News
lipub
samparksetu

ପ୍ରିୟାର ଓଢଣୀ

ଅସ୍ତଗାମୀ ରବି ଲୋହିତ କିରଣନିମ୍ନଗାର ନୀର ଛୁଏଁସାଙ୍ଗ ସାଥୀ ମେଳେ ପ୍ରିୟା ମୋର ନିତିସଞ୍ଜୁଆ ଆସରେ ଯାଏ | ନାଚି,ଗାଇ,ଖେଳି,ଓଦା ବାଲି ତୋଳିନିତି ଗଢ଼େ ବାଲି ଘରକଳ୍ପନାରେ ମଜ୍ଜି ବୟସ ବରଜିକ୍ଷଣେ ହୁଏ ସ୍ୱପ୍ନାତୁର | ନଦୀ ଆର ପଟୁ ଦୁଷ୍ଟ ମଳୟଟାପାଣି ଛୁଇଁ ଛୁଇଁ ଆସେମୋ ପ୍ରିୟା

ଭୁବନ ସମନୟ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଠାରେ ଅଙ୍ଗନୱାଡ଼ି କର୍ମୀ ଙ୍କ ଧାରଣ

ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମଜଦୂର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରସ୍ ଆସୋସିଏସନ୍ ଡାକରାରେ ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ସମନୟ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଠାରେ ଅଙ୍ଗନୱାଡ଼ି କର୍ମୀ ମାନେ ଆଠ ଦଫା ଦାବି ନେଇ ଧାରଣା ଦେଇଥିଲେ ।

ମୁରୁଗା ଦମ୍ପତି ବିଷ ପିଇବା ଘଟଣା ରେ ନୂଆ ମୋଡ଼ !

ପ୍ରଥମାଷ୍ଟମିରେ କୀଟନାଷକ ପିଇ ସ୍ବାମୀସ୍ତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣା ରେ ନୂଆ ମୋଡ଼ ନେଇଛି । ମାନସୀ ଙ୍କ ଶାଶୁ ଖୁଲଣା ନାଏକ ତାଙ୍କ ବୋହୁ ସହ ପ୍ରେମ କରିବା ଓ ତତ ସଂପର୍କିତ ଅଶ୍ଳୀଳ ଭିଡିଓ ଭାଇରାଲ ଧମକ ଦେବା ନେଇ ଭୁବନ ଥାନାରେ ଜନୈକ ଵ୍ୟକ୍ତି ଙ୍କ ବିରୋଧରେ ଲିଖିତ ଅଭିଯୋଗ

ପ୍ରାକୃତିକ ବିପର୍ଯ୍ୟୟ ତାଲିମ୍ ଶିବିର ଉଦଯାପିତ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ କାଶିପୁର ପଞ୍ଚାୟତର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଦୀର୍ଘ ସାତଦିନ ଧରି ପ୍ରାକୃତିକ ବିପର୍ଯ୍ୟୟ ତାଲିମ୍ ଶିବିର ଚାଲିଥିବା ବେଳେ ତାହା ଉଦଯାପିତ ହୋଇଯାଇଛି। ଏହି ଉଦଯାପନ ଦିବସରେ ମୂଖ୍ୟ ଅତିଥି ଭାବେ ଗଁଦିଆ ବ୍ଲକ ଅଧ୍ୟକ୍ଷା ରିନାରାଣୀ

ଶଯ୍ୟାଶାୟୀ ଟିଟୁନୁ ,ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମହାବିରୋଡ ପଞ୍ଚାୟତ ର ଟିଟୁନୁ ନାଏକ ଏବେ ଅର୍ଥ ଅଭାବରୁ ଶଯ୍ୟାଶାୟୀ। ଆଜକୁ ପ୍ରାୟ ୨୦ ଦିନ ହେବ ହଟାତ ଦେହ ଅସୁସ୍ଥ ହୋଇପଡ଼ିଥିଲା। ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ନିଜ ପରିବାରକୁ କହିଥିଲେ । ପରିବାରଙ୍କୁ ପେଟର ଯନ୍ତ୍ରଣା ହେବା କଥା କହିବା ପରେ

