ଦୂର କରିବ । କିନ୍ତୁ ଆଜିକୁ ୫ ମାସ ପୂର୍ବରୁ ହଠାତ୍ ମୁହଁ ପାଦ ଫୁଲିବାକୁ ଲାଗିଲା, ତେବେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ନେବାରୁ ଜଣା ପଡିଲା ଯେ ତାଙ୍କର ଦୁଇଟି କିଡନୀ ଖରାପ, ପାଦ ତଳୁ ମାଟି ଖସିଗଲା ବାପା ମା ଙ୍କର l!-->…
ରାଜନୀତି
ସୁଖପରେ ଦୁଃଖ, ଦୁଃଖପରେ ସୁଖଏଇତ ସଂସାର ନୀତି,ପରିବର୍ତ୍ତନ ପାଇଁ ଭ୍ରମିତ ବ୍ୟକ୍ତିକରିଥାନ୍ତି ରାଜନୀତି।
କହିବ କାହାକୁ ସଭିଏଁ ପାଗଳଏଇ ସାରା ସଂସାରରେ,ରାଜନୀତି ନିଶା ଏମିତି ଘାରିଛିବୁଲନ୍ତି ବାର ଦୁଆରେ।
କାହାକୁ କୁହନ୍ତି ଦେବି ତତେ ଘରଭୋଟ ଆଗ ଦେବୁ ମୋତେଭୋଟ ଗଣତି ଟା ସରିଗଲା!-->!-->!-->!-->!-->…
ହିନ୍ଦୋଳର ବବିତା ସାହୁ ହେଲେ ଅନୁଗୁଳ ସଂଯୁକ୍ତ ସମବାୟ ବ୍ୟାଙ୍କ ଉପସଭାପତି
ଅନୁଗୋଳ ସଂଯୁକ୍ତ ସମବାୟ ବ୍ୟାଙ୍କର ଉପସଭାପତି ପଦପାଇଁ ଅଭିଭକ୍ତ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ମାନ୍ୟବର ଉପବାଚସ୍ପତି, ମନ୍ତ୍ରୀ,ସାଂସଦ, ସମସ୍ତ ବିଧାୟକ ଓ ବିଧାୟିକା ବୃନ୍ଦ ହିନ୍ଦୋଳ ଆତ୍ମା ଅଧ୍ୟକ୍ଷ ତଥା ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଗିରିଧର ପ୍ରସାଦ ଗ୍ରାମପଞ୍ଚାୟତ ବଡବାହାଳ ଗ୍ରାମର!-->…
ମୁଁ ହେବାକୁ ଚାହେଁ
ମୁଁ ହେବାକୁ ଚାହେଁତୁମ କଲମ ମୁନରେକବିତାଟିଏ,ନିଜ କବିତାକୁ ଅଧିକଭଲପାଅବୋଲିସେଇ ଜହ୍ନ କୁହେ।
ମୁଁ ହେବାକୁ ଚାହେଁ ତୁମରଙ୍ଗତୁଳୀରେକାନଭାସର ଛବିଟିଏ,ନିଜ ଅଙ୍କିତ ଛବିଟିକୁଅଧିକ ଭଲପାଅବୋଲିସେଇ ଝରଣା କୁହେ।
ମୁଁ ହେବାକୁ ଚାହେଁତୁମ କଣ୍ଠର ସଂଗୀତଟିଏ,ତୁମେ ସଙ୍ଗୀତକୁ ଅଧିକଭଲପାଅ!-->!-->!-->!-->!-->…
ଜନ ସ୍ୱାସ୍ଥ୍ୟ ଯାନ୍ତ୍ରୀକ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ଦାବି
ଢେଙ୍କାନାଳ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ଯାନ୍ତ୍ରୀକ କର୍ମଚାରୀ ସଙ୍ଘ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇ ଦୀର୍ଘ ବର୍ଷ ଧରି ଅସ୍ଥାୟୀ ଭାବରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ସ୍ଥୟୀ ନିଯୁକ୍ତି ପ୍ରଦାନ କରିବାକୁ ଦାବି କରାଯାଇ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କୁ!-->…
ନାବାଳିକାକୁ ଉଠାଇନେଲେ ଦୁଇ ଯୁବକ ;ନ୍ୟାୟ ପାଇଁ ପିତାମାତା ଏସପିଙ୍କ ଦ୍ୱାରସ୍ଥ
ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ମହୁଲପାଳ ଗ୍ରାମର ଜନୈକା ନାବାଳିକାକୁ ସେହି ଗ୍ରାମର ଦୁଇ ଜଣ ଯୁବକ ଅପହରଣ କରିନେଇଥିବାର ଜଣାପଡିଛି । ଭୁବନ ଥାନାରେ ଅଭିଯୋଗ ପରେ ଥାନାଧିକାରୀ ଧମକ ଚମକ ଦେଉଥିବା ବେଳେ ଅପରାଧୀ ଖଣ୍ଡା ଧରି ଆତଙ୍କ ସୃଷ୍ଟି କରୁଛନ୍ତି । ଶେଷରେ ନ୍ୟାୟ ପାଇଁ ପିତାମାତା!-->…