News
lipub
samparksetu

ଜିଲ୍ଲା ସ୍ଥରୀୟ ସରଗି ଫୁଲ୍ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଆଲୁଅ ଝରଣ ସେବାଶ୍ରାମ ସ୍କୁଲ ରେ ଅନୁସୁଚିତ ଜନଜାତ ଓ ଅନୁସୁଚିତ ଜାତି ଉନ୍ନୟନ ବିଭାଗ ତରଫରୁ ଜିଲ୍ଲାର ସମସ୍ତ ସେବାଶ୍ରମ ରଛାତ୍ର, ଛାତ୍ରି ମାନଙ୍କର ଆଜି ଜିଲ୍ଲା ସ୍ତରୀୟ ସରଗି ଫୁଲ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗତ ଦୁଇ ର୍ବଷ ହେବ

ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଙ୍କଡାସୋଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ବ୍ଲକ ର ୩୦ଟି ହାଇସ୍କୁଲ ଓ ୫୫ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

ଆଖି କଥା କହେ

ମାଁ ର ଆଖି ମମତାରେ ଭରା,ଭଉଣୀର ଆଖି ସେନେହରେ। ବାପାଙ୍କ ଆଖି କର୍ତ୍ତବ୍ୟରେ ଭରା,ଭାଇର ଆଖି ଦାୟିତ୍ୱରେ। ସ୍ତ୍ରୀର ଆଖି ପ୍ରେମରେ ଭରା,ସ୍ୱାମୀର ଆଖି ସୁରକ୍ଷାରେ। ପ୍ରେମିକର ଆଖି ସ୍ୱାର୍ଥରେ ଭରା,ପ୍ରେମିକାର ଆଖି ଛଳନାରେ। ଧନୀର ଆଖି ଗର୍ବରେ ଭରା,ଗରିବର ଆଖି ଆଶାରେ।

ରାସ୍ତା ପାର ହେବା ସମୟରେ ଚାପିଦେଲା ବସ ; କ୍ଷତି ପୁରଣ ଦାବିରେ ରାସ୍ତାରୋକ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ବି ଆର ଜି ନିକଟରେ ଏକ ବସ ଧକ୍କା ରେ ଜଣେ ମହିଳା ଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ଆଜି ସକାଳ ସମୟରେ କୁରୁଣ୍ଟି ଗ୍ରାମର ଯାତ୍ରୀ ସାହୁ (୫୫)ବି ଆର ଜି ଛକ ରାସ୍ତା ଉପର ପାର୍ଶ୍ଵ କୁ ପାର ହେବା ସମୟରେ

ଭୁବନ ଥାନା ର ଗାଡ଼ି ପାର୍କିଂ ହେତୁ ସଡ଼କ ଦୁର୍ଘଟଣା

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ର ଗାଡ଼ି ପାର୍କିଂ ଜାଗା ଅଭାବ ହେତୁ ବର୍ତ୍ତମାନ ୫୩ ନମ୍ବର ଜାତୀୟ ରାଜପଥ ର ଭୂଷଳ ଛକ ପାଲଟିଛି ଗାଡ଼ି ଚାଳକଙ୍କ ପାଇଁ ଦୁର୍ଘଟଣା ର ମୁଖ୍ୟସ୍ଥଳ । ଆଜି ଭୁଷଳ ପଞ୍ଚାୟତ ଅନ୍ତର୍ଗତ ଚଣ୍ଡୀପାଳ ଗ୍ରାମର ରବି ବେହେରା ବୟସ ପାଖାପାଖି କୌଣସି ବ୍ୟକ୍ତିଗତ କାମରେ

କାର ଓ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ ,ଜଣେ ଗୁରୁତର

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ ଏ ସି ରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ , ଖୋର୍ଦ୍ଧା ଜିଲ୍ଲା ବୋଲଗଡଥାନା ମାଣିକଜୋଡା ଅଞ୍ଚଳର ଦୁଇ ଯୁବକ ଶେଖ ଅଲିମ(୩୫) ଓ ଦୌଲତ ଖାଁ(୩୦) ଏକ

କାଉନସିଲରଙ୍କ ଅକାଳ ବିୟୋଗ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ ଏ ସି ର ଜଣେ କାଉନସିଲରଙ୍କ ଆଜି ଅକାଳ ବିୟୋଗ ଘଟିଛି । ସୂଚନା ଅନୁଯାୟୀ , ହିନ୍ଦୋଳ ଏନଏସି ୮ନଂ ୱାର୍ଡ ର ବିଜେଡି କାଉନସିଲର ତଥା ପଟଣା ଗ୍ରାମର କାଳିଆ ସାହୁଙ୍କ ଧର୍ମପତ୍ନୀ ଶ୍ରୀମତୀ ରଶ୍ମିତା ସାହୁ ଙ୍କର ଆଜି ଭୋର ସମୟରେ ପରଲୋକ ହୋଇଯାଇଛି ।

ହାତୀ ଆକ୍ରମଣରେ ଚାଲିଗଲା ମହିଳା ଙ୍କ ଜୀଵନ

ଢେଙ୍କାନାଳ ବନଖଣ୍ଡ ସଦର ବନାଞ୍ଚଳ ମେରାମଣ୍ଡଳୀ ସେକସନ ଅନ୍ତର୍ଗତ ମୋଟଙ୍ଗା ଥାନା ତାଳଡଙ୍ଗା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳ।ଙ୍କର ମୃତ୍ୟୁ ଘଟିଛି । ତାଳଡଙ୍ଗା ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ପତ୍ନୀ ଦିପ୍ତିମୟୀ ସାହୁ (୫୨)ଏବଂ ପ୍ରଭାସିନୀ ସାହୁ ଆଜି ସନ୍ଧ୍ୟା ସମୟରେ ଘର ପଛ

ରାସ୍ତା ନିର୍ମାଣକୁ ବିରୋଧ ,ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ସପ୍ତଶଯ୍ୟା ମାଝୀ ସାହିରେ ସରକାରଙ୍କ ତରଫରୁ ନିର୍ମାଣ ହେଉଥିବା ରାସ୍ତା କାର୍ଯ୍ୟକୁ ଇଣ୍ଡିଆନ ଅଏଲ କର୍ପୋରେସନ ତରଫରୁ ବିରୋଧ କରାଯାଉଥିବାର ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । କଙ୍କଡାହାଡ ଠାରୁ ସପ୍ତଶଯ୍ୟା ଗଜମରା ପର୍ଯ୍ୟନ୍ତ

ଗ୍ରାସରୁଟ ହକି ଚାମ୍ପିଆନ ସିପ୍ ଉଦଯାପିତ

ଢେଙ୍କାନାଳ ସହର ସ୍ଥିତ ମୁଖ୍ୟ ଷ୍ଟାଡିୟମରେ ଟାଟା ନାଭାଲ ସେଣ୍ଟର ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଚାଲିଥିବା ୧୪ ବର୍ଷରୁ କମ୍ ଗ୍ରାସରୁଟ ଚାମ୍ପିଆନସିପ ହକି ଟୁର୍ଣ୍ଣ।ମେଣ୍ଟ ଉଦଯାପିତ ହୋଇଯାଇଛି । ବୁଧବାର ଅନୁଷ୍ଠିତ ଦ୍ଵିତୀୟ ରନର୍ସଅପ ମ୍ୟାଚ ସମ୍ବଲପୁର ମଝିପଡା ଏବଂ ସୁନ୍ଦରଗଡ କାଦବାହାଲ
error: Content is protected !!