ଅବହେଳିତ କୁସୁପଦା ଗ୍ରାମ ; ଗମନାଗମନ,ପାନୀୟଜଳ ଓ ସ୍ୱାସ୍ଥ୍ୟସେବା ଅପହଞ୍ଚ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଗୋବିନ୍ଦପୁର ପଞ୍ଚାୟତ କୁସୁପଦା ଗ୍ରାମ ଅନ୍ଧାରୀ ମୂଲକ ଭାବରେ ରହିଛି ,ସ୍ୱାଧିନତାର ୭୬ ବର୍ଷ ପରେ ମଧ୍ୟ ବିକାଶର ଛାଇ ପଡିନାହିଁ । ଏବେ ମଧ୍ୟ ଗ୍ରାମକୁ ଯାତାୟତ ପାଇଁ ଭଲ ରାସ୍ତାଟିଏ ନଥିବା ବେଳେ ସ୍ୱାସ୍ଥ୍ୟ ସେବା ଏବଂ ପାନୀୟ ଜଳ ଗ୍ରାମବାସୀଙ୍କ ପାଇଁ

ବେଆଇନ ଭାବରେ ଖଣିଜ ପଦାର୍ଥ ଉତ୍ତୋଳନ ଅଭିଯୋଗ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ନିହଲପ୍ରସାଦ ଅଞ୍ଚଳରେ ବେଆଇନ ଭାବରେ ଖଣିଜ ପଦାର୍ଥ ଉତ୍ତୋଳନ କୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ନିହଲପ୍ରସାଦରଗୋକୁଳାନନ୍ଦ ସାହୁଙ୍କୁ ଦୁଇ ପୁଅ ଅପୂର୍ବ ସାହୁ ଓ ଅଙ୍କିତ ସାହୁ ଖାତା ନଂ ୧୫୧୩ ଓ ପଟ୍ଲ ନଂ ୨୧୦୧ ପର୍ବତ ଦୁଇ

ମହୁମାଛି ଆକ୍ରମଣରେ ବୃଦ୍ଧ ଗୁରୁତର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ମହୁମାଛି ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ବୃଦ୍ଧ ଜଣଙ୍କ କାମାକ୍ଷାନଗର ଥାନା କାନପୁରା ପଞ୍ଚାୟତ ଅନ୍ତର୍ଗତ ଏକତାଳି ଗାଁର ଈଶ୍ୱର ଚନ୍ଦ୍ର ବିଶ୍ୱାଳ (୬୫ବର୍ଷ) । ଈଶ୍ୱର କାମାକ୍ଷାନଗର ସ୍ଥିତ ଅରବିନ୍ଦ ବିଦ୍ୟାଳୟରୁ ନିଜ

ବାଛନ୍ଦ ଅଭିଯୋଗ ବିରୁଦ୍ଧରେ ଉପଜିଲ୍ଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ରୁ ବାଛନ୍ଦ ଅଭିଯୋଗ କୁ ଖଣ୍ଡନ କରି ମହିଳା ଙ୍କ ବିରୁଦ୍ଧରେ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ । ଖବରରୁ ପ୍ରକାଶ ଯେ , ହିନ୍ଦୋଳ ଏନ ଏ ସି ୱାର୍ଡ ନଂ -୧୫ ଶିଙ୍କୋଳ ଗ୍ରାମର ବାସିନ୍ଦା ପ୍ରଭାସିନୀ ବିଶ୍ୱାଳଙ୍କ ସ୍ୱାମୀ ଦୀର୍ଘଦିନ ତଳେ

କଙ୍କଡ଼ାହାଡ଼ ସିଡିପିଓ କାର୍ଯ୍ୟାଳୟ ଠାରେ ଅଙ୍ଗନୱାଡ଼ି କର୍ମୀ ଙ୍କ ଧାରଣା

ଢ଼େଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମଜଦୂର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କସ୍ ଆସୋସିଏସନ୍ ଡାକରାରେ ଢ଼େଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ସିଡିପିଓ ଙ୍କ କାର୍ଯ୍ୟାଳୟ ଠାରେ ଅଙ୍ଗନୱାଡ଼ି କର୍ମୀ ମାନେ ଆଠ ଦଫା ଦାବି ନେଇ ଧାରଣା ଦେଇଛନ୍ତି। ବିଭିନ୍ନ
error: Content is protected !!